ଛତ୍ରପୁର ବ୍ଲକ୍ ବଡମାଧପୁର ଗ୍ରାମର ଧୀରେଶ୍ୱର ବିଦ୍ୟାପୀଠରେ ୨୦୧୧ ମ୍ୟାଟ୍ରିକ୍ ବ୍ୟାଚ୍ର ବନ୍ଧୁମିଳନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ଧୀରେଶ୍ୱର ବିଦ୍ୟାପୀଠରେ ୨୦୧୧ ମ୍ୟାଟ୍ରିକ୍ ବ୍ୟାଚ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗୁରୁଜୀ ଗୁରୁମାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ସହ ସମାହିତ ହୋଇଯାଇଛି । "ସ୍ମୃତିମୟ “ଗୁରୁଜନ ସମ୍ମାନ ଓ!-->…
Read More...
Read More...