ବଲାଙ୍ଗିର ପୌର ପରିଷଦ ବିରୋଧରେ ନଗର କଂଗ୍ରେସର ବିକ୍ଷୋଭ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌର ପରିଷଦ ବିରୋଧରେ ଗର୍ଜିଛି ନଗର କଂଗ୍ରେସ କମିଟି । ପୌର ପରିଷଦ ପକ୍ଷରୁ ବଲାଙ୍ଗିରବାସୀଙ୍କୁ ମିଥ୍ୟା ତଥ୍ୟ ଦିଆଯାଇ ଭୁଆଁ ବୁଲାଯାଉଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି ନଗର କଂଗ୍ରେସ । ବଲାଙ୍ଗିର ପୌର!-->…
Read More...
Read More...