Yearly Archives

2026

୯ମ ରାଷ୍ଟ୍ରୀୟ ପୋଷଣ ମାସ : ଏକ ମାସବ୍ୟାପୀ ପୋଷଣ ଉତ୍ସବ

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରୀୟ ପୋଷଣ ମାସ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା', ଶିଶୁ, କିଶୋର-କିଶୋରୀ ଏବଂ ସେମାନଙ୍କ ପରିବାରରେ ପୋଷଣ, ସ୍ୱାସ୍ଥ୍ୟ ଏବଂ ଯତ୍ନ ନେବାର ବ୍ୟବହାରକୁ ସୁଦୃଢ଼ କରିବା ସହିତ ଜନସମୁଦାୟକୁ ସଚେତନ କରିବା ପାଇଁ ଏକ…
Read More...

ପ୍ରଭାବୀ ଯୋଗାଯୋଗ ନିମନ୍ତେ ମାନବୀୟ ସମ୍ବେଦନଶୀଳତା ଜରୁରୀ : ଏଡିଜି ଅଖିଳ ମିଶ୍ର

ରାଞ୍ଚି ଠାରେ ଆଇଏମପିସିସି ବୈଠକ ଅନୁଷ୍ଠିତ ରାଞ୍ଚି, (ପିଆଇବି) : ରାଞ୍ଚି ସ୍ଥିତ ୟୁଆଇଡିଏଆଇ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ଏକ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଆଇବି ଭୁବନେଶ୍ୱର ଓ ରାଞ୍ଚିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି)…
Read More...

ସିଏସଆଇଆର-ଆଇଏମଏମଟି ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ

କ୍ରିଟିକାଲ ମିନେରାଲ୍ସ କ୍ଷେତ୍ରରେ ଭାରତ-ଆମେରିକା ସହଯୋଗ ବୃଦ୍ଧି ଭୁବନେଶ୍ୱର, (ପିଆଇବି) : ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା କନସୁଲ ଜେନେରାଲଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟି (CSIR-IMMT) ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ପ୍ରତିନିଧି ଦଳ…
Read More...

ଦେଶର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନାର ୧୭ ଜିଲ୍ଲା ହେବେ ଉପକୃତବର୍ତ୍ତମାନର ରେଳ ନେଟୱର୍କ କ୍ଷମତାରେ ୫୪୦ କିଲୋମିଟର ବୃଦ୍ଧି ହେବ୧୦,୦୨୧ କୋଟି ଟଙ୍କାର ବ୍ୟୟବରାଦ ସହିତ ୨୦୨୯-୩୦ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଯୋଜନା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ…
Read More...

ଖଡ଼ଗପୁର-ଝାରସୁଗୁଡ଼ା (ବାଗଡିହି) ଚତୁର୍ଥ ଲାଇନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୧୪ଟି ଜିଲ୍ଲାକୁ ନେଇ ୩ଟି ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ ମଞ୍ଜୁରିମୋଟ୍‌ ୧୦,୭୮୩ କୋଟି ଟଙ୍କା ବ୍ୟୟବରାଦ ସହିତ ୨୦୨୯-୩୦ ସୁଦ୍ଧା ସବୁ ପ୍ରକଳ୍ପ କାମ ସାରିବାକୁ ଯୋଜନା ନୂଆଦିଲ୍ଲୀ, (ପିଆଇବି) :…
Read More...

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ୱ- ଫିଜିଓଥେରାପି ଦିବସ ପାଳିତ

​ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବୁଧବାର "ବିଶ୍ୱ ଫିଜିଓଥେରାପି ଦିବସ" ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ସାଧାରଣ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ନିୟମିତ ଶାରୀରିକ ବ୍ୟାୟାମର ଗୁରୁତ୍ୱ ସମ୍ପର୍କରେ…
Read More...

ଦୁର୍ଘଟଣାରେ ଗୁରୁତର ନାବାଳକ : ତୁରନ୍ତ ଚିକିତ୍ସାଳୟ ନେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ମୁଖ୍ୟ ରାସ୍ତାର ଡାଙ୍ଗ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ନାବାଳକ ଜଣକ ପିପିଲିପାଲି ଗ୍ରାମର ସୁଶାନ୍ତ ପଞ୍ଚବିହାରଙ୍କ ପୁଅ ଶୁଭ୍ରଜିତ ପଞ୍ଚବିହାର ବୋଲି ଜଣାପଡ଼ିଛି । ସେ ମେଟ୍ରିକ…
Read More...

ପ୍ରସିଦ୍ଧ ମହାବଳୀ ଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଡ. ସୋମ୍ୟାରୂପା ରଥଙ୍କ ଅଧ୍ୟକ୍ଷତାରେ ମହାବଳୀ ଯାତ୍ରା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଷ୍ଟଚଣ୍ଡୀ ପୂଜକ ଓ ସେବାୟତଙ୍କ ସମେତ ପୋଲିସ…
Read More...

ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ

ଜିଲ୍ଲାର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ : ବିଧାୟକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର…
Read More...

ରୋଷେୟାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ : ୪ ଗିରଫ ସହ ମାସ୍କ ପିକଅପ୍ ଜବତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) ସୋନପୁରର ବିଶିଷ୍ଟ ସୂପକାର ତଥା ରୋଷେୟା ଅର୍ଜୁନ ରଥଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗରେ ୪ ଗିରଫ ସହ ମାସ୍କ ପିକଅପ୍ ଓ ସ୍ପେଲଣ୍ଡର ବାଇକ୍ ଜବତ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ନାରାୟଣ ନାଏକ୍। ଅଭିଯୁକ୍ତ…
Read More...