ମାଗଣା ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ପକ୍ଷରୁ ଇଛାପଡ଼ା ପ୍ରହରୀ ମଣ୍ଡପଠାରେ ସ୍ଥାନୀୟ ଯୁବ ସ୍ୱେଛାସେବୀମାନଙ୍କ ସହାୟତାରେ ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରରେ ସର୍ବମୋଟ ଏକଶହ ସତୁରି (୧୭୦)!-->…
Read More...
Read More...