Browsing Category

ଦେଶ ବିଦେଶ

ପୁଣି ଦୁଷ୍କର୍ମ ଘଟଣା : ଗ୍ରେଡର୍‌ ନୋଏଡ଼ାରେ ୧୩ ବର୍ଷୀୟା କିଶୋରଙ୍କ ସହ ଅସଦାଚରଣ, ୩ ଗିରଫ୍‌

ନୋଏଡ଼ା : ହାଥ୍‌ରସ୍‌ ଗଣ ଦୁଷ୍ମର୍ମ ମାମଲାର ନିଆଁ ଏବେ ବି ହୁ ହୁ ହୋଇ ଜଳୁଛି ସାରା ଦେଶରେ । ଏତିକି ବେଳେ ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗ୍ରେଡର୍‌ ନୋଏଡ଼ାର ଜଣେ ୧୩ ବର୍ଷୀୟା କିଶୋରୀ ବଳାତ୍କାରର ଶିକାର ହୋଇଥିବା ବେଳେ ୩ ଜଣ ବଳାତ୍କାରୀଙ୍କୁ ଗିରଫ୍‌ କରିଛି ପୋଲିସ ।
Read More...

କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲେ ବି କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନ୍‌ଙ୍କ ଆଜି ସଂଧ୍ୟାରେ ଦେହାନ୍ତ ହୋଇଯାଇଛି । ତାଙ୍କ ପୁତ୍ର ଏବଂ ଏଲ୍‌ଜେପି.ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ୍‌ ଏହି ବିଷୟରେ ପୁଷ୍ଟି କରିଛନ୍ତି । ଟ୍ୱିଟ୍‌ କରି ଚିରାଗ୍‌ ପାଶୱାନ୍‌
Read More...

ଭାରତର ବୃଦ୍ଧି ପାଉଥିବା ଶକ୍ତିରେ ଭୟଭୀତ ପାକିସ୍ତାନ : ନିଜର ଦୁର୍ବଳତା ନେଇ ନେଲା ଏଭଳି ନିଷ୍ପତ୍ତି

ଇସ୍‌ଲାମାବାଦ : ଭାରତର ବୃଦ୍ଧି ପାଉଥିବା ଶକ୍ତିରେ ଭୟଭୀତ ହୋଇଛି ପାକିସ୍ତାନ । ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ନିୟମିତ ଭାବେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଭାରତର ଏଭଳି ବଢ଼ି ଚାଲିଥିବା ଶକ୍ତିକୁ ଦେଖି ପାକିସ୍ତାନର ବନ୍ଧୁ ଦେଶ ଚୀନ୍‌ର ମଧ୍ୟ ଚିନ୍ତା ବଢ଼ିଛି । ଗଲୱାନ୍‌ରେ
Read More...

ସାରା ବିଶ୍ୱରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତ କରାଇଥିବା ଚୀନ୍‌କୁ ବହୁତ ମହଙ୍ଗା ପଡ଼ିବ : ଟ୍ରମ୍ପ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ ଚୀନ୍‌କୁ କଡ଼ା ଚେତାବନୀ ଦେଇ କହିଛନ୍ତି, ସାରା ବିଶ୍ୱରେ କୋଭିଡ-୧୯ ଭୂତାଣୁ ସଂକ୍ରମିତ କରାଇଥିବା ଚୀନ୍‌କୁ ଏଥିପାଇଁ ବହୁତ ମହଙ୍ଗା ପଡ଼ିବ । କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପରେ ଆର୍ମି ହସ୍‌ପିଟାଲ୍‌ରୁ ହ୍ୱାଇଟ୍‌ ହାଉସ୍‌
Read More...

ଆସନ୍ତା ମାସରୁ ବ୍ରିଟେନ୍‌ରେ ମିଳିପାରେ କରୋନା ଭାଇରସ୍‌ ଟୀକା

ଲଣ୍ଡନ : ସାରା ବିଶ୍ୱ ଏବେ କରୋନା ସହ ଲଢ଼ୁଛି । ଏମିତି ସମୟରେ ଏକ ଭଲ ଖବର ସାମ୍ନାକୁ ଆସୁଛି । ବ୍ରିଟେନ୍‌ରେ ଆସନ୍ତା ମାସରୁ କରୋନା ଭାଇରସ୍‌ ଭେକ୍‌ସିନ୍‌ ଦିଆଯିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ରିଟେନ୍‌ ହେଲ୍‌ଥ ସିଷ୍ଟମ୍‌ ପକ୍ଷରୁ କ୍ରିସମସ
Read More...

