Daily Archives

ଚଳକୀରୁ ୧୦ଦାଦନ ଶ୍ରମିକ ଉଦ୍ଧାର : ଟାଟା ମ୍ୟାଜିକ ଜବତ, ଡ୍ରାଇଭରଙ୍କୁ କୋର୍ଟ ଚାଲାଣ, ସର୍ଦ୍ଦାର ଫେରାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଳକୀ ଛକରୁ ଜଏଁତରା ଗ୍ରାମର ୧୦ଜଣ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ମୁରିବାହାଲ ପୁଲିସ ଦ୍ଵାରା ଉଦ୍ଧାର ହୋଇଥିବା ଜଣାପଡିଛି । ଏମାନଙ୍କୁ ଚାଲାଣରେ ବ୍ୟବହାର ହୋଇଥିବା ଗୋଟିଏ ଟାଟା ମ୍ୟାଜିକ
Read More...

ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ଦ୍ୱାରା ଏଡ଼ସ୍‌ ସଚେତନତା ରାଲି ଓ ମାଗଣା ସ୍ୱାସ୍ଥ୍ୟ ଶିବିର

କଣ୍ଟାବାଞ୍ଜି , (ଗୁରୁ ଦୟାଲ ହଂସ) : ଡ଼ିସେମ୍ବର ୦୧ ତାରିଖ ହେଉଛି ବିଶ୍ୱ ଏଡ଼ସ୍‌ ଦିବସ । ଏହି ଦିବସକୁ ସରକାରୀ ଓ ବେସରକାରୀ ସ୍ତରରେ ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ଏଡ଼ସ୍‌ ସଚେତନତା ଦିବସ ରୂପେ ପାଳନ କରାଯାଏ । ଏହି ପ୍ରକ୍ରିୟାରେ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ମଧ୍ୟ୍ୟ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ

ଆପଣମାନେ ନିରାପଦରେ ଫେରି ଆସିଥିବାରୁ ମୁ ବହୁତ୍ ଖୁସିପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀପ୍ରତ୍ୟେକ ଶ୍ରମିକ ଜଣେ ଜଣେ ହିରୋ, ପ୍ରତିକୂଳ ପରିସ୍ଥିତିରେ ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣା ଦାୟକ - ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର, : ଉତ୍ତରାଖଣ୍ଡ
Read More...

ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍ ପ୍ରତିଯୋଗୀତା

ମ,ରାମପୁର, (ହେମନ୍ତ ସାହୁ) : ଡିସେମ୍ବର ମାସ ତିନି ତାରିଖରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଆସନ୍ତାକାଲି ଦୁଇ ତାରିଖ ଶନିବାର ଦିନ ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍ ପ୍ରତିଯୋଗୀତା ସ୍ଥାନୀୟ ଦୁର୍ଗା ମାଧବ ସରକାରୀ ଉଚ୍ଚବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍‌ଟି ସକାଳ ଦଶ
Read More...

ଗୁଣପୁର ଅଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ମୈତ୍ରୀ କମ୍ପାନୀ ପକ୍ଷରୁ ଆମ୍ବୁଲାନ୍ସ୍‌ ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ଅଞ୍ଚଳର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ୍‌ ଲିଃ ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ୍‌ ଶୁକ୍ରବାର ପ୍ରଦାନ କରାଯାଇଛି । ଗୁଣୁପୁର ପଞ୍ଚାୟତ
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ଼୍‌ସ୍‌ ଦିବସ ପାଳିତ

ନିୟନ୍ତ୍ରଣ ପାଇଁ ଜନସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଡିପିସିଏୟୁ ସହଯୋଗରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ଼୍‌ସ୍‌ ଦିବସ ପାଳିତ ହୋଇଯାଇଛି । ବିଶ୍ଵ ଏଡ଼୍‌ସ୍‌ ଦିବସ ପାଳନ ଉପଲକ୍ଷେ ଭୀମ ଭୋଇ ମେଡିକାଲ୍‌ କଲେଜ
Read More...

ମୁରିବାହାଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବ୍ଲକସ୍ତରୀୟ ଖେଳ ଓ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ବ୍ଲକସ୍ତରୀୟ ଖେଳ ଓ ସାଂସ୍କୃତିକ ପ୍ରତିଯୋଗୀତା ସମାରୋହ ଶୁକ୍ରବାର ଅନୁଷ୍ଠିତ
Read More...

ବାଙ୍କେଲ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଏଡସ୍‌ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ବାଙ୍କେଲ ଓ ସହଭାଗୀ ଅନୁଷ୍ଠାନ ସେବାଜଗତର ମିଳିତ ସହଯୋଗରେ ବିଶ୍ଵ ଏଡସ୍‌ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାଙ୍କେଲ ଉଚ୍ଚବିଦ୍ୟାଳୟର
Read More...

ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟାବଳୀର ଚତୁର୍ଥ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀର ଚତୁର୍ଥ ଦିବସ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଯୁକ୍ତଦୁଇ ଏବଂ ଯୁକ୍ତତିନି
Read More...

ପ୍ରଗତି କଳାକେନ୍ଦ୍ରର ୭ମ ବାର୍ଷିକ ଉତ୍ସବରେ ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଅନୁଷ୍ଠାନ ପ୍ରଗତି କଳାକେନ୍ଦ୍ରର ୭ମ ବାର୍ଷିକ ଉତ୍ସବରେ ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଯୋଗଦେଇ ମଞ୍ଚକୁ ପୁଲକିତ କରିଥିଲେ ।ଅବସରପ୍ରାପ୍ତ ସଂସ୍କୃତି ସଚିବ ଡ଼.ପ୍ରତାପ କୁମାର ସହାଣୀ, ରାଜ୍ୟ ସଙ୍ଗୀତ
Read More...