ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଡିସିଡିଏ ବଲାଙ୍ଗିର ତରଫରୁ ଏକ ଦିନିଆ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ସମ୍ବନ୍ଧୀୟ ଦାବିପତ୍ର…
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୦ ତାରିଖ ଦିନ ଦେଶବ୍ୟାପୀ ଏକ ଦିବସୀୟ ଔଷଧ ଦୋକାନ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏ ନେଇ ଏକ ସ୍ମାରକପତ୍ର ଟିଟିଲାଗଡ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କୁ ଭେଟି ପ୍ରଦାନ କରଯାଇଛି । ସେହି ଦାବିପତ୍ରରେ ନିମ୍ନଲିଖିତ ମୁଖ୍ୟ!-->…
Read More...
Read More...