ଟ୍ରମ୍ପ୍‌ଙ୍କ ଘୋଷଣା : ଖ୍ରୀଷ୍ଟମସ୍‌ ପର୍ଯ୍ୟନ୍ତ ଆଫ୍‌ଗାନିସ୍ଥାନରୁ ହଟିଯିବେ ଆମେରିକା ସେନା

ୱାଶିଂଟନ୍‌ : ଆଫଗାନିସ୍ଥାନ ଉପରେ ଆକ୍ରମଣର ୧୯ ବର୍ଷ ପୂରି ଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଗତକାଲି ଘୋଷଣା କରିଛନ୍ତି ଯେ, ଆଗାମୀ ଖ୍ରୀଷ୍ଟ୍‌ମସ ପର୍ଯ୍ୟନ୍ତ ଆଫ୍‌ଗାନିସ୍ଥାନରୁ ହଟିଯିବେ ଆମେରିକା ସେନା । ରାଷ୍ଟ୍ରପତି ଟ୍ରମ୍ପ୍‌ ଟ୍ୱିଟ୍‌ କରି କହିଛନ୍ତି ଯେ,
Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ଟପିଲା : ଗତ ୨୪ ଘଂଟାରେ ୭୮୫୨୪ ନୂଆ ଆକ୍ରାନ୍ତ, ୯୭୧ ମୃତ

ନୂଆଦିଲ୍ଲୀ : ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ଟପିଯାଇଛି । ୧୦୫୫୨୬ ଜଣଙ୍କ ଏହି ରୋଗରେ ମୃତ୍ୟୁ ଘଟି ସାରିଛି । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୮ ଲକ୍ଷ ୨୭ ହଜାର ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା କୁହାଯାଇଛି । ଗତ ୨୪ ଘଂଟାରେ ଦେଶରେ ପୁଣି ୭୮୫୨୪ ନୂଆ
Read More...

ମଣିପୁର ଓ ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ଡ.ଅଶ୍ୱିନୀ କୁମାରଙ୍କ ଦେହାନ୍ତ : ମିଳିଲା ଆତ୍ମହତ୍ୟା ନୋଟ୍

ଶିମଲା : ମଣିପୁର ଓ ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଡ.ଅଶ୍ୱିନୀ କୁମାର(୭୦)ଙ୍କ ଗତକାଲି ଦେହାନ୍ତ ହୋଇଥିବା ବେଳେ ଶିମଲା ସ୍ଥତି ତାଙ୍କ ନିଜ ବାସଭବନରୁ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ରୋଗରେ ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା
Read More...

କୋଭିଡ-୧୯ ଉପଯୁକ୍ତ ଆଚରଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ କରିବେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ଉପଯୁକ୍ତ ଆଚରଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ ଏକ ଟ୍ଵିଟ ଜରିଆରେ କରିବେ । ଏହି ଅଭିଯାନ ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ, ଶୀତ ଋତୁ ଏବଂ ଆର୍ଥିକ କାର୍ୟ୍ୟକଳାପ
Read More...

ଷ୍ଟକହୋମ ଅଧିବେଶନରେ ସୂଚିତ ଜୈବ ପ୍ରଦୂଷଣକାରୀ ବସ୍ତୁଗୁଡିକର ପରିଚାଳନା ନେଇ କ୍ୟାବିନେଟର ନିଷ୍ପତ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଷ୍ଟକହୋମ ଅଧିବେଶନରେ ସୂଚିତ ଜୈବ ପ୍ରଦୂଷଣକାରୀ ୭ଟି ରସାୟନିକ ପଦାର୍ଥର ପରିଚାଳନା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହାଛଡା କ୍ୟାବିନେଟ କେନ୍ଦ୍ର
Read More...