Yearly Archives

2026

କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକମାନଙ୍କ ୱେଲଫେୟାର୍ ବୋର୍ଡ ବୈଠକ

୭୩ ଜଣଙ୍କ ପାଇଁ ୨ଲକ୍ଷ ଟଙ୍କା ଲେଖାଁଏ ମୃତ୍ୟୁକାଳୀନ ସହାୟତା ପ୍ରଦାନ ନିଷ୍ପତ୍ତି, ତୋଳାଳି ମାନଙ୍କ ବୋନସ ପହଞ୍ଚିଲା ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ପରିସରରେ ଡିଏଫଓ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷରେ ପଦ୍ମପୁର ଡିଭିଜନର…
Read More...

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଏଆଇଏସ୍‌ଇସି ପକ୍ଷରୁ କନ୍‌ଭେନ୍‌ସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ଚଳିତ ବର୍ଷ ପୁରୁଣା ବହିରେ ଶିକ୍ଷା ଦାନ ଦାବିରେ ସ୍ଥାନୀୟ ଯାଦବ ଭବନ ବଲାଙ୍ଗିରଠାରେ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ବଲାଙ୍ଗିର ପକ୍ଷରୁ କନ୍‌ଭେନ୍‌ସନ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ଚଳିତ…
Read More...

ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ବିଦ୍ୟାଳୟ ସ୍ଥରୀୟ ଜାତୀୟ ହେରିଟେଜ କ୍ୱିଜ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୩୦ ଅଗଷ୍ଟ ଦିନ ସ୍ଥାନୀୟ ପିଏମଶ୍ରୀ ପୃଥ୍ୱୀରାଜ ହାଇସ୍କୁଲ୍ ଠାରେ ଜିଲ୍ଲା ବିଦ୍ୟାଳୟସ୍ଥରୀୟ "ଜାତୀୟ ହେରିଟେଜ କ୍ୱିଜ" ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିରର ୯ଟି ସ୍କୁଲରୁ ୭୨ ଜଣ ଛାତ୍ରଛାତ୍ରୀ…
Read More...

ରାଣୀସତୀ ମନ୍ଦିରରେ ଭାଦୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମା' ଭଗବତୀ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ରାଣୀସତୀ ଦାଦୀଳୀ ଶକ୍ତିଧାମ ମନ୍ଦିରରେ ୨୪ତମ ଭାଦୀ ମହୋତ୍ସବ ଜାକଜମକ ସହ ପାଳନ କରିବା ପାଇଁ ଟ୍ରଷ୍ଟି ସନ୍ତୋଷ କେଜ୍ରିୱାଲଙ୍କ ଆବାହକତ୍ଵରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ…
Read More...

କଁସିଲ ବିକାଶ ଯୁବାମଞ୍ଚର ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କଁସିଲ ବିକାଶ ଯୁବା ମଞ୍ଚର ପ୍ରତିଷ୍ଠାତା କେକି ସିଂ ଭୋଇଙ୍କ ସଭାପତିତ୍ୱରେ କଁସିଲ ହାଇସ୍କୁଲ ପଡିଆ ଠାରେ କଁସିଲର ଯୁବଗୋଷ୍ଠୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗାଁର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଉପରେ କାମ କରିବା ପାଇଁ ଆଲୋଚନା ହୋଇଥିଲା ।…
Read More...

ମା’ ଇଲେକ୍ଟ୍ରୋନିକ୍ସର ଲକି ଡ୍ର ଉଠାଣ

ରୋୟାଲ ବୁଲେଟ୍ ବାଇକ୍ ଜିତିଲେ ଭରତବାହାଲର ସରୋଜ ପଟେଲ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୁଗୁଡିପଡାସ୍ଥିତ ମା' ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଗତ ଏକ ବର୍ଷ ଧରି ଚାଲିଥିବା ଲକି ଡ୍ର କୁପନର ଭାଗ୍ୟଶାଳୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ…
Read More...

ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶାଳ ସାଇକେଲ ରାଲି ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମର ତୃତୀୟ ଦିବସରେ ଏକ ବିଶାଳ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରୁ ବାହାରିଥିବା ଏହି ରାଲି ସହରର ପ୍ରମୁଖ ରାସ୍ତା ଦେଇ ଲିଟଲ୍…
Read More...

ସମ୍ବଲପୁରୀ କୋଶଲି କ୍ଷୁଦ୍ର ଚଳଚ୍ଚିତ୍ର ‘ପ୍ରେମ ସାଗର’ ଉନ୍ମୋଚିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ତାଜ୍ ସୁର ସଂଗମ ପ୍ରଯୋଜିତ ତଥା ନିସାର ଅହମ୍ମଦ ନିସାରଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ କୋଶଲି କ୍ଷୁଦ୍ର ଚଳଚ୍ଚିତ୍ର "ପ୍ରେମ ସାଗର" ଲୋଇସିଂହା ବ୍ଲକ କନଫରେନ୍ସ ହଲ ଠାରେ ଉନ୍ମୋଚିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ "ବ୍ଲକ ସ୍ତରୀୟ ଗୀତା ଆବୃତ୍ତି" ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ପ୍ରଧାନ ଆଚାର୍ଯ୍ୟ ବିଭୁତି ଭୂଷଣ ପଣ୍ଡାଙ୍କ…
Read More...

ଦ୍ରୁତଗତିରେ ବାଇକ୍ ଆଣି ଅନ୍ୟ ବାଇକକୁ ଧକ୍କା ଦେବାରୁ ତଳେ ପଡ଼ିଲେ ବୃଦ୍ଧ ମହିଳା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଟିଟିଲାଗଡ ସହରରେ ବାଇକ ଚାଳକ ବେପରୁଆ ଗାଡ଼ି ଚାଳନା ଦେଖିବାକୁ ମିଳୁଛି । କିଛି ଦିନ ହେବ ରାତି ସମୟରେ କିଛି ନାବାଳକ ବାଇକ ଧରି ଅତି କ୍ଷୀପ୍ର ବେଗରେ ବାଇକ ଚଲାଉଥିବା ଯୋଗୁଁ ସାଧାରଣ ଯାତ୍ରୀ, ପଥଚାରୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ…
Read More...