Yearly Archives

2026

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଶତାଧିକ ଛାତ୍ରଛାତ୍ରୀ ଓ କଲେଜ କତ୍ତୃପକ୍ଷଙ୍କ ସମ୍ମୁଖରେ ବିଶ୍ୱ ବିଦ୍ୟାଳୟର ଗ୍ୟାଟ୍‌ ନିକଟରେ ୨ ଛାତ୍ରଙ୍କୁ ନିଶା କରିବା ପାଇଁ ଜଣେ ଦୁର୍ବୃତ୍ତ ଟଙ୍କା ମାଗିଥିଲା । ଟଙ୍କା ନ ଦେବାରୁ…
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ପରିବେଶ ଉପରେ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଓ ବିଶ୍ୱାତ୍ମା ବିଦ୍ୟା ମନ୍ଦିର ଖୁଜେନପାଲିିର ମିଳିତ ସହଯୋଗ କ୍ରମେ ଏକ ଆଲୋଚନାଚକ୍ର ହୋଇଥିଲା । ଏହି ଆଲୋଚନାଚକ୍ରରେ ସଭାପତିତ୍ୱ କରିଥିଲେ ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲ, ମୁଖ୍ୟ ଅତିଥି ତଥା…
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ମହାଟେଣ୍ଡର ଦୁର୍ନିତି ଅଭିଯୋଗ : ଭିଜିଲାନ୍ସ ତଦନ୍ତ ଦାବି ନେଇ ଯୁବ କଂଗ୍ରେସର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଆଉଟସୋର୍ସିଂ କର୍ମଚାରୀ ନିଯୁକ୍ତି ଓ ହଷ୍ଟେଲ ମେସ୍‌ ପାଇଁ ଖାଦ୍ୟ ଯୋଗାଣକୁ ନେଇ ଗୁରୁତର ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛିି ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ । ଯୁବ କଂଗ୍ରେସର ଅଭିଯୋଗ ଅନୁଯାୟୀ ଗତ ଏପ୍ରିଲ ୧୦ ତାରିଖରେ…
Read More...

ବଲାଙ୍ଗିର ସରକାରୀ କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସରକାରୀ କଲେଜ, ପୁଇଁତଲା ଠାରେ ସ୍ୱଭାବ କବି ଗଙ୍ଗାଧରଙ୍କ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ହୋଇଥିଲା । ଏହି ସଭା ବଲାଙ୍ଗିର କଲେଜ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମିଳିତ ସହଯୋଗରେ ସଂପନ୍ନ ହୋଇଥିଲା । ଏହାର ସଭାପତିତ୍ୱ କରିଥିଲେ କଲେଜର ମୁଖ୍ୟ…
Read More...

ବଲାଙ୍ଗିର ଜିଲ୍ଲା କୁମ୍ଭାର ସମାଜର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କୁମ୍ଭାର ସମାଜର କାର୍ଯ୍ୟକାରିଣୀ ବୈଠକ ଟିକ୍ରାପଡା-ସଇଁତଲା ବ୍ଲକ ଟିକ୍ରାପଡା ଶିବ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା କୁମ୍ଭାର ସମାଜର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଅକ୍ଷୟ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସର୍ବ…
Read More...

ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ଭାବପ୍ରବଣ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ସହରର ସମସ୍ତ କ୍ଲବ, ସାମାଜିକ, ଶିକ୍ଷା, ଅଧ୍ୟାତ୍ମିକ ଓ କ୍ରୀଡ଼ା ଅନୁଷ୍ଠାନ ତଥା…
Read More...

ମାର୍ଜାର କେଶରୀ କର୍ମକାଣ୍ଡ ପରିଷଦର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ସଂସ୍କୃତି ମଣ୍ଡପଠାରେ ମାର୍ଜାର କେଶରୀ କର୍ମକାଣ୍ଡ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥ ପାର୍ଶ୍ୱଦେବୀ ମାନଙ୍କ ପାଖରେ ନବରାତ୍ର ପୂଜା କରିବା ପାଇଁ ଲଗ୍ନ…
Read More...

ନୃସିଂହନାଥ ଧର୍ମଶାଳାରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟ ସଚେତକ ସ୍ୱର୍ଗତ ସତ୍ୟଭୂଷଣ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଇକମାଲ ନୃସିଂହନାଥ ଧାର୍ମଶାଳାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଲ ବ୍ଲକର କଂଗ୍ରେସ କର୍ମୀଙ୍କ ସମେତ…
Read More...

ଆର୍ମେନିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : କିର୍ଗିଜ୍ ରିପବ୍ଲିକର ବିଶ୍କେକ୍ଠାରେ ଆୟୋଜିତ ୨୬ତମ ଏସ୍ସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆର୍ମେନିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନିକୋଲ ପାଶିନ୍ୟାନ୍ ସାକ୍ଷାତ କରିଛନ୍ତି। ଚଳିତ ବର୍ଷ ଜୁନ୍ ମାସରେ…
Read More...

ସେମିକନ୍ ୨.୦ ଉପରେ ଗଣମାଧ୍ୟମକୁ ସମ୍ବୋଧିତ କଲେ ଅଶ୍ୱିନୀ ବୈଷ୍ଣବ

ସେମିକନ୍ ୨.୦ ର ସମସ୍ତ ୬ ଟି ସ୍ତମ୍ଭ ପାଇଁ ବିଜ୍ଞପ୍ତି ଜାରିଭାରତ ୧୦ ବର୍ଷର ଲକ୍ଷ୍ୟ ୪ ବର୍ଷ ମଧ୍ୟରେ ୮୫,୦୦୦ ସେମିକଣ୍ଡକ୍ଟର ଇଞ୍ଜିନିୟର ବିକାଶ କରିବାର ଲକ୍ଷ୍ୟ ହାସଲ କରିଛି: ଅଶ୍ୱିନୀ ବୈଷ୍ଣବଆଗାମୀ ଦିନରେ ବିଶ୍ୱ ସେମିକଣ୍ଡକ୍ଟର ବଜାରର ୧୦% ଅଂଶ ଭାରତରେ ରହିବ: ଅଶ୍ୱିନୀ ବୈଷ୍ଣବ …
Read More...