Browsing Category
ଦେଶ ବିଦେଶ
ଶୈକ୍ଷିକ ସହଯୋଗରେ ନୂତନ ଅଧ୍ୟାୟ : ଆଇଆଇଏମସି ଢେଙ୍କାନାଳ ଏବଂ ଆଇଆଇଏମ୍ ସମ୍ବଲପୁର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ନୂଆଦିଲ୍ଲୀ, (ପିଆଇବି) : ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି), ଏବଂ ସମ୍ବଲପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ମଧ୍ୟରେ ଆଜି ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି, ଯାହା ପୂର୍ବ ଭାରତରେ!-->…
Read More...
Read More...
ସଞ୍ଚାର ସାଥୀ ଆପ୍ ର ବାଧ୍ୟତାମୂଳକ ପ୍ରି-ଇନଷ୍ଟଲେସନକୁ ପ୍ରତ୍ୟାହାର କଲେ ସରକାର
ନୂଆଦିଲ୍ଲୀ, (ପିଆଇବି) : ସବୁ ନାଗରିକଙ୍କୁ ସାଇବର ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସରକାର ସମସ୍ତ ସ୍ମାର୍ଟଫୋନରେ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲେସନ୍ ବାଧ୍ୟତାମୂଳକ କରିଥିଲେ । ଏହି ଆପ୍ ସୁରକ୍ଷିତ ଏବଂ ସାଇବର ଅପରାଧୀଙ୍କ କବଳରୁ ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ!-->…
Read More...
Read More...
ଆଜିଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ
ନାଗରିକ ସଂଗଠନ ଏବଂ ଗୋଷ୍ଠୀ ନେତୃତ୍ବଙ୍କୁ ଅଭିଯାନରେ ଯୋଗଦେବାକୁ ଆହ୍ୱାନ
ନୂଆଦିଲ୍ଲୀ, (ପିଆଇବି) : ଆଜିଠାରୁ, ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ୧୦୦ ଦିନିଆ ବ୍ୟାପକ ସଚେତନତା ଅଭିଯାନ ଆନୁଷ୍ଠାନିକ ଭାବରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ବାଲ୍ୟବିବାହ!-->!-->!-->…
Read More...
Read More...
ଓଡ଼ିଶାରେ ପଞ୍ଚାୟତିରାଜ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି
ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ କେନ୍ଦ୍ରୀୟ ଅର୍ଥ ଆୟୋଗମାନଙ୍କ ସୁପାରିଶ ଅନୁଯାୟୀ ଓଡ଼ିଶାରେ ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆରଆଇ)ଗୁଡ଼ିକ ପାଇଁ ଅନୁଦାନ ଆବଣ୍ଟନ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଅଷ୍ଠମ ଅର୍ଥ ଆୟୋଗଙ୍କ ଅମଳରେ ୨,୮୯୮.୨୨ କୋଟି ଟଙ୍କା ଅନୁଦାନ ଜାରି କରାଯାଇଥିବାବେଳେ!-->…
Read More...
Read More...
୨୦୨୪-୨୫ ମସିହାରେ ଅଧିସୂଚିତ ୧,୨୦,୫୭୯ ପଦବୀ ପାଇଁ ଜାରି ରହିଛି ନିଯୁକ୍ତି ପ୍ରକ୍ରିୟା
ଗତ ୧୧ ବର୍ଷ ମଧ୍ୟରେ ରେଳବାଇ ୫.୦୮ ଲକ୍ଷ ଚାକିରି ପ୍ରଦାନ କରିଛି: ଅଶ୍ୱିନୀ ବୈଷ୍ଣବକୌଣସି କାଗଜ ଲିକ୍, ତ୍ରୁଟି ବିନା ଏବଂ ପରୀକ୍ଷାର ନିଶ୍ଚିତତା ସହିତ ରେଳବାଇ ୫୯,୬୭୮ ପଦବୀ ପାଇଁ ଏକକ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା ସମାପ୍ତ କରିଛିଚାଲିଥିବା ନିଯୁକ୍ତିରେ ଟେକ୍ନିସିଆନ୍,!-->…
Read More...
Read More...
