Browsing Category
ଦେଶ ବିଦେଶ
ସକ୍ରିୟ ମାମଲାଗୁଡିକୁ ହ୍ରାସ କରିବା ପଥରେ ଭାରତ
● ମୋଟ କରୋନା ପଜିଟିଭ୍ ମାମଲାର କେବଳ ୧୩.୭୫% ସକ୍ରିୟ ମାମଲା● ୭୪% ନୂତନ ସୁସ୍ଥ ୧୦ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରୁ● ୨୫ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ ପଜିଟିଭ ମାମଲାଠାରୁ ଅଧିକନୂଆଦିଲ୍ଲୀ, (ପିଆଇବି) : ଭାରତରେ ମୋଟ ପଜିଟିଭ୍ ମାମଲା ତୁଳନାରେ!-->…
Read More...
Read More...
ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଏସଓପି ଜାରି କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର
● ୫୦% ଦର୍ଶକଙ୍କ ସହ ସିନେମା ହଲ୍ ଖୋଲିବାକୁ ଅନୁମତିନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଗତକାଲି ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ!-->…
Read More...
Read More...
ଆୟୁର୍ବେଦ ଓ ଯୋଗ ଉପରେ ପର୍ୟ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଜାରି…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଗତକାଲି ଆୟୁର୍ବେଦ ଓ ଯୋଗ ଉପରେ ପର୍ୟ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)!-->…
Read More...
Read More...
ବ୍ୟାଙ୍କକୁ ୯୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ୧ ଗିରଫ୍
ନୂଆଦିଲ୍ଲୀ : ନକଲି ଦସ୍ତାବିଜ ଆଧାରରେ ଋଣ ନେଇ ଏକ ଘରୋଇ ବ୍ୟାଙ୍କକୁ ୯୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ୍ ହୋଇଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ରାଜେଶ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ବ୍ୟାଙ୍କରୁ ଋଣ ନେବା ପାଇଁ ନକଲି ପରିଚୟ ପତ୍ରର ବ୍ୟବହାର କରିଛି । ପୋଲିସ!-->…
Read More...
Read More...
ହାଥ୍ରସ କାଣ୍ଡ : ପିଏଫ୍ଆଇ.ର ୪ କର୍ମକର୍ତ୍ତା ଗିରଫ, ଜାମିୟା ଛାତ୍ରକୁ କହିଲେ ମାଷ୍ଟର ମାଇଣ୍ଡ
ଲଖ୍ନଉ : ହାଥ୍ରସ କାଣ୍ଡ ପରେ ହିଂସା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ୍ କରାଯାଇଛି । ସେମାନଙ୍କୁ ମଥୁରାରୁ ଗିରଫ୍ କରାଯାଇଥିବା କୁହାଯାଇଛି । ଚାରି ଜଣ ଯାକ ଦିଲ୍ଲୀରୁ ହାଥ୍ରସ୍ ଅଭିମୁଖେ ଯାଉଥିଲେ । ତାଙ୍କ ସହ ଏକ ଜାମିୟା ଛାତ୍ର ବି ସାମିଲ୍!-->…
Read More...
Read More...
କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଲା ପୋଲିସ
ନୂଆଦିଲ୍ଲୀ : କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଇଛି ପୋଲିସ । ସୂଚନା ଅନୁସାରେ ଆଜି ରାହୁଲ ଗାନ୍ଧୀ ଟ୍ରାକ୍ଟର ର୍ୟାଲିରେ ପଞ୍ଜାବରୁ ହରିୟାଣା ବାହାରିଥିଲେ । ଉଲ୍ଲେଖଯୋଗ୍ୟ ଯେ, କୃଷି ଆଇନକୁ ବିରୋଧ କରି ତିନି ଦିନ ପାଇଁ!-->…
Read More...
Read More...
ରାତିରେ ଅନ୍ତିମ ସଂସ୍କାର କରି ନଥିଲେ ସକାଳୁ ଜଳି ଉଠିଥାନ୍ତା ଜାତୀୟ ଦଙ୍ଗା : କୋର୍ଟକୁ କହିଲେ ୟୁପି ସରକାର
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଗଣ ଦୁଷ୍କର୍ମ ସହ ସଂପୃକ୍ତ ଏକ ଜନହିତ ଯାଚିକା ସମ୍ବନ୍ଧରେ ଦାୟର ହୋଇଥିବା ମାମଲାରେ ୟୁପି ସରକାର ନିଜର ପକ୍ଷ ରଖିଛନ୍ତି । ତେବେ ଡିଏମ୍ଙ୍କ ଦ୍ୱାରା ବିଳମ୍ବିତ ରାତିରେ ଶବ ଦାହ କରାଯିବା ବିଷୟରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାତିରେ ଶବ!-->…
Read More...
Read More...
ଦେଶରେ ଗତ ୨୪ ଘଂଟାରେ ୭୫,୮୨୯ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀରେ ମୃତକଙ୍କ ସଂଖ୍ୟା ଏକ ଲକ୍ଷ ଟପି ଯାଇଛି । ସଂକ୍ରମଣ କ୍ଷେତ୍ରରେ ଭାରତ ଯଦିବି ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି, କିନ୍ତୁ ମୃତ୍ୟୁ କ୍ଷେତ୍ରରେ ତୃତୀୟ ସ୍ଥାନରେ ଅଛି । ଆଶ୍ୱସ୍ତର କଥା ଯେ, ଆଜି ଯାଏଁ ଦେଶରେ ୫୫୦୯୯୬୬ ଜଣ କରୋନାକୁ ପରାସ୍ତ!-->…
Read More...
Read More...
କୋଭାସ୍କିନ ଭେକ୍ସିନ୍କୁ ଅଧିକ ପ୍ରଭାବୀ କରିବା ପାଇଁ ଏହି ଔଷଧ ବ୍ୟବହାର କରିବ ଭାରତ ବାୟୋଟେକ୍
ନୂଆଦିଲ୍ଲୀ : କରୋନାର ଭେକ୍ସିନ୍ ତିଆରୁଥିବା ଇଣ୍ଡିଆନ୍ ମେଡ଼ିକାଲ୍ କଂପାନୀ ଭାରତ ବାୟୋଟେକ୍ କହିଛି ଯେ, ନିଜର କରୋନା ଭେକ୍ସିନ୍ କୋଭାସ୍କିନ୍ରେ ଏକ ପ୍ରକାର ଏଭଳି ଔଷଧ ମିଶାଇବ, ଯାହାଫଳରେ ପ୍ରତିରୋଧ କ୍ଷମତା ଆହୁରି ଶକ୍ତିଶାଳୀ ହେବ ଓ ଏହାଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ!-->…
Read More...
Read More...
ସିଡ଼ିସି କହିଲା, ବାୟୁରେ ବ୍ୟାପୁଛୁ କରୋନା ଭୂତାଣୁ
ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ତାର କାୟାବସ୍ତାର କରି ଚାଲିଛି । କରୋନାକୁ ନେଇ ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଂଟ୍ରୋଲ ଏଣ୍ଡ୍ ପ୍ରିଭେନ୍ସନ୍(ସିଡ଼ିସି) ପକ୍ଷରୁ କୁହାଯାଇଛି ଯେ, କରୋନା ଭୂତାଣୁ ବାୟୁମଣ୍ଡଳରେ କିଛି ଘଂଟା ଧରି ରହି ପାରୁଥିବା ବେଳେ ବାୟୁ!-->…
Read More...
Read More...