Daily Archives

‘କୋଶଳ ପ୍ରବାହ’ର ମହାପ୍ରଭାବ : ଫୁଟବଲ ଖେଳରେ ଘୁଡୁଘୁଡୁ ପଟ୍ଟି ଉପରେ ମୁରିବାହାଲ ପୁଲିସର ଚଢାଉ, ୪ଗିରଫ

ମାମଲା ରୁଜ୍ଜୁ, ମୋଟ ଟ୧୮ହଜାର, ୩୪୦ଟଙ୍କା ସହ ବହୁ ସାମଗ୍ରୀ ଜବତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ତଥା ବ୍ଲକ ଅଞ୍ଚଳର ୨୨ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହେଉଥିବା ଫୁଟବଲ, କ୍ରିକେଟ ମ୍ୟାଚ, ଯାନିଯାତ୍ରା, ବଜାର, ଜନଗହଳି ସ୍ଥାନ
Read More...

ପୁଣି ବୋର୍‌ୱେଲ୍‌ ଭିତରେ ଖସିପଡ଼ିଛି ନବଜାତ ଶିଶୁ କନ୍ୟା

ସମ୍ବଲପୁର : ପୁଣି ବୋର୍‌ୱେଲ୍‌ ଭିତରେ ଖସିପଡ଼ିଛି ନବଜାତ ଶିଶୁ କନ୍ୟା । ସମ୍ବଲପୁର ରେଙ୍ଗାଲି ଲାରିପାଲିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଛୁଆର କାନ୍ଦ ଶୁଣାଯାଉଥିବା କହିଛନ୍ତି ଉଦ୍ଧାରକାରୀ ଦଳ । ପାଇପ୍‌ ଦ୍ୱାରା ଶିଶୁକୁ ଏବେ
Read More...

ମାଲପଡ଼ା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ମାସିକିଆ ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ମାଲପଡାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡାର ରାସ୍ତାଗୁଡିକ କଚା, ଆବୁଠାବୁ ହୋଇ ରହିଛି ।
Read More...

କଂଟାବାଂଜି ପୋଷ୍ଟ ଅଫିସ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧର୍ମଘଟ

ଗ୍ରାମାଂଚଳ ଡାକ ସେବା ବ୍ୟାଘାତ କଂଟାବାଂଜି, (ଗୁରୁଦୟାଲ ହଂସ) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଆହ୍ୱାନ କ୍ରମେ ବଲାଙ୍ଗିର ମଣ୍ଡଳ ଅଧିନରେ କାର୍ଯ୍ୟରତ ଡାକ ସେବକ କର୍ମଚାରୀମାନେ ବିଭିନ୍ନ ଦାବୀ ନେଇ ମଂଗଲବାର ଦିନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ଏହି
Read More...

୫୬ତମ ସର୍ବ ଭାରତୀୟ ଫୁଟବଲ ପ୍ରତିଯୋଗିତା : ସଦାଇପାଲି ସାଇଟ ଦଳ ଫାଇନାଲରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମଠାରେ ୫୬ତମ ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ସାଇଟ ସଦାଇପାଲି ଏବଂ ସମ୍ବଲପୁର ଏଫ୍‌.ସି ମଧ୍ୟରେ ପ୍ରଥମ ସେମି-ଫାଇନାଲ ଖେଳ ହୋଇଯାଇଛି । ଖେଳର ପ୍ରଥମାର୍ଦ୍ଧର ୧୨
Read More...

ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସାମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସାମାରୋହ ଆରମ୍ଭ ହୋଇଯାଇଛି । ଅନସ୍ଲୋ ମିନି ଷ୍ଟାଡିୟମରେ ଅନ୍‌ସ୍ଲେ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟନ ସାମାରୋହରେ ମୁଖ୍ୟଅତିଥି ଭାବେ କ୍ରୀଡା ବିଭାଗ ଯୁଗ୍ମ ସଚିବ ଅଶୋକ
Read More...

ସୁଶିଳାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଉତ୍ସବ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ସ୍ଥିତ ସୁଶିଳାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ୩ଦିନିଆ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ଛତ୍ରପୁର ସରସ୍ଵତୀଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଆଜି ଉଦ୍‌ଯାପିତ ହୋଇଯାଇଛି । ଛତ୍ରପୁର କ୍ରୀଡାଙ୍ଗନରେ ୨ ଦିନ ଧରି ଚାଲିଥିବା ଶ୍ରୀରାମନଗରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୭ତମ ବାର୍ଷିକ କ୍ରୀଡ଼ା
Read More...

ଏଚ୍ଆରପିଏଲ୍‌ ର ବାର୍ଷିକ ଉତ୍ସବ

ମ,ରାମପୁର, ( ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଠାରେ ଥିବା ହରିପ୍ରିୟା ରିଫ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ଼ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବିଭୁ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ମୁରିବାହାଲରେ ୭ଦଫା ଦାବୀରେ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ : ବ୍ଲକ ଅଞ୍ଚଳରେ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଡାକ ମଣ୍ଡଳ ଅନ୍ତର୍ଗତ ମୁରିବାହାଲ ସବପୋଷ୍ଟ ଅଫିସ ସମ୍ମୁଖରେ ୧୬ଟି ପୋଷ୍ଟଅଫିସର ବ୍ରାଞ୍ଚ ପୋଷ୍ଟମାଷ୍ଟର ଓ ଡାକ କର୍ମଚାରୀମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଭିଲ
Read More...