ଆଦୃତ ସାହିତ୍ୟ ପତ୍ରିକା “ସୃଜନ ସଳିତା ନବନୀତା” ଉନ୍ମୋଚିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରୁ ପ୍ରକାଶିତ ତଥା ବହୁ ଆଦୃତ ସାହିତ୍ୟ ପତ୍ରିକା 'ସୃଜନ ସଳିତା ନବନୀତା' ପୂଜା ସଂଖ୍ୟା ୨୦୨୪ ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକା ଗାୟତ୍ରୀ ସରାଫଙ୍କ ବାସଭବନ ' ନୀଡ଼ ' ଠାରେ ଏକ ନିରାଡ଼ମ୍ବର ସମାବେଶରେ ଅନୁଷ୍ଠିତ ଏହି ସଭାରେ ନାଟ୍ୟ ଭୀଷ୍ମ!-->…
Read More...
Read More...