Browsing Category
ଓଡିଶା
ଝିରପାଣି ଠାରେ ଟୁସୁ ମିଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ମକର ମିଳନ କମିଟି ତରଫରୁ ୨୪ତମ ଟୁସୁ ମିଳନ ୱାଇଏସି ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ହାଲୁ ମୁଣ୍ଡାରୀଙ୍କ ସଭାପତିତ୍ୱ, ସମ୍ପାଦକ ନିଳାମ୍ବର ମୁଣ୍ଡାରୀଙ୍କ ଆବାହକତ୍ୱ ତଥା ଗଙ୍ଗାଧର ବୀରଙ୍କ ମଞ୍ଚ ସଂଯୋଜନାରେ!-->…
Read More...
Read More...
ମାଆ ବିଜୟା ବାଶୁଳୀଙ୍କଠାରେ ପୂଜାର୍ଚ୍ଚନା କଲେ ଜିଜ୍ଞାସାର ଛାତ୍ରୀ
ଭୋଗରାଇ, (କେପିଏନ୍ଏସ୍) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଗ୍ରାମରେ ଜିଜ୍ଞାସା ଯୁକ୍ତଦୁଇ କଳା ଶିକ୍ଷାକେନ୍ଦ୍ର ତରଫରୁ ମାଆ ବାଶୁଳୀ ଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇଛି । ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଡ଼ଃ ଶିବନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ!-->…
Read More...
Read More...
ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଆତ୍ମସୁରକ୍ଷା ତାଲିମ ଶିବିରର ଉଦଯାପନୀ ସମାରୋହ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ସଭାପତିତ୍ୱ କରି ଛାତ୍ରୀମାନଙ୍କ ମଧ୍ୟରେ!-->…
Read More...
Read More...
ପାଇକମାଲ ହାଇସ୍କୁଲରେ ଅଭିଭାବକ ବୈଠକ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଡ. ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନିରୁପମା ସାହୁ, ପଟେଲ ସାର୍ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ବୈଠକରେ ୮୮ ଜଣ!-->…
Read More...
Read More...
ବଲାଙ୍ଗିରରେ ସମ୍ପତ୍ତି ଲୋଭରେ ଭାଇକୁ ମାରିଲା ଭାଇ : ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗିର ପୋଲିସ କରିଛି ବଡ଼ ପ୍ରେସମିଟ
ବଲାଙ୍ଗିରରେ ସମ୍ପତ୍ତି ଲୋଭରେ ଭାଇକୁ ମାରିଲା ଭାଇ । ଆଉ ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗିର ପୋଲିସ କରିଛି ବଡ଼ ପ୍ରେସମିଟ। ପ୍ରେସମିଟରେ ଖୋଦ୍ ବଲାଙ୍ଗିର ଏସପି ଯୋଗ ଦେଇ ବଡ଼ ସୂଚନା ଦେଇଛନ୍ତି ଆଉ ତୁଷୁରା ତେଲ ନଦୀ ବ୍ରିଜ ତଳୁ ଗତ ଜାନୁଆରୀ ୨ ତାରିଖରେ ମୃତଦେହ ଉଦ୍ଧାର କରାଯାଇଥିବା!-->…
Read More...
Read More...
ବଲାଙ୍ଗିରରେ ଆନ୍ତଃରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ନୂତନ ଭାବେ ନିର୍ମିତ ଲନ୍ ବଲ୍ କୋର୍ଟ ଓ ଆନ୍ତଃରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ ହୋଇଯାଇଛି । କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ଵାରା ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟସଭା!-->…
Read More...
Read More...
ଆଦାନୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଆନ୍ତଃ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରଥମ ସଂସ୍କରଣରେ କାଳୀପଲ୍ଲୀ ବିଜୟୀ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦରର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ, ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଆନ୍ତଃଗ୍ରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ କାଳୀପଲ୍ଲୀ ପଞ୍ଚାୟତ ବିଜୟ ଲାଭ କରିଛି । କାଳୀପଲ୍ଲୀ ପଞ୍ଚାୟତସ୍ଥିତ!-->…
Read More...
Read More...
ଡକ୍ଟର ନବକିଶୋର ବେହେରା ପାଇଲେ ଜାତୀୟ ଅଶୋକ ଶାନ୍ତି ପୁରସ୍କାର
ବଲାଙ୍ଗିର, (କେପିଏନ୍ଏସ୍) : ଡକ୍ଟର ନବକିଶୋର ବେହେରା ଭାରତ ସରକାରଙ୍କ ନୀତି ଆୟୋଗ ଦ୍ଵାରା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ୩୪୪୩ ଜଣଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ୭ ଜଣଙ୍କ ମଧ୍ୟରେ ମନୋନୀତ ହୋଇ "ଅଶୋକ ଶାନ୍ତି ପୁରସ୍କାର-୨୦୨୫ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପ୍ରକାଶ ଥାଉ କି ଶ୍ରୀ!-->…
Read More...
Read More...
ବଲାଙ୍ଗିର ଲୋକ ଉତ୍ସବର ଆଲୋଚ୍ୟ ବିଷୟ : ବଲାଙ୍ଗିର ସାଂସ୍କୃତିକ ବିଭବ ନଚନିଆ ନୃତ୍ୟ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୯ ତାରିଖ ଦିନ ବଲାଙ୍ଗିର ଲୋକ ଉତ୍ସବ ସଂପାନ ସମିତି ଦ୍ୱାରା ଆଲୋଚନା ଚକ୍ରରେ ଆଲୋଚ୍ୟ ବିଷୟ ବଲାଙ୍ଗିର ସାଂସ୍କୃତିକ ବିଭବ ନଚନିଆ ନୃତ୍ୟ ଉପରେ ଆଲୋଚନା ହେବ ।!-->…
Read More...
Read More...
ମାହେଶ୍ୱରୀ ସଂଗଠନ ମାଧିଆପାଲି ପଂଚାୟତରେ ପଞ୍ଚାୟତ ଶାଖା ଶୁଭାରମ୍ଭ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମାଧିଆପାଲି ପଂଚାୟତରେ ମାହେଶ୍ୱରୀ ସଂଗଠନ, ବଲାଙ୍ଗିର ପକ୍ଷରୁ ଏକ ନୂତନ ପଂଚାୟତ ଶାଖା ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସଂଗଠନର ପଂଚାୟତ ସ୍ତରୀୟ ଗଠନକୁ ଆହୁରି ସକ୍ରିୟ କରିବା ସହ ସାମାଜିକ ସେବା କାର୍ଯ୍ୟକୁ ଗାଁ ଗାଁ ଯାଏ!-->…
Read More...
Read More...