Yearly Archives

2026

ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ସ୍ତରୀୟ ଜଳଜମତ୍ସ୍ୟ ଉଦ୍ୟୋଗୀ ସମ୍ମିଳନୀ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଏକମାତ୍ର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଯାହା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠସ୍ଥ ରଙ୍ଗେଇଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷର ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ ଜଳଜ ମତ୍ସ୍ୟ ଉଦ୍ୟୋଗୀ
Read More...

ରଥଯାତ୍ରା ସ୍ଥଳରୁ ୧୫ ବର୍ଷୀୟ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କଲେ ପୀଡ଼ିତାଙ୍କ ବାପାମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୁଲିସ ଦେଓଗାଁ, (ମନୀଷ କୁମାର ସାହୁ) : ନାବାଳିକା ଝିଅଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ନାବାଳିକାକୁ ରଥଯାତ୍ରା ସ୍ଥଳରୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି
Read More...

ରାମନଗର-ଡେରାଡୁନ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରାମନଗର-ଡେରାଡୁନ ମଧ୍ୟରେ ସିଧାସଳଖ ଏକ୍ସପ୍ରେସ୍ ସେବା ଆରମ୍ଭ; କୁମାଉଁ-ଗଡ଼ୱାଲ ଯାତାୟାତ ହେବ ସହଜହରିଦ୍ୱାର ଓ ଡେରାଦୁନ ଷ୍ଟେସନର ଆଧୁନିକୀକରଣ; ଭିଡ଼ ନ ବଢ଼ାଇ ଉନ୍ନତ ଯାତ୍ରୀ ସୁବିଧା ଉପରେ ଗୁରୁତ୍ୱ: ଶ୍ରୀ ବୈଷ୍ଣବଉତ୍ତରାଖଣ୍ଡରେ ରେଳ କ୍ଷମତା ବୃଦ୍ଧି ପାଇଁ ଋଷିକେଶ ରେଳ ଷ୍ଟେସନକୁ ଫିଡର
Read More...

ସଂଶୋଧିତ ଉଡାନ୍: ଆହୁରି ସୁଦୃଢ ହେବ ଦେଶର ଆଞ୍ଚଳିକ ବିମାନ ସେବା ନେଟଓ୍ବର୍କ

ନୂଆଦିଲ୍ଲୀ, (ପିଆଇବି) : ଆଞ୍ଚଳିକ ବିମାନ ସେବା ସଂଯୋଗର ସମ୍ପ୍ରସାରଣ ପାଇଁ ଆରମ୍ଭ କରାଯାଇଥିବା 'ଉଡ଼ାନ୍' ଯୋଜନା ସାରା ଦେଶରେ ବିମାନ ଯାତ୍ରା ସୁଯୋଗକୁ ଅଧିକ ସୁଦୃଢ କରିଛି। ବିଗତ ନଅ ବର୍ଷ ମଧ୍ୟରେ, ଏହି ଯୋଜନା ୯୫ଟି ବିମାନବନ୍ଦର, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରୋମକୁ ଯୋଡ଼ୁଥିବା ୬୭୯ଟି
Read More...

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

ପୁରୀ, (ପିଆଇବି) : ସରକାରୀ ଉଦ୍ୟୋଗ- ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଆଇଆରଇଡିଏ) ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଯୋଗ ଦେଇଥିବା ଭକ୍ତମାନଙ୍କ ପାଇଁ ଏକ ସେବା କେନ୍ଦ୍ର ସ୍ଥାପନ କରିଛି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ବଡ଼ ଦାଣ୍ଡରେ ଏହି କେନ୍ଦ୍ରକୁ ଅଧ୍ୟକ୍ଷ ଏବଂ
Read More...

କବୟିତ୍ରୀ ସରସ୍ୱତୀ ମିଶ୍ରଙ୍କ “ଛନେ ଆ” କୋଶଲି କବିତା ବହି ମୁକୁଲାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ଠାରେ ତହଁକ କୁଟୁମ ତରଫରୁ ଆୟୋଜିତ ହୋଇଥିବା ସରବତୀ ମିଶ୍ରଙ୍କ କୋଶଲି କବିତା ସଂକଳନ "ଛନେ ଆ"ର ଉନ୍ମୋଚନ ହୋଇଯାଇଛି । ମୁଖ୍ୟ ଅତିଥି ଡ. ଗୋପବନ୍ଧୁ ରଥ, ସମ୍ମାନିତ ଅତିଥି କବି ଆନଦ ଚନ୍ଦ୍ର ସାହୁ, କବି ନିରଞ୍ଜନ ପଣ୍ଡା, ଲେଖକ ପରିଷଦ
Read More...

ଡୁମ୍ବେରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୃଷିକେଶ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପାଇକମାଲ
Read More...

ଏସ୍‌ଏସ୍‌ଆର୍‌ଭିଏମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂଲିଶ ସ୍କୁଲ ଓ ରାଉରକେଲା ଯୁବ ହଷ୍ଟେଲର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟିତ୍ରୀ ମୀନାକ୍ଷୀ ପାଢ଼ୀଙ୍କ
Read More...

ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦଙ୍କ କମାଲ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌-୨୦୨୬ରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବଡ଼ବଜାରର ପୁଅ ଆଶୀର୍ବାଦ ତ୍ରିପାଠୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେ ସମଗ୍ର ଭାରତରେ ୧୨୩୭ ତମ ରେଙ୍କ ଅଧିକାର କରି ଜିଲ୍ଲାବାସୀଙ୍କୁ ଗର୍ବିତ
Read More...

ଚାଷୀ ଆନ୍ଦୋଳନକୁ ଦମନ ପାଇଁ ମିଛ ମାମଲା ଅଭିଯୋଗ, ଜାମିନରେ ମୁକୁଳିଲେ ୨୫ କର୍ମୀ

ବରଗଡ, (ମୁନ୍ନା ସାହୁ) : ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ସରକାର, ପ୍ରଶାସନ ଓ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣାଯାଇଛି । ଚାଷୀଙ୍କ ହକ୍‌ ଓ ଅଧିକାର ପାଇଁ ହେଉଥିବା ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ସଂଗଠନର କର୍ମୀମାନଙ୍କୁ ମିଛ ମାମଲାରେ ଫସାଯାଉଥିବା ଅଭିଯୋଗ
Read More...