ମା’ଙ୍କ ଅଗରେ ଦୀପଦାନ କଲେ ଛାତ୍ର କଂଗ୍ରେସ
ବରଗଡ଼, (ମୁନ୍ନା ସାହୁ) : ବାଲେଶ୍ୱର ଏଫ. ଏମ କଲେଜରେ ଘଟିଥିବା ଘଟଣାକୁ ନେଇ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ବରଗଡ଼ ମା ଶ୍ୟାମା କାଲି ମନ୍ଦିରରେ ଦୀପପ୍ରଜ୍ୱଳନ କଲେ ଛାତ୍ର କଂଗ୍ରେସର ସଦସ୍ୟ । ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ!-->…
Read More...
Read More...