Daily Archives

ପୋଲିସ ହାତରେ ଧରା ପଡ଼ିଲେ ନକଲି ଆୟକର ବିଭାଗ ଅଧିକାରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆୟକର ବିଭାଗ ପକ୍ଷରୁ ଚଢାଉ ଚାଲିଥିବା ବେଳେ ଜଣେ ବଙ୍ଗାଳି ଯୁବକ ଟିଟିଲାଗଡ ଅଞ୍ଚଳକୁ ଆସି ନିଜକୁ ଆୟକର ବିଭାଗ ଅଧିକାରୀ ପରିଚୟ ଦେଇ ଟିଟିଲାଗଡର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୋପବନ୍ଧୁ ସାହୁଙ୍କଠାରୁ ମୁ
Read More...

ଆମପାଣି ଘାଟିରେ ବାଘ ଛାଲ ଜବତ : ଛଅ ଅଭିଯୁକ୍ତ ଗିରଫ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିରେ ପୁଣି ବାଘଛାଲ ଜବତ । ୬ ଅଭିଯୁକ୍ତ ଗିରଫ । ଛତିଶଗଡ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଏବଂ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ପକ୍ଷରୁ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିଠାରେ ଡିଲ୍ ବେଳେ ଅତର୍କିତ ଚଢାଉ କଲା ଉଭୟ
Read More...

କୃଷିକାର୍ଯ୍ୟ ସମ୍ବନ୍ଧରେ ସର୍ବେକ୍ଷଣ କରି ଆକଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପାଗ କୋହଲା ଥିଲା, ଗତକାଲି ଠାରୁ ଜିଲ୍ଲାରେ ଝିପି ଝିପି ବର୍ଷା ଅବା ଅସରାଏ ବର୍ଷା ଲାଗି ରହିଛି । ଫଳରେ ଗଞ୍ଜାମ ଜିଲ୍ଲାରେ ଧାନ କିଆରୀ ଏବଂ ପନିପରିବା ଚାଷ ବିଶେଷ କ୍ଷତି ଘଟିଥିବା ଜଣାଯାଇଛି ।
Read More...

ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ସଂଶୋଧିତ ଭୋଟର ତାଲିକା ପ୍ରକାଶନ ହେଉ – ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶେଷଥର ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଚାଲିଛି । ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ସଂଶୋଧିତ ଭୋଟର ତାଲିକା ଖୁବଶୀଘ୍ର ପ୍ରକାଶନ ହେଉ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିପଦଭଞ୍ଜନ ମହାକୁରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିପଦଭଞ୍ଜନ ମହାକୁର(୭୭)ଙ୍କ ବୁଧବାର ସକାଳ ସାଢେ଼ ଚାରିଟା ସମୟରେ ତାଙ୍କ ଯମୁନା ଗ୍ରାମସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି
Read More...

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ତୃତୀୟ ଅବଦାନ ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଓ ଆଖ ପାଖ ଅଞ୍ଚଳରେ କଳାକାରମାନଙ୍କୁ କଳାର ବିକାଶ ଓ କଳାର ସମ୍ମାନ ନଜର ରଖି ଗଞ୍ଜାମ କଳା ସାଂସ୍କୃତିକ ପକ୍ଷରୁ ଆଗାମୀଜାନୁୟାରୀ ୨୬ରେ ପରିବେଷଣ ହେବାକୁ ଯାଉଥିବା ସାମାଜିକ ନାଟକକୁ ନେଇ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ବ୍ଲକର ଚନ୍ଦନଭାଟି ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ କରାଗଲା ।
Read More...

ଗଞ୍ଜାମ ବିଇଓ ଭାଗୀରଥି ବେହେରା ପାଇଲେ ଜାତୀୟ ସମ୍ମାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧିନସ୍ଥ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରାଙ୍କୁ ଡ଼ା. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର, ଜନପଥ ନୂଆଦିଲ୍ଲୀରେ ଭାରତ ସରକାର ଶିକ୍ଷା ମନ୍ତ୍ରାଳୟ ତରଫରୁ ଆୟୋଜିତ ଦକ୍ଷ ଶିକ୍ଷା ପ୍ରଶାସନ ଓ ନୂତନ ଅଭିନବ ପ୍ରୟାସ
Read More...

ଜଳନ୍ଧର ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଜଳନ୍ଧର ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ
Read More...

ମାରାଥନ୍ ସ୍ୱାସ୍ଥ୍ୟ ଜୀବନ ପାଇଁ ଏକ ଅନୁକୂଳ ରାସ୍ତା

ସମ୍ବଲପୁର, (କେପିଏନ୍‌ଏସ୍‌) : ମାରାଥନ୍ ହେଉଛି ଏକ ବ୍ୟାୟାମ ଯାହା ଦୀର୍ଘସ୍ଥାୟୀ, ସହନାଶୀଳତା, ଆତ୍ମବିଶ୍ୱାସ ଏବଂ ଏକ ସୁସ୍ଥ ଜୀବନ ପାଇଁ ଏକ ବଡ଼ ପଦକ୍ଷେପ । ମାରାଥନ୍ ଶାରୀରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ ନାହିଁ, ବରଂ ଏହା ଏକ ନୂତନ ଚିନ୍ତାଧାରା ଏବଂ ସକରାତ୍ମକ ଜୀବନ
Read More...