Browsing Category
ଦେଶ ବିଦେଶ
ବ୍ରିଟେନ୍ର ବିଦ୍ୟାଳୟ ପୁସ୍ତକରେ ହିନ୍ଦୁ ଧର୍ମର ଭୁଲ ଚିତ୍ରଣ : ବିରୋଧ ପରେ ମାଗିବାକୁ ପଡ଼ିଲା କ୍ଷମା
ଲଣ୍ଡନ : ହିନ୍ଦୁ ଧର୍ମ ଉପରେ ଏକ ଅଧ୍ୟାୟରେ ଆତଙ୍କବାଦର ଛାପ ଛଡ଼ାଯାଇଥିବା କାରଣରୁ ଅଭିଭାବକ ଏବଂ ବ୍ରିଟେନ୍ ହିନ୍ଦୁ ସଂଗଠନର ବିରୋଧ ପରେ ଇଂଲଣ୍ଡର ଏକ ସ୍କୁଲ କ୍ଷମା ମାଗିଛି । ଏପରିକି ସ୍କୁଲ ନିଜ ୱେବ୍ସାଇଟ୍ରୁ ସେହି ସ୍କୁଲ ୱାର୍କବୁକ୍କୁ ହଟେଇ ଦେଇଥିବା ଜଣାପଡ଼ିଛି । ଇଂଲଣ୍ଡର!-->…
Read More...
Read More...
୮୫ ପ୍ରତିଶତରୁ ଅଧିକ ସୁସ୍ଥ ହାର ସହ ଭାରତର ଆଉ ଏକ କୀର୍ତ୍ତି
• ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ୪୮ ଲକ୍ଷରୁ ଅଧିକ• ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଜାତୀୟ ହାର ତୁଳନାରେ ଅଧିକନୂଆଦିଲ୍ଲୀ, (ପିଆଇବି) : ଭାରତ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି । ଗତ କିଛି ସପ୍ତାହ ଧରି ସୁସ୍ଥ ହାର ବଢୁଥିବାରୁ ଜାତୀୟ ସୁସ୍ଥ ହାର!-->…
Read More...
Read More...
୧ ଲକ୍ଷ ଟଙ୍କିଆ ନୋଟ୍ ଛାପିବା ପ୍ରସ୍ତୁତିରେ ବେନେଜୁଏଲା : ଏମିତି ୨ଟି ନୋଟ୍ରେ ମିଳିବ ୧ କିଲୋ ଚାଉଳ
କାରାକସ୍ : କେବେ ଦିନେ ତୈଳ ଉତ୍ପାଦନ ଯୋଗୁଁ ଅପାର ସଂପନ୍ନତାରେ ପରିପୂର୍ଣ୍ଣ ଥିବା ଦକ୍ଷିଣ ଆମେରିକୀୟ ଦେଶ ବେନେଜୁଏଲାରେ ଏବେ ଲୋକ ଭୋକରେ ମରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଦେଶର ଆର୍ଥିକ ପରିସ୍ଥିତି ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି । ଏହି ଦେଶର ଏଭଳି ଅବସ୍ଥା!-->…
Read More...
Read More...
ହାଥ୍ରସ୍ କାଣ୍ଡର ପୀଡ଼ିତାଙ୍କ ପରିବାର ଭୟଭୀତ, ଗାଁ ଛାଡ଼ିବାକୁ ଚାହୁଁଛନ୍ତି ପରିବାର ସଦସ୍ୟ : ପୀଡ଼ିତାଙ୍କ ବାପା…
ଲଖ୍ନଉ : ହାଥ୍ରସ୍ ମାମଲାରେ ଗୋଟିଏ ପଟେ ଦଙ୍ଗା କରାଇବା ପାଇଁ ଚକ୍ରାନ୍ତ ଚାଲିଥିବାର ପର୍ଦ୍ଦାଫାଶ ହେଉଥିବା ବେଳେ ଅନ୍ୟପକ୍ଷରେ ହାଥ୍ରସ୍ କାଣ୍ଡର ପୀଡ଼ିତାଙ୍କ ପରିବାର ଭୟଭୀତ ହୋଇ ଗାଁ ଛାଡ଼ିବାକୁ ଚାହୁଁଥିବା ସୂଚନା ମିଳିଛି । ପରିବାର ପକ୍ଷରୁ କୁହାଯାଇଛି ଯେ, ସେମାନେ ଭୀତତ୍ରସ୍ତ!-->…
Read More...
Read More...
