ବଲାଙ୍ଗିରରେ ପୋଲିସ ଗାଡ଼ି ଧକ୍କାରେ କୁନିକୁନି ଛାତ୍ରଛାତ୍ରୀ ଗୁରୁତର
ବଲାଙ୍ଙ୍ଗିର, (କେପିଏନ୍ଏସ୍) : ସ୍କୁଲରୁ ଫେରୁଥିବା ବେଳେ ପୋଲିସ ଗାଡ଼ି ଧକ୍କାରେ କୁନିକୁନି ଛାତ୍ରଛାତ୍ରୀ ଗୁରୁତର । ବଲାଙ୍ଗିର ସହରରେ ଘଟିଛି ଏଭଳି ଘଟଣା । ଘଟଣାକୁ ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ପରିବାର । ଗତକାଲି ଶ୍ରୀ ଅରବିନ୍ଦ ସ୍କୁଲରୁ ନିଜ ଦୁଇ ପୁଅ ଓ ଜଣେ ଝିଅଙ୍କୁ!-->…
Read More...
Read More...