ଲୋଇସିଂହା ଏନଏସି ୱାର୍ଡ ଗଠନ ପାଇଁ ପ୍ରସ୍ତୁତି ବୈଠକ
ଲୋଇସିଂହା, (ବିମଳେନ୍ଦୁ ସାହୁୂ) : ପ୍ରଥମ ଥର ପାଇଁ ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି ମାନ୍ୟତା ମିଳିଛି । ଲୋଇସିଂହା ପଞ୍ଚାୟତ, ବୁର୍ଡା ପଞ୍ଚାୟତ ଏବଂ ହୀରାପୁର ପଂଚାୟତର ପନେସରା, ସାରସମୁଣ୍ଡା ଓ ସେମେଲମୁଣ୍ଡା ଗ୍ରାମକୁ ନେଇ ଏହି ଏନଏସି ଗଠିତ ହୋଇଛି । ଏଥିପାଇଁ ସ୍ଥାନୀୟ!-->…
Read More...
Read More...