Daily Archives

ମ.ରାମପୁର ବନାଞ୍ଚଳ ତରଫରୁ ପକ୍ଷୀ ଗଣନା ମକ୍‌ଡ୍ରିଲ୍‌ : ଯୋଗଦେଲେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ

ମ.ରାମପୁର, (ପି.କେ. ସାହୁ) : ଆସନ୍ତା ଜାନୁୟାରୀ ୧୮ ତାରିଖ ସାରା ରାଜ୍ୟର ନିର୍ଦ୍ଧାରିତ ଜଳାଶୟ ମାନଙ୍କରେ ଏକାସାଙ୍ଗରେ ପକ୍ଷୀ ଗଣନା ହେବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ କଳାହାଣ୍ଡି ଉତ୍ତର ବନଖଣ୍ଡ ରାମପୁର ବନାଞ୍ଚଳ ମଦନପୁର ସେକ୍ସନ ଅନ୍ତର୍ଗତ ଅନୁସୂଚିତ ଜାତି ଜନଜାତି ସରକାରୀ
Read More...

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜହ୍ନମାମୁ ଏବେ ହାତ ପାହାନ୍ତାରେ : ସନ୍ତୋଷ କର ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା, ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ଦିନ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ସଭାପତିତ୍ୱରେ ୪୨ତମ ବାର୍ଷିକ ଉତ୍ସବ ୨୦୨୫
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମସ୍ଥାନ ବଡନଗରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉଦ୍‌ଘାଟିତ

ପ୍ରଧାନମନ୍ତ୍ରୀଙ୍କ ଜୀବନ ଯାତ୍ରା ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନର ବିଷୟ ହେବ - ଅମିତ ଶାହପ୍ରଧାନମନ୍ତ୍ରୀ ପାଠ ପଢିଥିବା ‘ପ୍ରେରଣା ସ୍କୁଲ’ ଶିକ୍ଷା ଓ ମୂଲ୍ୟବୋଧର ଅନନ୍ୟ କେନ୍ଦ୍ର - ଧର୍ମେନ୍ଦ୍ର ପ୍ରଧାନବଡନଗର ଠାରେ ଅତ୍ୟାଧୁନିକ ପ୍ରତ୍ନତାତ୍ତ୍ୱିକ ଅନୁଭୂତି ସଂଗ୍ରହାଳୟ,
Read More...

ଟିଟିଲାଗଡ଼ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ତିନି ଦିବସୀୟ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜସ୍ଥାନୀ ହେଲ୍‌ଥ୍‌ ଫାଉଣ୍ଡେସନ ପକ୍ଷରୁ ତିନି ଦିବସୀୟ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସକାଳୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଏମ୍‌.ବି.ଆର ଶୈଳଜା ଓ ଶିଶୁ ରୋଗ ବିଶେଷଜ୍ଞ ଶାଶ୍ଵତ ମହାନ୍ତି ରୋଗୀ ଦେଖିବା ଆରମ୍ଭ
Read More...

ଜାନୁଆରୀ ୧୮ରୁ ଶିମିଳିପାଳ ବନଖଣ୍ଡରେ ଆରମ୍ଭ ପକ୍ଷୀ ଗଣନା

ଚଳିତ ବର୍ଷ ପକ୍ଷୀ ଗଣନା ନିମନ୍ତେ ୪୪ଟି ସାଇଟ ଅନ୍ତର୍ଭୁକ୍ତ; ଗଣନା ଟିମ୍‌ରେ ରହିବେ ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବାରିପଦା, (ଦେବସ୍ମିତ ଚୌଧୁରୀ) : ଆସନ୍ତା ଜାନୁଆରୀ ୧୮ରେ ଶିମିଳିପାଳ ବନଖଣ୍ଡରେ ଆରମ୍ଭ ହେବ ପକ୍ଷୀ ଗଣନା । ଏଥିନିମନ୍ତେ ବାରିପଦା ବନଖଣ୍ଡ ପକ୍ଷରୁ,
Read More...

ଧରଣୀମାଲ ଗ୍ରାମରେ ମାଁ ପାଟ୍ଟରାଣୀ କ୍ରିକେଟ୍ କପ୍ ଉଦଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବାବେବିର ପଂଚାୟତ ଧରଣୀମାଲ ଗ୍ରାମରେ ମାଁ ପାଟ୍ଟରାଣୀ କ୍ରିକେଟ୍ କପ୍ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖରସେଲ ଗ୍ରାମ ପଂଚାୟତ ସରପଞ୍ଚ ବୀରେନ୍ଦ୍ର କୁମାର ଖମାରୀ ଯୋଗଦେଇ
Read More...

ଉଲୁଣ୍ଡା ବ୍ଲକ ସ୍ତରୀୟ ପରାମର୍ଶ ଶିବିର : ୨୩୮ ଜଣ ଯୁବକ ଯୁବତୀଙ୍କୁ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ପରିସରରେ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିୟୋଜନ ଅଧିକାରୀ ସଞ୍ଜୁ କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଯୁବକ ଓ ଯୁବତୀ
Read More...

କୋଟସମଲାଇ ମଣ୍ଡିରେ ମିଲରଙ୍କ ମର୍ଜିରେ ଚାଲିଛି ଧାନକିଣା : ଚେଇଁ ଶୋଇଛି ପ୍ରଶାସନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ମାଁ ସମଲେଶ୍ୱରୀ ମହିଳା ଗ୍ରୁପକୁ ଧାନକିଣା ଦାୟିତ୍ୱ ଦିଆଯାଇଛି । ଗତ ୨୫ ତାରିଖରୁ ଧାନକିଣା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୬ ଜଣ ଚାଷୀଙ୍କ ୧୧,୭୪୨ ପ୍ୟାକେଟ ଧାନ ବିକ୍ରୟ ପାଇଁ
Read More...

ପଦ୍ମପୁରରେ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଏବିଭିପି ପକ୍ଷରୁ ଦାବିପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦ୍ମପୁରର କାର୍ଯ୍ୟକର୍ତ୍ତାମାନେ ପଦ୍ମପୁର ସହରର ଏକ ଛକରେ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ବିଶେଷ କରି ଯୁବ ସମାଜ ସ୍ୱାମୀ
Read More...

ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦଲାଲ୍‌ଗିରି ବଢୁଛି

ଅନୁସନ୍ଧାନରେ ଛତ୍ରପୁର ବିଧାୟକଙ୍କ ଅଚାନକ ଗସ୍ତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଗୁରୁବାର ଅଚାନକ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯାଇ ଅଫିସ୍‌ର କାର୍ଯ୍ୟକଳାପ ସମ୍ବନ୍ଧରେ ଜାଣିବାକୁ ଯାଇ ଅନୁସନ୍ଧାନ କରିଥିଲେ । ଶ୍ରମ
Read More...