Monthly Archives

April 2025

ସୂଚନା ଅଧିକାର ଅଭିଯାନର କର୍ମୀ ସମ୍ମିଳନୀ ଏବଂ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଅଭିଯାନର କର୍ମୀ ସମ୍ମିଳନୀ ଏବଂ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ପୌରୋହିତ୍ୟରେ ବିଶ୍ଵନାଥ ପାହାଡ଼ ନିକଟସ୍ଥ ଗଡଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ
Read More...

ବଜ୍ରାଘାତରେ ଡ୍ରାଇଭର ମୃତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବିଲକୁ ଯିବା ହେଲା କାଳ । ବଜ୍ରାଘାତରେ ଡ୍ରାଇଭର ମୃତ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋରଗାଁରେ ଆଜି ୪ଟା ସମୟରେ ସରମୁହାନ ଗ୍ରାମର ଗଙ୍ଗାଧର ଧରୁଆ ବିଲରେ ଟ୍ରାକ୍ଟର ଯେେଗେ ଲଙ୍ଗଳ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଯହୋଫଳରେ
Read More...

ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ଚତୁର୍ଥ ସାଧାରଣ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ରାଜ୍ୟ ଓବିସି ମଞ୍ଚ ଓଡ଼ିଶା ର ଚତୁର୍ଥ ସାଧାରଣ ସଭା ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ରାଜେନ୍ଦ୍ର ପଡା ବଲାଙ୍ଗିରଠାରେ ଜିଲ୍ଲା ଓବିସି ମଞ୍ଚ ଉପ ସଭାପତି କିଶୋର ଚନ୍ଦ୍ର ସାଏଙ୍କ ଦ୍ଵାରା ନିର୍ବାଚନ ପ୍ରକ୍ରିୟା ଦୃଢ଼ୀକରଣ କରାଯାଇଥିଲା । ଗତ ୧୬
Read More...

ଅରୁନ୍ଧତୀ ବାନ୍ଧକଳାର ଭୂମିପୂଜନ

ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମୀଣ ହସ୍ତତନ୍ତର ବିକାଶ ସହ ବୁଣାକାରଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ଅରୁନ୍ଧତୀ ବାନ୍ଧକଳା - କେ.ଭି.ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଛେପାପାଲି ଗାଁରେ ଆଜି ଉପ ମୁଖ୍ୟମନ୍ତ୍ରୀ କନକ
Read More...

ପି .ପି. ଏକାଡେମୀ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ପରଲୋକ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାଲପଡ଼ା ନିବାସୀ ଶରତ ଚନ୍ଦ୍ର ଦୀକ୍ଷିତଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପି. ପି. ଏକାଡେମୀର ପୂର୍ବତନ ପ୍ରଧାନ ଶିକ୍ଷକ ଥିଲେ । ସେ ଆଇ. ଡି. ଏମ ସ୍କୁଲର ପ୍ରତିଷ୍ଠାତା ଓ ଚେୟାରମେନ ଥିଲେ । ପି ପି ଏକାଡେମୀ ସ୍କୁଲର ଏନ୍ ସି ସି
Read More...

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

"ନାଟ୍ୟମ" ଅନୁଗୁଳର ନାଟକ "ତ୍ରିଶଙ୍କୁ "ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପ୍ରଥମ ଦିବସରେ ଅନୁଗୁଳର ନାଟ୍ୟ ସଂସ୍ଥା ନାଟ୍ୟମ ତରଫରୁ ନାଟକ ତ୍ରିଶଙ୍କୁ ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ତଥା ନିର୍ଦ୍ଦେଶକ
Read More...

କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଫୁଲବାଣୀ : ଫୁଲବାଣୀ ଠାରେ ଆସନ୍ତା ଏପ୍ରିଲ ୨୭ ତାରିଖରୁ ମେ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା । ଏଥିପାଇଁ ଆଜି ଭୂମିପୂଜା ଓ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ସୂଚନା ଅନୁସାରେ ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୧୫୦ ରୁ ଅଧିକ ଷ୍ଟଲ୍
Read More...

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ । ଏପରି ଏକ ଘଟଣା ଘଟିଛି ବଲାଙ୍ଗଶର ଜିଲ୍ଲା ସଇଁତଳା ଥାନା ତୁଷ୍ଟାପାଲି ଗାଁରେ । ରବିବାର ଅପରାହ୍ନରେ କାଳ ବୈଶାଖୀ ପାଇଁ ସଇଁତଳା ଅଞ୍ଚଳରେ ଝିପି ଝିପି ବର୍ଷା ହେବା ସହ ପବନ ଓ ବିଜୁଳି ମାରିଥିବା ବେଳେ ତୁଷ୍ଟାପାଲିର
Read More...

ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ : ଚାଲିଗଲା ନାବାଳକର ଜୀବନ

କେନ୍ଦୁଝର : ରାତି ଶୋଇଥିବା ବେଳେ ଚୋଟ ମାରିଲା ସାପ । ମେଡିକାଲରେ ପହଞ୍ଚିବା ବେଳକୁ ଚାଲିଗଲା ନାବାଳକର ଜୀବନ । ମୃତ ନାବାଳକ ହେଉଛନ୍ତି ଇନ୍ଦ୍ରମଣି ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ବିରୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ସୁନ୍ଦରାପାଳ ଗାଁରେ ଏଭଳି ଘଟଣା ଘଟିଛି । ସୂଚନା
Read More...

ମାସିକ ରଚନା ସନ୍ଧ୍ୟା “ଜାତୀୟ ଶିକ୍ଷା ନୀତି ୨୦୨୦ : ଆଶା ଓ ଆଶଙ୍କା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗିରର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ରଚନା' ଦ୍ୱାରା ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ "ଜାତୀୟ ଶିକ୍ଷା ନୀତି ୨୦୨୦ : ଆଶା ଓ ଆଶଙ୍କା" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
Read More...