ଉତ୍କଳ ବଣିକ ସଂଘ ପକ୍ଷରୁ ଟିଟିଲାଗଡ଼ରେ ଆସନ୍ତା ୧୭ ତାରିଖ ଦିନ ସାଧାରଣ ସଭା
ଟିଟିଲାଗଡ଼, (କେପିଏନ୍ଏସ୍) : ଉତ୍କଳ ବଣିକ ସଂଘ ପକ୍ଷରୁ ଟିଟିଲାଗଡ଼ରେ ଆସନ୍ତା ୧୭ ତାରିଖ ଦିନ ଏକ ସାଧାରଣ ସଭାର ଆହ୍ୱାନ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ଉତ୍କଳ ବଣିକ ସଂଘ ବ୍ୟବସାୟୀମାନଙ୍କ ଏକତା, ସହଯୋଗ, ସମ୍ମାନ ଓ ସ୍ୱାର୍ଥର ସୁରକ୍ଷା ନିମନ୍ତେ ସମର୍ପିତ ଏକ ସଂଗଠନ । ଏହି!-->…
Read More...
Read More...