ବଲାଙ୍ଗିର ସରକାରୀ କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସରକାରୀ କଲେଜ, ପୁଇଁତଲା ଠାରେ ସ୍ୱଭାବ କବି ଗଙ୍ଗାଧରଙ୍କ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ହୋଇଥିଲା । ଏହି ସଭା ବଲାଙ୍ଗିର କଲେଜ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମିଳିତ ସହଯୋଗରେ ସଂପନ୍ନ ହୋଇଥିଲା । ଏହାର ସଭାପତିତ୍ୱ କରିଥିଲେ କଲେଜର ମୁଖ୍ୟ!-->…
Read More...
Read More...