Browsing Category

ଦେଶ ବିଦେଶ

ପୂଜାରୀଙ୍କୁ ଜିଅନ୍ତା ଜାଳି ଦେଲେ : ଗାଁରେ ଧାରଣାରେ ବସିଲେ ବିଜେପି ସାଂସଦ କିରୋଡ଼ିଲାଲ ମିଣା

କରୋଲି : ରାଜସ୍ଥାନର କରୋଲିରେ ଜଣେ ପୂଜାରୀଙ୍କୁ ଜିଅନ୍ତା ଜାଳି ଦିଆଯିବା ଘଟଣାରେ ବିଜେପି ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଛି । ବିଜେପି.ର ରାଜ୍ୟସଭା ସାଂସଦ କିରୋଡ଼ିଲାଲ ମିଣା ପୂଜାରୀଙ୍କ ଗାଁର ଶହ ଶହ ଲୋକଙ୍କ ସହ ଧାରଣାରେ ବସିଥିବା ଜଣାପଡ଼ିଛି । ପୂଜାରୀଙ୍କ ହତ୍ୟା ମାମଲାରେ
Read More...

ଅକ୍ଟୋବର ୧୧ରେ ସ୍ଵାମିତ୍ଵ ଯୋଜନା ଅଧୀନରେ ଲୋକମାନଙ୍କୁ ଜମି ପଟ୍ଟା ବାଣ୍ଟିବେ ପ୍ରଧାନମନ୍ତ୍ରୀ

● ଦେଶର ଗ୍ରାମାଞ୍ଚଳରେ ଏହା ଲକ୍ଷ ଲକ୍ଷ ଲୋକଙ୍କ ଉପରେ ପ୍ରକାଇବ ପ୍ରଭାବ● ୪ ବର୍ଷରେ ପର୍ୟ୍ୟାୟକ୍ରମେ ଏହି ଯୋଜନା ଅଧୀନରେ ୬.୨୨ ଲକ୍ଷ ଗ୍ରାମ ହେବ ସାମିଲ● ଗ୍ରାମବାସୀଙ୍କ ପାଇଁ ସମ୍ପତ୍ତିକୁ ଏକ ଆର୍ଥିକ ସମ୍ବଳ ଭାବେ ଉପଯୋଗ କରିବାକୁ ଏହା ପଥ ପରିଷ୍କାର କରିବନୂଆଦିଲ୍ଲୀ, (ପିଆଇବି) : ଲକ୍ଷ
Read More...

ଭାରତରେ କ୍ରମାଗତ ସକ୍ରିୟ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି

● ଏକ ମାସ ପରେ ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି● କ୍ରମାଗତ ତୃତୀୟ ସପ୍ତାହ ପାଇଁ ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ ପଜିଟିଭ୍ ମାମଲାଠାରୁ ଅଧିକ ରହିଛି ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏକ ମାସ ପରେ,
Read More...

ଡିଆରଡିଓ ପକ୍ଷରୁ ସ୍ଵଦେଶୀ ଜ୍ଞାନ କୌଶଳରେ ବିକଶିତ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ପିଆଇବି) : ଅତ୍ୟାଧୁନିକ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମ ଓଡିଶା ଉପକୂଳର ହ୍ବିଲର ଦୀପପୁଞ୍ଜରେ ଥିବା ରେଡିଅସନ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି । ଏସୟୁ-୩୦ ଏମକେଆଇ ଲଢୁଆ ବିମାନରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା । ଭାରତୀୟ ବାୟୁସେନାର ରୁଦ୍ରମ
Read More...

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବିୟୋଗରେ କ୍ୟାବିନେଟର ଶୋକ

● ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେବ ଦିବଂଗତଙ୍କ ଅନ୍ତେଷ୍ଟି କ୍ରିୟାନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବିୟୋଗରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି । ରାମବିଳାସ ପାଶୱାନଙ୍କ ପାଇଁ
Read More...

ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣା : ପୀଡ଼ିତାଙ୍କ ଭାଇ କହିଲା, କ୍ଷେତରେ ଅଚେତ ଅବସ୍ଥାରେ ମିଳିଥିଲା ଭଉଣୀ

ଲଖ୍‌ନଉ : ହାଥ୍‌ରସ୍‌ ଗଣ ଦୁଷ୍କର୍ମ ପୀଡ଼ିତାଙ୍କ ଭାଇ ସେହି ସମୟର ଘଟଣା ସଂପର୍କରେ ବଖାଣିବାକୁ ଯାଇ କହିଛନ୍ତି ଯେ, ଭଉଣୀ କ୍ଷେତ୍ରରେ ଅଚେତ ଅବସ୍ଥାରେ ପଡ଼ିଥିଲା । ତାର ଜିଭ କାଟି ଦିଆଯାଇଥିଲା । ଗୁରୁତର ଭଉଣୀକୁ ସେ ବାଇକରେ ଥାନାକୁ ନେଇ ଯାଇଥିଲା । ସାଙ୍ଗରେ ମା’ ଓ ଭଉଣୀକୁ ମଧ୍ୟ
Read More...

ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟରୁ ମିଳିଲା ଜମାନତ୍‌ : କିନ୍ତୁ ଏବେ ଜେଲ୍‌ରେ ହିଁ ରହିବେ

ରାଂଚି : ବିହାର ବିଧାନସଭାର ଠିକ୍‌ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟଙ୍କ ଦ୍ୱାରା ଜମାନତ୍‌ ମିଳିଯାଇଛି । ତେବେ ଲାଲୁ ଯାଦବଙ୍କୁ ଏହି ଜମାନତ୍‌ ଚାଇବାସା ଟ୍ରେଜେରୀ ମାମଲାରେ ମିଳିଥିବା ବେଳେ ଏହି ମାମଲାରେ ଲାଲୁଙ୍କୁ ସିବିଆଇ କୋର୍ଟ ୫ ବର୍ଷର
Read More...

ଆର୍‌ବିଆଇ କହିଲା, ଆସନ୍ତା ବର୍ଷ ୯.୫ ପ୍ରତିଶତ ହ୍ରାସ ହୋଇପାରେ ଜିଡ଼ିପି.

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ନୂଆ ମୁଦ୍ରା ନୀତି ଘୋଷଣା କରିଥିବା ବେଳେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ । ଆର୍‌ବିଆଇ ୪ ପ୍ରତିଶତ ରେପୋ ରେଟ୍‌କୁ ସମାନ ରଖିଛି । ରିଜର୍ଭ ରେପୋ ରେଟ୍‌ରେ ବି କୌଣସି ପରିବର୍ତ୍ତନ କରାଯାଇନାହିଁ । ରିଜର୍ଭ ରେପୋ ରେଟ୍‌ ୩.୩୫
Read More...

ପିଓକେ ଜେଲରେ ୯ ବର୍ଷ ହେଲା ବଂଦୀ ହୋଇ ରହିଛନ୍ତି ରାଜନୀତିକ କାର୍ଯ୍ୟକର୍ତ୍ତା : ଗିଲ୍‌ଗିତ-ବାଲ୍‌ଟିସ୍ତାନରେ ବିକ୍ଷୋଭ…

ହୁଂଜା : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଗିଲଗିତ-ବାଲ୍‌ଟିସ୍ତାନ ଅଂଚଳରେ ଗତ ଗୁରବାର ଦିନ ପୁଣି ଥରେ ଜୋର୍‌ଦାର୍‌ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ହୁଂଜା ଅଂଚଳର ହଜାର ହଜାର ଲୋକେ ୨୦୧୧ରୁ ଜେଲ୍‌ରେ ବଂଦୀ ଥିବା ରାଜନୀତିକ କାର୍ଯ୍ୟକର୍ତ୍ତାଙ୍କୁ ଖଲାସ୍‌ କରାଯିବା ଦାବୀ କରିଛନ୍ତି ।
Read More...

ଆମେରିକାରେ ଆକାଶରୁ ବର୍ଷିଲେ ଗଦା ଗଦା ମୃତ ପକ୍ଷୀ : ଜନସାଧାରଣରେ ବିନାଶର ଆଶଙ୍କା

ଫିଲାଡେଲ୍‌ଫିଆ‌ : ଆମେରିକାର ଫିଲାଡେଲ୍‌ଫିଆ ସହରରେ ୭୨ ବର୍ଷ ପରେ ଏଭଳି ଏକ ଆତଙ୍କିତ ଘଟଣା ଦେଖିବାକୁ ମିଳିଛି । ଅଚାନକ୍‌ ଆକାଶରୁ ବର୍ଷା ହେବା ଭଳି ବର୍ଷିଲେ ଗଦା ଗଦା ମୃତ ପକ୍ଷୀ । ସୂଚନା ଅନୁସାରେ ଗତ ୨ ତାରିଖ ଦିନ ଆକସ୍ମାତ୍‌ ୧୫ ଶହରୁ ଅଧିକ ପ୍ରବାସୀ ପକ୍ଷୀ ଆକାଶରୁ ଖସି ପଡ଼ିଥିବା
Read More...