Yearly Archives

2026

ପୋଲିସ ପେଟ୍ରୋଲିଂ ବେଳେ ଜଙ୍ଗଲ ଅଞ୍ଚଳରେ ଗଚ୍ଛିତ ଥିବା ୨୦୩୮ କେଜି ବେଆଇନ ଗଞ୍ଜେଇ ଜବତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏସପି ହରିଶ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଉପରେ ଚଢ଼ାଉ ଜାରି ରଖି
Read More...

ନୂଆପଡାରେ ଓଡ଼ିଆ ନାମଫଳକ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : “ଓଡ଼ିଆ ପକ୍ଷ–୨୦୨୬” ପାଳନ ଉପଲକ୍ଷେ ଆସନ୍ତା ତା. ୦୪ ଏପ୍ରିଲ ରିଖରେ ଆୟୋଜିତ ହେବାକୁଥିବା “ଓଡ଼ିଆ ନାମଫଳକ ଅଭିଯାନ” ସଚେତନତା ପଦଯାତ୍ରା ପାଇଁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ
Read More...

ନୂଆପଡାରେ ଏଲ୍‌ପିଜି ଗ୍ୟାସ ସୁଚାରୁ ଯୋଗାଣ ପାଇଁ ସମନ୍ୱୟ ବୈଠକ : କଳା ବଜାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ…

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାରେ ଏଲ୍‌ପିଜି ଗ୍ୟାସ ଓ ପେଟ୍ରୋଲିୟମ ପଦାର୍ଥର ସୁଚାରୁ ଯୋଗାଣ ଓ ବଣ୍ଟନ ପାଇଁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସଭା କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଗଦାରେ ଉତ୍କଳ ଦିବସ ଓ ପ୍ରଥମ ଦିନ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୯୧ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଉପସଭାପତି ସନ୍ତୋଷ କୁମାର ନାୟକ ଓ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପତି ମା' ସରସ୍ୱତୀଙ୍କ ନିକଟରେ
Read More...

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ୯୧ତମ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ଝରଣା ସାହୁ ତଥା ମମତା ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ଦିଆଗଲା ସ୍ୱତନ୍ତ୍ର ରିହାତିଏହି ରିହାତି ଦ୍ୱାରା ପେଟ୍ରୋକେମିକାଲ୍ ଫିଡ୍ଷ୍ଟକ୍ ସହିତ ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରାସାୟନିକ ପଦାର୍ଥ, ଅଟୋମୋଟିଭ୍ କ୍ଷେତ୍ର ଗୁଡ଼ିକ ଲାଭବାନ ହେବେ ଏବଂ ଗ୍ରାହକମାନଙ୍କୁ ଆଶ୍ୱସ୍ତି
Read More...

ପ୍ରଧାନ ଶିକ୍ଷୟିତ୍ରୀ ଆଦ୍ରାମଣୀ ଜେନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (କେପିଏନଏସ) : ଶିକ୍ଷୟିତ୍ରୀଙ୍କ ଅବସର ପରେ ମଧ୍ୟ ତାଙ୍କର ଜ୍ଞାନଦୀପ ବିଶ୍ୱ ବାତାୟନରେ କେବେ ଅସ୍ତମିତ ହୁଏନାହିଁ ବୋଲି ଆଜି ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରିଦପିପଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଦ୍ରାମଣୀ ଜେନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା
Read More...

ସ୍ତ୍ରୀକୁ ମାରି ନିଆଁ ଲଗାଇବାବେଳେ ନିଜେ ଜଳିଗଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
Read More...

ଉତ୍କଳ ଦିବସ ପରିପ୍ରେକ୍ଷୀରେ ସାହିତ୍ୟ ଉତ୍ସବ ଓ ଆସର

ସାକ୍ଷୀଗୋପାଳ, (କେପିଏନ୍‌ଏସ୍‌) : ମାଟିର ମହକ ଓ ବନ୍ଦନା ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି ମଠସାହିର ଖଜୁରୀଶ୍ୱର ମନ୍ଦିର ପାଶ୍ୱ ବନ୍ଦନା ନିବାସ ଠାରେ । ଉକ୍ତ ସ୍ଥାନରେ ସାହିତ୍ୟ ସଭା ସହ କବିତା ଆସର ହୋଇଥିଲା ଯେଉଁଥିରେ ସଭାପତିତ୍ୱ କରିଥିଲେ ବନ୍ଦନା ଅନୁଷ୍ଠାନର ସମ୍ପାଦକ
Read More...

ପରଦେଶୀ ନାଗଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସରକାରୀ ଏସ୍ .ଏସ୍.ଡି. ହାଇସ୍କୁଲର ଦପ୍ତରି ପରଦେଶୀ ନାଗଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶାନ୍ତନୁ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ମୁକେଶ
Read More...