Browsing Category
ଦେଶ ବିଦେଶ
ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ…
୭ଟି ଟ୍ରେନ ମଧ୍ୟରେ ୩ଟି ଅମୃତ ଭାରତ ଏକ୍ସପ୍ରେସ୍ ଏବଂ ୪ଟି ଯାତ୍ରୀବାହୀ ଟ୍ରେନ୍
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ବିହାରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସମ୍ରାଟ!-->!-->!-->…
Read More...
Read More...
ଆଜି ଆନ୍ତର୍ଜାତୀୟ ଅନୁବାଦ ଦିବସ
"ଆନ୍ତର୍ଜାତୀୟ ଅନୁବାଦ ଦିବସ" ପ୍ରତିବର୍ଷ ସେପ୍ଟେମ୍ବର ୩୦ ରେ ପାଳନ କରାଯାଏ । ଅନୁବାଦକମାନେ ହେଉଛନ୍ତି ସେହିମାନେ, ଯିଏ ବିଭିନ୍ନ ବିଶ୍ୱକୁ ଏକତ୍ର ବାନ୍ଧିଥାନ୍ତି । ଅନୁବାଦ କ୍ଷେତ୍ରରେ ଏକ ସାହିତ୍ୟିକ କୃତିର ଅନୁବାଦ, ବୃତ୍ତିଗତ ଅନୁବାଦ, ବ୍ୟାଖ୍ୟା ଏବଂ ଶବ୍ଦାବଳୀ ଇତ୍ୟାଦି!-->…
Read More...
Read More...
ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁ ହେଲେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର
ଭୁବନେଶ୍ୱର : ଶିରିଷ ଚନ୍ଦ୍ର ମୁର୍ମୁ ହେଲେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର । କେନ୍ଦ୍ର ସରକାର ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ଆରବିଆଇର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ,!-->…
Read More...
Read More...
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଓ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ ସ୍ୱାକ୍ଷର
• ସାମାଜିକ ଗବେଷଣାକୁ ପ୍ରୋତ୍ସାହନ ସହ ଓଡ଼ିଶାର ଭବିଷ୍ୟତ ପାଇଁ ମାର୍ଗ ଦେଖାଇବ - ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ, ଟିଆଇଏସଏସର କୁଳପତି, ଓଡ଼ିଶା ରିସର୍ଚ୍ଚ ସେଣ୍ଟରର!-->…
Read More...
Read More...
ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…
କେନ୍ଦ୍ର ଏବଂ ରାଜ୍ୟରେ ଆମ ସରକାର ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସଂକଳ୍ପବଦ୍ଧ: ପ୍ରଧାନମନ୍ତ୍ରୀଗରିବ, ବଞ୍ଚିତ, ପଛୁଆ ବର୍ଗ ଏବଂ ଆଦିବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ: ପ୍ରଧାନମନ୍ତ୍ରୀକେନ୍ଦ୍ର ସରକାର ସମ୍ପ୍ରତି ଓଡ଼ିଶା ପାଇଁ ଦୁଇଟି!-->…
Read More...
Read More...
କୋଲକାତାରେ ଦୁର୍ଗା ପୂଜା ମଣ୍ଡପକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ସନ୍ତୋଷ ମିତ୍ର ସ୍କୋୟାର ଏବଂ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଦୁର୍ଗା ପୂଜା ମଣ୍ଡପ ଉଦ୍ଘାଟିତଗୃହମନ୍ତ୍ରୀ ମଧ୍ୟ କାଳିଘାଟ ମନ୍ଦିରରେ ଦେବୀ କାଳୀଙ୍କୁ ପ୍ରାର୍ଥନା କରିଛନ୍ତିନବ ଦିନାତ୍ମକ ପୂଜା ପର୍ବ କେବଳ ବଙ୍ଗଳା କିମ୍ବା ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରସିଦ୍ଧ!-->…
Read More...
Read More...
ବିହାରର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
କେନ୍ଦ୍ର-ରାଜ୍ୟ ସରକାରଙ୍କ ସମସ୍ତ ପ୍ରକଳ୍ପ ମହିଳାମାନଙ୍କ ପ୍ରଗତି ପାଇଁ : ପ୍ରଧାନମନ୍ତ୍ରୀସରକାରୀ ଯୋଜନା ଦ୍ବାରା ସକାରାତ୍ମକ ପରିବର୍ତ୍ତନର କାହାଣୀ ପ୍ରସାର କରିବାକୁ ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରର!-->…
Read More...
Read More...
ମହାରାଷ୍ଟ୍ର ପୁନେରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ‘ନୂଆଁଖାଇ ଭେଟ୍ଘାଟ୍’
ପୁନେ : "ନୂଆଁଖାଇ" ପଶ୍ଚିମ ଓଡିଶାର ମହାନ ଗଣପର୍ବ । ଚଳିତ ମାସ ତା.୨୧.୦୯.୨୦୨୫ ପୁନେ ଠାରେ ଭେଟ୍-ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ଦ୍ୱାରା ମହା ଆଡମ୍ବରରେ "ନୂଆଁଖାଇ" ଭେଟ୍-ଘାଟ ଆୟୋଜନ କରାଯାଇଥିଲା । ଏହି ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏଇ ବର୍ଷ!-->…
Read More...
Read More...
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ’ ବିଷୟରେ ଆଲୋଚନାଚକ୍ର
ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ପିଆଇବି ଏଡିଜି
ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, (ସିବିସି) ପ୍ରାଦେଶିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର!-->!-->!-->…
Read More...
Read More...