Daily Archives

ବିଟାବନ୍ଧର ବୃଦ୍ଧା ବାସନ୍ତୀ ତାଣ୍ଡିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଯଦୁ ତାଣ୍ଡିଙ୍କ ମା ବାସନ୍ତୀ ତାଣ୍ଡିଙ୍କ ଶୁକ୍ରବାର ସକାଳେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଯଦୁ ତାଣ୍ଡି, ଝିଅ ସନ୍ତରା
Read More...

ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଛେଣ୍ଡ କଲୋନୀ ଦେବବିହାର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ତଥା ଶ୍ରୀଜଗନ୍ନାଥ ରଥଯାତ୍ରାର ରାଜାହୋଇ ଛେରା ପହଁରା କରୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତ ଦାମୋଦର ମହାପାତ୍ରଙ୍କ ୯୭ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । ଭୁବନେଶ୍ଵର
Read More...

ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବିଭିନ୍ନ ଜନହିତକର କାର୍ଯ୍ୟକରି ଆସୁଥିବା ମୁରିବାହାଲ ବ୍ଲକର ଅଗ୍ରଣୀ ସଂଗଠନ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି
Read More...

ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) :ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦଭାବନା ଭବନଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ
Read More...

ଭିଜିଲାନ୍ସ ଜାଲରେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ

ଭୁବନେଶ୍ୱର : ସବ୍ କଲେକ୍ଟର ଅଫିସରେ ଭିଜିଲାନ୍ସ ଚଢ଼ଉ । ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଅଫିସର ଔଜଇ । ୩୦ହଜାର ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜୁନିଅର ରେଭିନ୍ୟୁ ଅଫିସର ସୌରଭ ତ୍ରିପାଠୀ । ସୂଚନା ଅନୁସାରେ, ଜମି ପ୍ରମାଣ ପତ୍ର ଦେବା ପାଇଁ ଏହି ଲାଞ୍ଚ
Read More...

ଆଶ୍ରମ ବିଦ୍ୟାଳୟରୁ ଲଜ୍ଜ୍ୟା ଖବର : ଦୁଇ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ପୁଣି ଲଜ୍ୟା । ପିଛା ଛାଡ଼ୁନି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା । ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଚିହ୍ନଟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ତୁମୁଡିବନ୍ଧ ବ୍ଲକ ଅଞ୍ଚଳର
Read More...

ଜିଲ୍ଲା ସ୍ୱାସ୍ଥ୍ୟବସ୍ଥା ସମୀକ୍ଷା କଲେ କଳିକେଶ

ସ୍ୱାସ୍ଥ୍ୟବସ୍ଥା ସୁଧାରିବା ପାଇଁ ସରକାରଙ୍କ ସଦ୍‌ଇଚ୍ଛା ନାହିଁ : କଳିକେଶ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭୀମଭୋଇ ମେଡ଼ିକାଲର ସମ୍ମିଳନୀ କକ୍ଷରେ ବଲାଙ୍ଗିର ବିଧାୟକ କଳିକେଶ ସିଂ ଦେଓ ଜିଲ୍ଲା ଏବଂ ଭୀମଭୋଇ ମେଡ଼ିକାଲର ସ୍ୱାସ୍ଥ୍ୟବସ୍ଥା ସମୀକ୍ଷା କରିଛନ୍ତି । ଉକ୍ତ ବୈଠକର
Read More...

ଅବୈଧ ଖଇର କାଠ ଚାଲାଣ କାର୍ଯ୍ୟରେ ଜଡିତ ଜଣେ କୋର୍ଟ ଫରୱାର୍ଡ ଓ ଛତିଶଗଡ଼ ପିକ ଅପ ଜବତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବନ ବିଭାଗ ଓ ଏଫବିଏଲ ଷ୍ଟାଫମାନେ କରୁଥିଲେ ପେଟ୍ରୋଲିଂ କରୁଥିବା ସମୟରେ ଦେଖିଥିଲେ ଯେ କିଛି ଲୋକ ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବରେ କାଟି ଖଇର କାଠ ଏକ ପିକଅପ ଗାଡ଼ିରେ ଲୋଡ କରୁଥିଲେ । ବନ ବିଭାଗ ପହଞ୍ଚିବା ପରେ ସେମାନଙ୍କୁ ଦେଖି
Read More...

ସାମ୍ପ୍ରତିକ ନାରୀ ନିର୍ଯ୍ୟାତନାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ସେକ୍ଟର-୨୧ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଏବଂ ବରିଷ୍ଠ ଏସସି ସେଲ୍ ଅଧିକାରୀମାନଙ୍କ ସମେତ ଶହ ଶହ ମହିଳା ଏବଂ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଏହି
Read More...

ପଶ୍ଚିମାଞ୍ଚଳ ରେଞ୍ଜ ଅଧିନରେ ଥିବା ୩ଟି ଜିଲ୍ଲାର ଅପରାଧ ହାର ହ୍ରାସ ପାଇଛି : ପଶ୍ଚିମାଞ୍ଚଳ ଡିଆଇଜି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ସାମ୍ବାଦିକମାନଙ୍କୁ ଆଇନ ଶୃଙ୍ଖଳା ବିଷୟରେ ସୂଚନା ଦେବା ସହିତ ସୁନ୍ଦରଗଡ଼
Read More...