Browsing Category

ଦେଶ ବିଦେଶ

ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଏକ ହିନ୍ଦୁ ମନ୍ଦିରରେ ଭଂଗାରୁଜା

ନୂଆଦିଲ୍ଲୀ : ପାକିସ୍ତାନର ସିନ୍ଧ ପ୍ରାନ୍ତରେ ସ୍ଥାନୀୟ ପୁଲିସ ହିନ୍ଦୁ ସମୁଦାୟଙ୍କ ଏକ ମନ୍ଦିରରେ ଭଂଗାରୁଜାର ମାମଲା ରୁଜ୍ଜୁ କରିଛି । ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ୍‌ ମଧ୍ୟ କରାଯାଇଛି । ସିନ୍ଧର ବଦୀନ ଜିଲ୍ଲା ଅନ୍ତର୍ଗତ କଡ଼ିୟୁ ଘନୋର ସହରରେ ଗତ କାଲି ସକାଳେ ଭଂଗାରୁଜା
Read More...

ଫାରୁକ୍‌ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ : ଚୀନ୍‌କୁ ସମର୍ଥନ କଲେ ଅନୁଚ୍ଛେଦ ୩୭୦ ପୁଣି ଲାଗୁ ହେବ

ଜାମ୍ମୁ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସ୍‌ନାଲ କନ୍‌ଫ୍ରେନ୍‌ସ୍‌ର ନେତା ଫାରୁକ୍‌ ଅବ୍‌ଦୁଲ୍ଲା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ତାଙ୍କୁ ବିଶ୍ୱାସ ଅଛି ଯେ ଚୀନକୁ ସମର୍ଥନ କଲେ ଜାମ୍ମୁ-କାଶ୍ମୀରରେ ପୁଣି ଲାଗୁ ହେବ ଅନୁଚ୍ଛେଦ ୩୭୦ । ଫାରୁକ୍‌
Read More...

ମିସାଇଲ୍‌ରୁ ନେଇ ଟ୍ୟାଙ୍କ୍‌ ପର୍ଯ୍ୟନ୍ତ : ଉତ୍ତର କୋରିଆ ବିଶ୍ୱକୁ ଦେଖାଇଲା ମହାବିନାଶକାରୀ ଅସ୍ତ୍ରଶସ୍ତ୍ରର ଝଲକ୍‌

ପ୍ୟୋଙ୍ଗ୍‌ୟାଙ୍ଗ : ଉତ୍ତର କୋରିଆର ସୁପ୍ରିମୋ କିମ୍‌ ଜୋଙ୍ଗ୍‌ ବିଶ୍ୱକୁ ସବୁଠୁ ଅଧିକ ମହାବିନାଶକାରୀ ଅସ୍ତ୍ରଶସ୍ତ୍ରର ଝଲକ୍‌ ଦେଖାଇଛନ୍ତି । ଏହି ଅବସରରେ ଉତ୍ତର କୋରିଆର ଏଲିଟି କମାଣ୍ଡୋ ଫୋର୍ସର ପ୍ୟାରେଡ଼୍‌ ସହ ଆଧୁନିକ ଏବଂ ସିକ୍ରେଟ୍‌ ଇଣ୍ଟର୍‌କାଣ୍ଟିନେଣ୍ଟଲ୍‌ ବେଲିଷ୍ଟିକ୍‌
Read More...

ଟ୍ୟୁରିଷ୍ଟ ପ୍ଲେନ୍‌ ଓ ମାଇକ୍ରୋଲାଇଟ୍‌ ଏୟାର୍‌କ୍ରାଫ୍ଟ ଧକ୍କା : ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ପେରିସ୍‌ : ପଶ୍ଚିମୀ ଫ୍ରାନ୍ସରେ ଏକ ପର୍ଯ୍ୟଟକ ବିମାନ ଏବଂ ମାଇକ୍ରୋଲାଇଟ୍‌ ଏୟାର୍‌କ୍ରାଫ୍ଟ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ସରକାର ଏ ସଂପର୍କରେ ଗତକାଲି ସୂଚନା ଦେଇଛନ୍ତି । ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ମାଇକ୍ରୋଲାଇଟ୍‌ରେ ଦୁଇ ଜଣ ଥିଲେ ।
Read More...

