Daily Archives

ଜିଲ୍ଲାସ୍ତରୀୟ ସଂକୀର୍ତ୍ତନ୍ୟ ଚିନ୍ତନ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜାଖମନଠାରେ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘ ତରଫରୁ ତୃତୀୟ ବର୍ଷ ସଂକୀର୍ତ୍ତନ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୧୪ଟି ବ୍ଲକରୁ ୧୦ଜଣିଆ କମିଟି ସହିତ ପ୍ରାୟ ୨୦୦ରୁ ଅଧିକ ପୁରୁଷ ଓ ମହିଳା ସଂକୀର୍ତ୍ତନ୍ୟ କଳାକାର
Read More...

ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗରକୁ ଜାତୀୟ ଗୁଣବତ୍ତାର ମାନ ନିର୍ଧାରଣ କରାଗଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅବସ୍ଥାପିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଯାହା ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ ଭାରତ ଦ୍ୱାରା ପରିଚାଳିତ ଏହାକୁ ଜାତୀୟ ସ୍ତରର ଗୁଣବତ୍ତା
Read More...

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟପାଳଙ୍କୁ ପ୍ରଦାନ କଲେ କୃଷି ପାଇଁ ଓଡ଼ିଶାକୁ ମିଳିଥିବା ଶ୍ରେଷ୍ଠ ରାଜ୍ୟ…

ଭୁବନେଶ୍ୱର : ଚଳିତ ଜୁଲାଇ ମାସ ୯ ତାରିଖରେ ନୂଆଦିଲ୍ଲୀଠାରେ ଏଗ୍ରିକଲଚର ଟୁଡେ ଗ୍ରୁପ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାରକୁ
Read More...

ବଜ୍ରପାତରେ ଚାଲିଗଲା ୩ ଜୀବନ

ନୀଳଗିରି : କେନାଲରେ କାମ କରୁଥିଲେ, ହଠାତ ବଜ୍ରପାତ ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ରାଇପାଳରେ ଥିବା ଋଷିଆ କେନାଲରେ ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଜେସିବି ଅପରେଟର ଓ ଦୁଇ ଶ୍ରମିକ ଅଛନ୍ତି । ଖବର ପାଇ ନୀଳଗିରି ପୁଲିସ ପହଞ୍ଚି ମୃତଦେହ ଜବତ
Read More...

ହଷ୍ଟେଲ କୋଠାରୁ ଡେଇଁ ୧୦ମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ

କେନ୍ଦୁଝର : ହଷ୍ଟେଲ କୋଠାରୁ ଡେଇଁ ଅନ୍ତେବାସୀଙ୍କ ଆତ୍ମହତ୍ୟା । କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ଏକ ଇଂରାଜୀ ମିଡିୟମ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍କୁଲ ପରିସରରେ ଥିବା ଚାରି ମହଲା ବିଶିଷ୍ଟ ହଷ୍ଟେଲ କୋଠାରୁ ଡେଇଁ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି ।
Read More...

ସାପ କାମୁଡ଼ାରେ ନାବାଳକ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡ଼ା ପଞ୍ଚାୟତ ହାତୀବାରି ଗ୍ରାମରେ ସାପ କାମୁଡାରେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହାତୀବାରି ଗ୍ରାମର ଅକ୍ରୁର ମୁଣ୍ଡାଙ୍କ ପୁଅ ସାଗର ମୁଣ୍ଡା (୧୨ ବର୍ଷ) ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ହାତୀବାରି ଗ୍ରାମର
Read More...

ନିର୍ବାଚନ ଲଢ଼ିବେନି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ

ଭୁବନେଶ୍ୱର : ସରିଲା କ୍ୟାରିୟର, ଆଉ ନିର୍ବାଚନ ଲଢ଼ିବେନି ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ । ଘୋଷଣା କରିଛନ୍ତି ନିଜେ ସାଂସଦ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲ୍‌ଙ୍କ ବୟାନ । ସେ କହିଛନ୍ତି ଗତ ନିର୍ବାଚନ ବେଳେ ଘୋଷଣା କରିଛି ଗଚ, ଗଖଇ ପାଇଁ ଲଢ଼ିବି ନାହିଁ । କିନ୍ତୁ
Read More...

ଗଞ୍ଜାମରେ ଝାଡ଼ାବାନ୍ତିରେ ୫ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଝାଡ଼ାବାନ୍ତିରେ ଦେଢ଼ ବର୍ଷର ଜଣେ କୁନି ଝିଅ ମୃତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବେ ଦିଗପହଣ୍ଡି ଉସ୍ତପଲ୍ଲୀ ଗ୍ରାମର ଏକ
Read More...

ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ସହରର ଅନ୍ୟ ସଂଗଠନକୁ ନେଇ ବାହାରିଲା ସଚେତନତା ରେଲି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ଵ ଜନସଂଖ୍ୟା ଦିବସ । ଧିରେ ଧିରେ ଦେଶର ଜନସଂଖ୍ୟା ବୃଦ୍ଧି ପାଉଛି ଯାହାକି ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଭିନ୍ନ ସମସ୍ୟା ବଢୁଛି ଯେମିତିକି ଚାଷ ଜମି କମି କମି ଯାଉଛି, ବେକାରୀ ସମସ୍ୟା, ଦେଶରେ ଅରାଜକତା
Read More...

ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟି ସଦସ୍ୟ ଭାବେ ମନୋନୀତ ହେଲେ ହରିହର ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ହରିହର ସାହୁଙ୍କୁ ଭାରତ ସରକାରଙ୍କ ସଂଚାର ମନ୍ତ୍ରଣାଳୟ ଦୂର ସଂଚାର ବିଭାଗ, ପି.ଏଚ.ପି ଅନୁବିଭାଗ ମହାନଗର ଭବନ ନୂଆଦିଲ୍ଲୀ ରୁ ମନୋନୀତ କରାଯାଇଥିବା ସୂଚନା ରହିଛି । ଏହି ଅବସରରେ ହରିହର ସାହୁଙ୍କ
Read More...