Yearly Archives

2026

ଓଡ଼ିଆ ପକ୍ଷର ଦ୍ୱିତୀୟ ଦିବସରେ ଜିଲ୍ଲାରେ ପାରମ୍ପରିକ ପୋଷାକ ପରିଧାନ

ଆମ ପୋଷାକ ଆମ ପରିଚୟ ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : "ଓଡ଼ିଆ ପକ୍ଷ" ପାଳନର ଦ୍ୱିତୀୟ ଓ ତୃତୀୟ ଦିବସ ହେଉଛି ପାରମ୍ପରିକ ପୋଷାକ ପରିଧାନ କାର୍ଯ୍ୟକ୍ରମ "ଆମ ପୋଷାକ ଆମ ପରିଚୟ" । ଏହି କ୍ରମରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ
Read More...

ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଲାଗୁ ପାଇଁ ସରକାରଙ୍କ ବିଜ୍ଞପ୍ତି ବିରୋଧରେ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ କଳା ଦିବସ…

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର କୋଟି କୋଟି ଶ୍ରମିକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପୁଂଜିପତି ଓ କର୍ପୋରେଟ ମାଲିକ ମାନଙ୍କ ସ୍ଵାର୍ଥର ସୁରକ୍ଷା କରିବାକୁ ଯାଇ ମୋଦି ସରକାର ଦେଶର ସମସ୍ତ ଶ୍ରମ ଆଇନକୁ ରଦ୍ଦ କରି ରିଫର୍ମ ନାମରେ ୪ଟି ଶ୍ରମ କୋର୍ଡ କରିବା ପାଇଁ ପାର୍ଲିଆମେଣ୍ଟରେ
Read More...

ଆସ୍ଥା ତରଫରୁ ଉତ୍କଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସୀକୃତି ପ୍ରାପ୍ତ ରାଉରକେଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା, ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଓ ରୋଜା ନୃତ୍ୟାନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଅବସର ଭବନ, କୋଏଲ ନଗର ପ୍ରାଙ୍ଗଣରେ
Read More...

ଆସ୍ଥା ଓ ବିଶ୍ୱାସର ସହ ଆରମ୍ଭ ହେଲା ବାଲିଗୁଡାର ବହୁ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବୁଧବାର ରାତ୍ର ଠାରୁ ଆରମ୍ଭ ହୋଇଛି କନ୍ଧମାଳ ଜିଲ୍ଲାର ବହୁ ପ୍ରସିଦ୍ଧ ବାଲିଗୁଡା ଦଣ୍ଡଯାତ୍ରା । ଶହ ଶହ ମାନସିକଧାରୀ ଦଣ୍ଡୁଆଁ ନିଜର ମନସ୍କାମନା ପୂର୍ତ୍ତି ହେତୁ ଆସ୍ଥା ଓ ବିଶ୍ୱାସ ସହିତ ମାଆଙ୍କର ଏହି ଦଣ୍ଡଯାତ୍ରାରେ ଯୋଡ଼ି ହୋଇ ସମ୍ପୂର୍ଣ୍ଣ
Read More...

ପୂବତନ କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତ ଗେଲ୍‌ର ରାଜସ୍ୱ ଅଧିକାରୀ ଭାବରେ ନିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ବିଡ଼ିଓ, କେସିଙ୍ଗା, ପଦ୍ମନାଭ ପୁରୋହିତ, ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ସେବାନିବୃତ୍ତ ଅଧିକାରୀ, ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅନ୍ତର୍ଗତ ସରକାରୀ ଶିଳ୍ପ ଉଦ୍ୟୋଗ ମହାରତ୍ନ କମ୍ପାନୀ ଭାବରେ ଖ୍ୟାତି ଅର୍ଜନ
Read More...

ଚାଷୀଙ୍କ ପାଇଁ ବିନା ସୁଧ ଋଣ, ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଓ ଗରିବଙ୍କୁ ଆଇନଗତ ସୁରକ୍ଷା ଦାବି କଲେ ସାଂସଦ ଶ୍ରୀ…

ନୂଆଦିଲ୍ଲୀ : ନିରଞ୍ଜନ ବିଶି ରାଜ୍ୟସଭା ସାଂସଦ, ଦେବାଳିଆ ଓ ଋଣ ପରିଶୋଧ ଅକ୍ଷମତା ସଂହିତା (ସଂଶୋଧନ) ବିଲ୍ ୨୦୨୬ ଉପରେ ଚର୍ଚ୍ଚା ଅବସରରେ କହିଥିଲେ ଯେ, ପ୍ରସ୍ତାବିତ ସଂଶୋଧନ ସାମାଜିକ ନ୍ୟାୟ, ସମାନତା ଓ ସମ୍ବିଧାନିକ ଦାୟିତ୍ୱକୁ ସମ୍ମାନ କରିବା ଉଚିତ । ସାଂସଦ ଶ୍ରୀ ବିଶି କହିଥିଲେ ଯେ,
Read More...

ଛନଛଡା ଗାଁରେ ହନୁମାନ ଜୟନ୍ତୀ ଉତ୍ସବ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଛନଛଡା ଗାଁରେ ପବିତ୍ର ହନୁମାନ ଜୟନ୍ତୀ ଉତ୍ସବ ଦୁର୍ଗା ପ୍ରସାଦ ଶର୍ମାଙ୍କ ନେତୃତ୍ୱରେ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଭାତରୁ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଲାଗି ରହିଥିବା ବେଳେ ପୂଜାର୍ଚ୍ଚନା, ହୋମଯଜ୍ଞ
Read More...

ସ୍ୱ-ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନଗଣନାର ସ୍ୱ-ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)
Read More...

ଏବିଇଓ ସୁରେନ୍ଦ୍ର ମୋହନ ଯୋଶୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ନିଜସ୍ଵ ପରିସର ମଧ୍ୟରେ ଚାକିରି ଜୀବନରେ ଚାଳିଶ ବର୍ଷ ପୂର୍ତ୍ତି କରି ଅବସର ନେଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ସୁରେନ୍ଦ୍ର ମୋହନ ଯୋଶୀଙ୍କୁ ଭବ୍ୟ ଅବସର କାଳୀନ
Read More...

ପ୍ରଗତି ଅନୁଷ୍ଠାନର ଉତ୍କଳ ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବରସୁଆଁର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରଗତି ତରଫରୁ ଅଷ୍ଟମ ବାର୍ଷିକୋତ୍ସବ ଓ ୯୧ତମ ଉତ୍କଳ ଦିବସ ପାଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରା ଓ ସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ୱରେ
Read More...