Daily Archives

ପଶ୍ଚିମ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତିର ମୂଳଦୁଆ ଥିଲେ କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତିର ମୂଳଦୁଆ ଥିଲେ କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ । ତାଙ୍କର ତ୍ୟାଗପୂତ ଜୀବନ ଓ ସଂସ୍କୃତି ସମର୍ପିତ ପ୍ରାଣେତା ହିଁ ଆଜିର ଯୁବପିଢି ପାଇଁ ଉଜ୍ୱଳ ଆଲୋକର ବତୀଘର ସଦୃଶ୍ୟ ବୋଲି ମତ ପ୍ରକାଶ ପାଇଛି ଗୁରୁ ଭଗବାନ ସାହୁ
Read More...

ମାସିକ ରଚନା ସନ୍ଧ୍ୟା

ସଂସ୍କୃତି, ପରମ୍ପରା ଓ ଆଧୁନିକତା ମଧ୍ୟରେ ସମନ୍ୱୟ ଜରୁରୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ଜୀବନରେ ସଂସ୍କୃତି, ପରମ୍ପରା ଓ ଆଧୁନିକତା ସର୍ବଦା ଗତିଶୀଳ ଓ ପରସ୍ପର ଦ୍ୱାରା ପ୍ରଭାବିତ। ଆଧୁନିକତାର ସ୍ପର୍ଶରେ ଯୁଗ ଯୁଗ ଧରି ପ୍ରତିଷ୍ଠିତ ସାମାଜିକ ଓ ସାଂସ୍କୃତିକ ବିଭବକୁ ଭୁଲିଯିବା
Read More...

ପତ୍ନୀହନ୍ତାକୁ ଦଶବର୍ଷ ଜେଲ୍‌

ଚମ୍ପୁଆ : ଏକ ହତ୍ୟା ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସରୋଜ କୁମାର ଦାସ ଝୁମ୍ପୁରା ଥାନା ଅର୍ଶଳା ଗ୍ରାମର କୁନାଲ ମହାନ୍ତ (୨୭)କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅର୍ଶଳା ଗ୍ରାମର କୁନାଲ ରାଇଗୋଡ଼ି ଗ୍ରାମର ଲିଲିମଣି ମହାନ୍ତ (୨୫)ଙ୍କୁ
Read More...

ରାଜଧାନୀରୁ ହେଲା ସିରିଜ୍‌ ଲୁଟ୍‌

ବାରଙ୍ଗ : ରାଜଧାନୀରୁ ପୁଣି ହେଲା ସିରିଜ୍‌ ଲୁଟ୍‌ । ଏଥର ଲୁଟ୍‌ର ଟାର୍ଗେଟ ହେଲା ଆପର୍ଟମେଣ୍ଟ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ । ଖବର ଅନୁଯାୟୀ, ଭୁବନେଶ୍ୱର ସ୍ପେସ୍‌ ଟାଉନ୍‌ ଆପାର୍ଟମେଣ୍ଟର ୫ଟି ବ୍ଲକରୁ ହୋଇଛି ଲୁଟ୍‌ । ତାଲା ଏବଂ କବାଟ ଭାଙ୍ଗି ଲୁଟେରା ଲୁଟି ନେଲେ ୫୦ ଲକ୍ଷରୁ
Read More...

ଡିସେମ୍ବର ୧୬ରୁ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର

ପୁରୀ : ଡିସେମ୍ବର ୧୬ ତାରିଖରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।ଡିସେମ୍ବର ୩୧ ରବିବାର
Read More...

ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସୋମବାର ସନ୍ଧ୍ୟାରେ ଉଦ୍‌‌ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍‌‌ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ମାଇଣ୍ଡ ଲ୍ୟାବ୍‌‌, ରିହାବିଲିଟେସନ୍‌‌ ଲ୍ୟାବ୍‌‌, ରିକଭରି
Read More...

ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ : ଶିମିଳିପାଳରେ ସର୍ବନିମ୍ନ ୪ ଡିଗ୍ରୀ

ବାରିପଦା : ମୟୂରଭଞ୍ଜ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ବୃଦ୍ଧାବୃଦ୍ଧ, ଶିଶୁ, ଗୃହପାଳିତ ପ୍ରାଣୀ ଓ ବନ୍ୟପ୍ରାଣୀମାନେ କଷ୍ଟ ଭୋଗୁଛନ୍ତି । ଏପରିକି ଜିଲ୍ଲାରେ ୧୦ ଡିଗ୍ରୀ ତଳେ ତାପମାତ୍ର ରହୁଥିବା ବେଳେ ଜୈବ ମଣ୍ଡଳ ଶିମିଳିପାଳରେ ପାରଦ ସର୍ବନିମ୍ନ ୪ ଡିଗ୍ରୀ ସେଲ୍‌ସିୟସ ରହିଛି ।
Read More...

ଜାନୁୟାରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର : ଜାନୁୟାରୀ ୨ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ୨୬ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସ୍‌ଇ) ପକ୍ଷରୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପରୀକ୍ଷା କେନ୍ଦ୍ରଗୁଡିକୁ ପଠାଯିବ । ଯଦି କୌଣସି ସ୍ଥାନରେ
Read More...

ବଲାଙ୍ଗିର ସୁଦ୍‌ପଡ଼ା ମଦଭାଟିରୁ ବାହାରିଥିବା ଶହ ଶହ କୋଟି ଟଙ୍କା ଘଟଣାରେ ସିବିଆଇ ତଦନ୍ତ ଦାବୀ କଲେ ବରିଷ୍ଠ ଆଇନଜୀବୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦ୍‌ପଡ଼ା ମଦଭାଟିରୁ ବାହାରିଥିବା ଶହ ଶହ କୋଟି ଟଙ୍କା ଘଟଣାରେ ସିବିଆଇ ତଦନ୍ତ ଦାବୀ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା କୋଶଲ୍‌ବାଦୀ ନେତା ପ୍ରମୋଦ କୁମାର ମିଶ୍ର । ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଶ୍ରୀ ମିଶ୍ର କହିଛନ୍ତି
Read More...

ଶରଦ ପାୱାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏନସିପି ନେତା ଶରଦ ପାୱାରଙ୍କୁ ତାଙ୍କ ୮୩ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଦିଆଯାଇଥିବା ଶୁଭେଚ୍ଛା ଜଣାଇ ମୋଦି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି । ସେ ସୋସିଆଲ ମିଡିଆରେ
Read More...