ଜାତୀୟ ପଞ୍ଚାୟତିରାଜ ଦିବସରେ ରାଜ୍ୟରେ ତୃତୀୟ ସ୍ଥାନରେ ପୁରସ୍କୃତ ହେଲା ପାଇକମାଳ ବ୍ଲକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୬ ରାଜ୍ୟ ସ୍ତରୀୟ ପାଳନ ହେଉଛି ବଲାଙ୍ଗିର ଜିଲ୍ଲାରେ । ବଲାଙ୍ଗିରରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମେତ ଅନ୍ୟାନ୍ୟ ମନ୍ତ୍ରୀ ପରିଷଦ । ଏହି ଉପଲକ୍ଷେ ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟାଳୟରେ ମଧ୍ୟ ହେଉଛି!-->…
Read More...
Read More...