ଦେଶର ଏଇ ଜିଲ୍ଲାଗୁଡ଼ିକରେ ଦାୟର ହୁଏ ସବୁଠୁ ଅଧିକ ଦୁଷ୍କର୍ମ ମାମଲା : ଟପ୍ ଟେନ୍ରେ ରାଜସ୍ଥାନର ୮ ଜିଲ୍ଲା
ନୂଆଦିଲ୍ଲୀ : ହାଥ୍ରସ୍ ଅମାନୁଷିକ ଗଣ ଦୁଷ୍କର୍ମ ଘଟଣା ପରେ ଦେଶରେ ମହିଳାମାନଙ୍କ ଉପରେ ବଢ଼ି ଚାଲିଥିବା ହିଂସା ପୁଣି ଜାତୀୟ ବିଚାର ବିମର୍ଷର ଶୀର୍ଷରେ ରହିଛି । ଆକଳନ ଅନୁସାରେ ଦେଶର ପାଖାପାଖି ସବୁ ଜିଲ୍ଲାରେ ଦୁଷ୍କର୍ମ ମାମଲା ଦାୟର୍ ହେଉଛି । କିନ୍ତୁ ସବୁଠାରୁ ଅଧିକ ଘଟଣା ଘଟୁଛି!-->…
Read More...
Read More...
ଦେଶରେ ଗତ ୨୪ ଘଂଟାରେ ୭୨୦୪୯ ଜଣ ନୂଆ ଆକ୍ରାନ୍ତ, ୯୮୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୭୨୦୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ଟପି ଯାଇଛି । କରୋନା ମହାମାରୀର ସଂକ୍ରମଣରେ ବର୍ତ୍ତମାନ!-->…
Read More...
Read More...
ଡ୍ରଗ୍ସ କନେକ୍ସନ୍ ମାମଲା : ରିୟାଙ୍କୁ ମିଳିଲା ବେଲ୍
ମୁମ୍ବାଇ : ଡ୍ରଗ୍ସ କନେକ୍ସନ୍କୁ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ହାଇକୋର୍ଟ ସର୍ତ୍ତମୂଳକ ଭାବେ ଜମାନତ ଦେଇଛନ୍ତି । କିନ୍ତୁ ରିୟାଙ୍କ ଭାଇ ସୋବିକଙ୍କ ଜମାନତ୍ ଯାଚିକା ଖାରିଜ୍ ହୋଇଯାଇଛି । ଡ୍ରଗ୍ସ ପେଡ୍ଲର ବାସିତ ପରିହାରଙ୍କ ବେଲ୍ ମଧ୍ୟ କୋର୍ଟ ଦ୍ୱାରା!-->…
Read More...
Read More...
ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ମୃତ
ଶ୍ରୀନଗର : ସୋପିଆନ ଜିଲ୍ଲାର ସୁଗନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତଲାସୀ ଅଭିଯାନ ଜାରି ରହିଥିବା ବେଳେ ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରି ରହିଥିବା କୁହାଯାଇଛି । ଖବର ଅନୁସାରେ ସୁଗନ ଅଞ୍ଚଳରେ!-->…
Read More...
Read More...
୪୨ଟି ସିଏନଜି ଷ୍ଟେସନ ଏବଂ ୩ଟି ସିଟି ଗେଟ୍ ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ : ଗ୍ୟାସ ଭିତିଭୂମିରେ ୪…
• ବିଗତ ୬ ବର୍ଷରେ ଦେଶରେ ସିଏନଜି ଷ୍ଟେସନ ଦୁଇ ଗୁଣା ହୋଇଛି• ଦେଶରେ ସିଜିଡି ନେଟୱାର୍କର ସଂପ୍ରସାରଣ ପାଇଁ ୮ ହଜାର କୋଟି ପୁଞ୍ଜିନିବେଶ କରିବଟୋରେଂଟ୍• ବହୁତ କମ୍ ସମୟ ମଧ୍ୟରେ ଦେଶରେ ଟେରେଂଟ୍ ପକ୍ଷରୁ ୧୦୦ ସିଏନଜି ଷ୍ଟେସନ ସ୍ଥାପନ• ଗ୍ୟାସ ଆଧାରିତ ଅର୍ଥନୀତି ଦିଗକୁ ଅଗ୍ରସର ହେଉଛି!-->…
Read More...
Read More...
କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ : ଗତ ୪ ବର୍ଷରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ଦେଇଛି ୭.୭୫ କୋଟି –…
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ• ଏହି ଆର୍ଥିକ ଅନୁଦାନ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ• ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବ• ଓଡିଶାରେ ଜଙ୍ଗଲ କୃଷିର ଅପାର ସମ୍ଭାବନା!-->…
Read More...
Read More...