ଆଇଆଇଟି ଧାନବାଦର ଶତବାର୍ଷିକୀ ପ୍ରତିଷ୍ଠା ସପ୍ତାହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.…
● ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ବିକଶିତ ଭାରତ 2047କୁ ଆଗକୁ ନେବା ପାଇଁ ଆଇଆଇଟି ଧାନବାଦକୁ ଆହ୍ୱାନ କଲେ ଡକ୍ଟର ପି.କେ. ମିଶ୍ର● ବିଶ୍ୱ ଅସ୍ଥିରତା ମଧ୍ୟରେ ଭାରତର ଆର୍ଥିକ ମୂଳଦୁଆ ଦୃଢ଼ ରହିଛି : ଡକ୍ଟର ପି.କେ. ମିଶ୍ର● ଅନେକ ଦେଶ, ବିଶେଷକରି ଗ୍ଲୋବାଲ୍ ସାଉଥ, ଏବେ ଭାରତକୁ ଏକ ବିଶ୍ୱ!-->…
Read More...
Read More...
ବାରାଣାସୀରେ କାଶୀ-ତାମିଲ ସଙ୍ଗମମ ୪.୦ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
• ଭାରତର ବିବିଧତା ଓ ଭାଷାଗତ ପରମ୍ପରା ହିଁ ସବୁଠୁ ବଡ଼ ଶକ୍ତି – ଧର୍ମେନ୍ଦ୍ର ପ୍ରଧାନ• ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କେଟିଏସ ୪.୦ର ଶୁଭାରମ୍ଭ କଲେ• କାଶୀ-ତାମିଲ ସଙ୍ଗମମ୍ କାଶୀ ଓ ତାମିଲନାଡୁ ମଧ୍ୟରେ ଜ୍ଞାନର ସେତୁ ତିଆରି କରିଛି• ଏହା 'ଏକ୍ ଭାରତ, ଶ୍ରେଷ୍ଠ!-->…
Read More...
Read More...
ସମ୍ବଲପୁରରେ ‘ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ୍’ ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା
• 'ଫିଟ୍ ଇଣ୍ଡିଆ' ଲକ୍ଷ୍ୟ ହାସଲ ଦିଗରେ ସାଇକେଲିଂ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ - ଧର୍ମେନ୍ଦ୍ର ପ୍ରଧାନ• ସମ୍ବଲପୁରରେ ଅନୁଷ୍ଠିତ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ୍ ଭାରତର ଶ୍ରେଷ୍ଠ ସାଇକେଲ ଚାଳକମାନଙ୍କ ପ୍ରତିଭାକୁ ଗୋଟିଏ ମଞ୍ଚରେ ଏକାଠି କରିବାର ମହାନ ଅବସର• ଯୁବପିଢିଙ୍କ ମଧ୍ୟରେ!-->…
Read More...
Read More...
ସଞ୍ଚାର ସାଥୀ ଆପ୍ ସଂପର୍କରେ ସ୍ଥିତି ସ୍ପଷ୍ଟ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
ୟୁଜରମାନେ ଯେକୌଣସି ସମୟରେ ଆପ୍ ଡିଲିଟ୍ କରିପାରିବେ, ସ୍ବେଚ୍ଛାକୃତ ପଞ୍ଜୀକରଣ ପରେ ହିଁ ଆପ୍ ଆକ୍ଟିଭେଟ୍ ହେବ : ଶ୍ରୀ ସିନ୍ଧିଆସଞ୍ଚାର ସାଥୀ ପର୍ଯ୍ୟବେକ୍ଷଣ ନୁହେଁ, ଜନଭାଗିଦାରୀ ଉପରେ ଆଧାରିତ ନାଗରିକ ସୁରକ୍ଷା ଉପକରଣ: ଶ୍ରୀ ସିନ୍ଧିଆ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୋଗାଯୋଗ!-->!-->!-->…
Read More...
Read More...
ମୋବାଇଲ ହ୍ୟାଣ୍ଡସେଟରେ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲ ପାଇଁ ଦୂରସଞ୍ଚାର ବିଭାଗର ନିର୍ଦ୍ଦେଶ
• ଆଗୁଆ ଇନଷ୍ଟଲ୍ ହୋଇଥିବା ଆପ୍ ଦୃଶ୍ୟମାନ, କାର୍ଯ୍ୟକ୍ଷମ ଏବଂ ପ୍ରଥମ ସେଟଅପ୍ରେ ଗ୍ରାହକଙ୍କ ପାଇଁ ବ୍ୟବହାରଯୋଗ୍ୟ ହୋଇଥିବା ଆବଶ୍ୟକ• ଡିଭାଇସ୍ ସେଟଅପ୍ ସମୟରେ ଆପ୍ ସହଜରେ ବ୍ୟବହାରକାରୀଙ୍କୁ ଆକ୍ସେସିବଲ ହେବାର ବ୍ୟବସ୍ଥା ମୋବାଇଲ ନିର୍ମାତା କରିବା ଉଚିତ୍; ଏହାର କୌଣସି ଫିଚର୍ ଡିଜେବ୍ଲ!-->…
Read More...
Read More...