ଅନୀତା ପ୍ରହରାଜଙ୍କୁ ମିଳିଲା ନ୍ୟାୟ, ପ୍ରାପ୍ୟ ହେଲା ପରିବାର ପେନସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପ୍ରତି ଓଡିଶା ସରକାରଙ୍କ ସମ୍ବେଦନଶୀଳତାର ଏକ ସ୍ପଷ୍ଟ ଉଦାହରଣ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରୁ ସାମ୍ନାକୁ ଆସିଛି । ଅନୀତା ପ୍ରହରାଜ ନାମକ ଜଣେ ଅବିବାହିତା ମହିଳା ୨୦୧୪ ମସିହାରେ ପିତାଙ୍କୁ ହରାଇବା ସହ
Read More...

ଅଞ୍ଚଳ ମହାବିଦ୍ୟାଳୟରେ +୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ପୁରାତନ ସମ୍ମିଳନୀ ପ୍ରକୋଷ୍ଠରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ +୩ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ
Read More...

ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ଅବସରରେ ପତିତ ପାବନ ଏକାଡେମୀ ସଭାଗୃହରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝିଙ୍କ ତତ୍ତ୍ଵାବଧାନରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । “ଆମ ଉତ୍କଳ ଯେପରି ପ୍ରାଚୀନ, ଆମ କଳା କାରିଗରୀ ମଧ୍ୟ
Read More...

ରୋୟାଲ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଆୟୋଜିତ ଓଲିଉଡ଼ ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ଅମିତ ନାୟକଙ୍କ ଅଭିନୟରେ ଦୁଲୁକିଲା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ରୋୟାଲ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଆୟୋଜିତ ଓଡିଶା ଡ୍ୟାନ୍ସ ଚାମ୍ପିୟନସିଫ୍ ସିଜନ୍ -୧ କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି । ଓଲିଉଡ଼ ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ
Read More...

ଆର୍‌ସିଡିସି ତରଫରୁ ପାରମ୍ପରିକ ଦେଶୀ ବିହନ, ଖାଦ୍ୟ ଓ ଜୈବ ବିବିଧତା ମେଳା ୨୦୨୬ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଡୁଡୁମଦର୍ହା ଗ୍ରାମ ଠାରେ ଆର୍‌ସିଡ଼ିସି ତରଫରୁ ପାରମ୍ପରିକ ଦେଶୀ ବିହନ, ଖାଦ୍ୟ ଓ ଜୈବ ବିବିଧତା ମେଳା ୨୦୨୬ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଆର୍‌ସିଡିସିର ଖପ୍ରାଖୋଲ ବ୍ଲକର ପ୍ରୋଗ୍ରାମ ଅଧିକାରୀ ଦେବରାଜ ଭୋଇ
Read More...

ପୋଲିସ ପେଟ୍ରୋଲିଂ ବେଳେ ଜଙ୍ଗଲ ଅଞ୍ଚଳରେ ଗଛିତ ଥିବା ୪୦୫୬ କେଜି ବେଆଇନ ଗଞ୍ଜେଇ ଜବତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଦୁଇ ଦିନରେ ୪୦୫୬ କେଜି ବେଆଇନ ଗଞ୍ଜେଇ ଜବତ ପୋଲିସ କରିଛି । ଏସ୍‌ପି ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଥାନା
Read More...

ପ୍ରତିଭା ଅନ୍ୱେଷଣର ମହୋତ୍ସବ ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କମଳ ସିଂ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ
Read More...

ଜୟ ମା’ ଦ୍ୱାରସେନୀ ଯୁବକ ସଂଘର ଚତୁର୍ଥତମ ବାର୍ଷିକ ଉତ୍ସବ ଉଦଯାପିତ

ସମାଜ ଗଠନ କରିବାରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ପଞ୍ଚାୟତ ଅଧିନସ୍ଥ ଦାବ୍ରି ଗାଁରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ମା' ଦ୍ୱାରସେନୀ ଯୁବକ ସଂଘର ଚତୁର୍ଥତମ
Read More...

ଦାବିରି ଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଅସ୍ୱାସ୍ଥ୍ୟକର ପରିବେଶରେ ସ୍କୁଲ ପରିସରଗାଁ କଲ୍ୟାଣ ସମିତି ନାମକୁ ମାତ୍ର କଣ୍ଡାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଦାବିରି ଗ୍ରାମରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ୍‌ ମାରିଛି । ଗାଁର ରାସ୍ତାଘାଟରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ
Read More...

ସରକାରୀ କର୍ମଚାରୀଙ୍କୁ ପେନ୍‌ସନ୍‌ ବନ୍ଦ କରିଦେବା ନିଷ୍ପତ୍ତିକୁ ତୀବ୍ର ବିରୋଧ

ଭ୍ୟାଲିଡେସନ ବିଲ ପ୍ରତ୍ୟାହାର ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନସନ ବନ୍ଦ କରିଦେବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଦେଶବ୍ୟାପୀ ଆନ୍ଦୋଳନ କରିବା
Read More...