Yearly Archives

2026

ସମବାୟ ସଂଘୀୟ ପରିକଳ୍ପନା: ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ ବିଭାଗୀୟ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ, (ପିଆଇବି) : ଜଳ ଶକ୍ତି ମନ୍ତ୍ରଣାଳୟ ଜଳ ସୁରକ୍ଷିତ ଭାରତ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ୧-୨ ସେପ୍ଟେମ୍ବର, ୨୦୨୬ରେ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ବିଭାଗୀୟ ଶିଖର ସମ୍ମିଳନୀ ଆୟୋଜନ କରିବ। ସମବାୟ ସଂଘୀୟ…
Read More...

୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭.୮% ରହିଲା ବାସ୍ତବ ଜିଡିପି ଅଭିବୃଦ୍ଧି ହାର

୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ୧୦.୩% ଅଭିବୃଦ୍ଧି ହାସଲ କରିଛିବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ଗତିକୁ ବଜାୟ ରଖିଛି ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ…
Read More...

ଏସସିଓ ଶିଖର ସମ୍ମିଳନୀ ଅବସରରେ ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ବିଶକେକ୍‌ଠାରେ ଅନୁଷ୍ଠିତ ଏସସିଓ ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇସଲାମିକ ଗଣରାଜ୍ୟ ଇରାନର ରାଷ୍ଟ୍ରପତି ମହାମହିମ ଡ. ମସୁଦ ପେଜେସକିୟାନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ…
Read More...

ଗୌରଗୋଠ ଏମ୍‌ବିକେଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତା

ନରସିଂହଙ୍କୁ ଭେଟି ଅଭିଯୋଗ କଲେ ଗ୍ରାମ ପଂଚାୟତ ସ୍ତରୀୟ ମହାସଂଘ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌରଗୋଠ ପଂଚାୟତ ଅଂଚଳରେ କାମ କରୁଥିବା ମହିଳା ଏସ୍‌ଏଚ୍‌ଜି ମା' ମାନଙ୍କର ମହାସଂଘ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଆବାସିକ କାର୍ଯ୍ୟାଳୟକୁ ଆସି…
Read More...

ତରଭା ଠାରେ ନୂତନ ବସଷ୍ଟାଣ୍ଡ ଉଦଘାଟିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି । ତରଭା ନୂତନ ବସଷ୍ଟାଣ୍ଡର ଆନୁଷ୍ଠାନିକ ଭାବେ ଉଦଘାଟନ ଓ ଲୋକାର୍ପଣ ହୋଇଯାଇଛି । ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ଭାବେ…
Read More...

ମୁରିବାହାଲ ହାଇସ୍କୁଲରେ ପ୍ରଥମ ପର୍ଯ୍ୟାୟ ଏକ ଦିବସୀୟ ଉଲ୍ଲାସ ପ୍ରଶିକ୍ଷଣ ଶିବିର ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର…
Read More...

ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାଶଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(ଖ) ପଞ୍ଚାୟତ ଖେରଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାଶ ସୋମବାର ନିଜ ଦୀର୍ଘ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ସ୍କୁଲ ପକ୍ଷରୁ ଅବସରକାଳୀନ ବିଦାୟ…
Read More...

ଭବାନୀପାଟଣାରେ ଶୀତଳ ଭଣ୍ଡାର ଉଦ୍‌ଘାଟିତ : ଉପକୃତ ହେବେ କ୍ଷୁଦ୍ର ପନିପରିବା ବ୍ୟବସାୟୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ନିର୍ମିତ ନୂତନ ଶୀତଳ ଭଣ୍ଡାରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି । ​ଭବାନୀପାଟଣା ସହରକୁ…
Read More...

ଭଗବତୀ କୌଶଲ୍ୟା ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଗବତୀ କୌଶଲ୍ୟା ସ୍କୁଲ ଅଫ ନର୍ସିଂର ପ୍ରଥମ ବର୍ଷ ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ମାନେ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ସେବା କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି । ଅନୁଷ୍ଠାନର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି…
Read More...

ନାବାଳିକା ଝିଅକୁ ନେଇ ଯୁବକ ଫେରାର ଅଭିଯୋଗ : ମିଳୁନି ପତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳରୁ ଆସିଛି ନାବାଳିକା ନିଖୋଜ ଅଭିଯୋଗ । ଝିଅକୁ ଜଣେ ଯୁବକ ନେଇ ଫେରାର ହୋଇଯାଇଥିବା ନେଇ ପରିବାର ଅଭିଯୋଗ କରିଛି । ଥାନାରେ ଅଭିଯୋଗ ପରେ ମଧ୍ୟ ଝିଅର ପତ୍ତା ମିଳୁନଥିବା ଅଭିଯୋଗ କରି ଏବେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି…
Read More...