ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଯୁବକ ଗିରଫ, ବନ୍ଧୁକ, ୩ ଗୁଳି ଜବତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର-ବୈଦ୍ୟନାଥ ବ୍ରିଜ ଛକ ଠାରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ସୋନପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସୋନପୁର ଥାନା ଅନ୍ତର୍ଗତ ହରଡ଼ଖୋଲ ଗାଁର ସତ୍ୟରାମ ଚାଉଳିଆ (୨୩) । ଏହି ଘଟଣାରେ ଗୋଟିଏ!-->…
Read More...
Read More...