Daily Archives

ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା ୨୦୨୩-୨୪ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ୨୦୨୩-୨୪ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ଆଠଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ, କ୍ରୀଡା, ସାମାଜିକ ସଚେତନତା ପରି ବିଭିନ୍ନ କାର୍ଯ୍ୟକ୍ରମ
Read More...

ରୋତ କଲେଜରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ବାଣୀ ନିକେତନ ରୋତଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୁଲ୍ୟରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ରଥ ଓ କାର୍ଯ୍ୟକ୍ରମ ଅଧିକାରୀ ଅର୍ଜେନ୍ଦୁ
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା” ସପ୍ତମ ଦିବସରେ କ୍ରୀଡା…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର କ୍ରୀଡା ଓ
Read More...

ସମାଜସେବୀ କଲ୍ୟାଣୀ ମିଶ୍ରଙ୍କ ଦ୍ୱାରା ମୁମୁର୍ଷ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଟାସିଂହା ଲଛିପୁର ରାସ୍ତାର ବିଶେଶ୍ୱରପାଲି ନିକଟରେ ମୁମୁର୍ଷ ଅବସ୍ଥାରେ ଜଣେ ବୃଦ୍ଧଙ୍କୁ ସମାଜ ସେବି କଲ୍ୟାଣୀ ମିଶ୍ର ଉଦ୍ଧାର କରି ଲଛିପୁର ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ନହେବାରୁ ତାଙ୍କୁ ନାଇକେନପାଲି ସ୍ୟାସ୍ଥ୍ୟ
Read More...

ହ୍ୟାଣ୍ଡଲୁମ୍ ସେକ୍ଟରରୁ ଜିଏସ୍‌ଟି ଛାଡ କରିବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସଂସଦର ଶୀତକାଳୀନ ଅଧିବେଶନରେ ଆଜି ଶୂନ୍ୟକାଳରେ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦାବୀ ଉପସ୍ଥାପନ କରିଥିଲେ ଯେ, କେନ୍ଦ୍ର ସରକାର ହ୍ୟାଣ୍ଡଲୁମ୍ ସେକ୍ଟରରୁ ଜିଏସ୍‌ଟି
Read More...

ମଦ ଦୁର୍ନୀତି ଉପରେ ନିରପେକ୍ଷ ତଦନ୍ତ ଦାବୀ କରି ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଦ ଦୁର୍ନୀତି ଉପରେ ନିରପେକ୍ଷ ତଦନ୍ତ ଦାବୀ କରି ଆଜି ବଲାଙ୍ଗିର ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ବିଜେଡ଼ି ସରକାରଙ୍କ ସମର୍ଥନରେ ରାଜ୍ୟରେ ୫ ଶହ କୋଟି
Read More...

ବଙ୍ଗୋମୁଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ଓ ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ସିଂ ଯୋଗ ଦେଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଏହି
Read More...

କେନ୍ଦ୍ର ସରକାରଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଟିଟିଲାଗଡରେ ଧର୍ମଘଟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆ ଯାଇଥିବା ଧର୍ମଘଟକୁ ସମର୍ଥନ ଜଣାଇ ବଲାଙ୍ଗିର ମଣ୍ଡଳ ଟିଟିଲାଗଡ ମୁଖ୍ୟ ଡାକଘର ଶାଖା ଅଧିନରେ ଥିବା ୨୧ ଟି ଗ୍ରାମୀଣ ଡାକ ସେବକ ମାନେ ଉପସ୍ଥିତ ରହି ଟିଟିଲାଗଡ ମୁଖ୍ୟ ଡାକଘର
Read More...

ମରାସୁର ବଧ ସହ ୪୨ତମ ଭାଲୁମୁଣ୍ଡା କୁମାର ଲୋକ ମହୋତ୍ସବ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ରାଇଜିଙ୍ଗ ଷ୍ଟାର ୟଙ୍ଗମାସ କ୍ଲବ ତରଫରୁ ଚାଲିଥିବା ୪୨ତମ ଭାଲୁମୁଣ୍ଡା କୁମାର ଲୋକ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ନାଟ୍ୟାଭିନୟ ହୋଇଥିଲା । ଏହି ରଙ୍ଗମଂଚରେ
Read More...

ନାରୀ ହେଲେ ପାଠୋଇ, ଦେଶ ଯିବ ଆଗେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ହେଲେ ପାଠୋଇ, ଦେଶ ଯିବ ଆଗେଇ ନାରାରେ ଆଜି ପ୍ରକମ୍ପିତ ହୋଇଛି ବଲାଙ୍ଗିର ସହର । ଯୁବ ସମନ୍ୱିତ ବିକାଶ କାର୍ଯ୍ୟକ୍ରମ ଅବସରରେ ଆଜି ଛାତ୍ରୀମାନଙ୍କ ଏକ ବିଶାଳ ରାଲି ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିବା ଦେଖିବାକୁ
Read More...