ଅଜର୍‌ବେଇଜାନ୍‌ ଓ ଆର୍ମିନିଆ ମଧ୍ୟରେ ଯୁଦ୍ଧ : ତୁର୍କି ସ୍ପଷ୍ଟ କଲା, ଅଜର୍‌ବେଇଜାନ୍‌ ସହ ଠିଆ ହେବ

ନୂଆଦିଲ୍ଲୀ : ଅଜର୍‌ବେଇଜାନ୍‌ ଓ ଆର୍ମିନିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅଜର୍‌ବେଇଜାନ୍‌ ସହ ଠିଆ ହେବା ନେଇ ସ୍ପଷ୍ଟ କରିଛି ତୁର୍କି । ତୁର୍କିର ରକ୍ଷା ମନ୍ତ୍ରଣାଳୟ ନିଜର ଅଧିକାରିକ ଟ୍ୱିଟରରେ ଲେଖିଛି ଯେ, ଅଜର୍‌ବେଇଜାନ‌ ସେନା ବାହାଦୁରୀର ପରିଚୟ ପ୍ରଦାନ କରିଛନ୍ତି । ନିଜର ନିୟନ୍ତ୍ରିତ
Read More...

ଭାରତର ଉତ୍ତର ସୀମାରେ ୬୦ ହଜାର ଚୀନ୍‌ ସୈନିକ ମୁତୟନ

ୱାଶିଂଟନ୍‌ : ଏଲଏସିରେ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ସୀମାର ଏବେ ଚୀନ ୬୦ ହଜାର ସୈନ୍ୟ ମୁତୟନ କରିଛି । ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଆ ଏହା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସବୁବେଳେ ଚୀନ ପକ୍ଷରୁ ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ଉପରେ
Read More...

ଦୁଷ୍କର୍ମ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା କଡ଼ା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯିବା ସହ ମହିଳାମାନଙ୍କ ଉପରେ ଘଟୁଥିବା ଅପରାଧ ସମ୍ବନ୍ଧିତ ମାମଲା ଉପରେ ପୁଲିସ ଦ୍ୱାରା ଅବଲମ୍ବନ କରାଯିବା ଅନିବାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ସଂପର୍କରେ କୁହାଯାଇଛି । ଏହି ନିର୍ଦ୍ଦେଶନାମା ରାଜ୍ୟ
Read More...

ସୈନିକଙ୍କ ପାଇଁ ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ କୋଟି କୋଟି ଟଙ୍କାର ଉଡ଼ାଜାହାଜ :…

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ଶେୟାର୍‌ କରି ମୋଦୀ ସରକାରରେ ସୈନିକମାନଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ ଯେଉଁ ଭିଡ଼ିଓ ଶେୟାର୍‌ କରିଛନ୍ତି ଏଥିରେ ଟ୍ରକ୍‌ ଭିତରେ ବସିଥିବା କିଛି ସୈନିକ‌ ନିଜ ନିଜ ଭିତରେ କଥାବାର୍ତ୍ତା ହେବା ସହ
Read More...

ବିଶ୍ୱର ସବୁଠାରୁ ଖତର୍‌ନାକ୍‌ ସ୍ଥାନରେ ଦେଖିବାକୁ ମିଳିଲା ବିଶାଳ ପ୍ରଜାପତି : ଚଢେ଼ଇ ପରି ଡେଣା

ଚେର୍ନୋବିଲ : ବିଶ୍ୱର ସବୁଠାରୁ ଖତର୍‌ନାକ୍‌ ସ୍ଥାନ ସୁମାର ୟୁକ୍ରେନ୍‌ର ଚେର୍ନୋବିଲ ପରମାଣୁ ପାୱର ପ୍ଲାଣ୍ଟର ଦୁର୍ଘଟଣା ସ୍ଥଳ ନିକଟରେ ଦେଖିବାକୁ ମିଳିଛି ଏକ ବିଶାଳ ପ୍ରଜାପତି । ଏହି ପ୍ରଜାପତିର ଡେଣା ଏତେ ବଡ଼ ଯେ ଦେଖିବାକୁ ପକ୍ଷୀର ଡେଣା ଭଳି ଜଣାପଡ଼ୁଛି । ଏହା ଚେର୍ନୋବିଲ
Read More...

ଦେଶରେ ଖସୁଛି କରୋନା ଏକ୍‌ଟିଭ୍‌ ସଂକ୍ରମିତଙ୍କ ସଂଖ୍ୟା, ଏବେ ୮୮୩୧୮୫ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ : ଗତ ୨୪ ଘଂଟାରେ ୯୨୬…

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ଟପି ସାରିଥିବା ବେଳେ କରୋନା ଏକ୍‌ଟିଭ୍‌ ସଂକ୍ରମିତଙ୍କ ସଂଖ୍ୟା ଆସ୍ତେ ଆସ୍ତେ ଖସୁଛି । ଏବେ ଭାରତରେ ୮,୮୩,୧୮୫ ଜଣ ଏକ୍‌ଟିଭ୍‌ ସଂକ୍ରମିତ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ
Read More...