Daily Archives

ଆରମ୍ଭ ହୋଇଛି ସୁନାପୁର ବେଳାଭୂମିରେ ଇକୋ-ରିଟ୍ରିଟ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ସୁନାପୁରର ବିସ୍ତୀର୍ଣ୍ଣ ବେଳାଭୂମିରେ ଗତକାଲିଠାରୁ ଆରମ୍ଭ ହୋଇଛି ବେଳାଭୂମି ଇକୋ-ରିଟ୍ରିଟ୍ ମେଳା । ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଆସୁଅଛି । ବେଳାଭୂମି ପରିସରରେ ଜନ ଅରଣ୍ୟ ସାଂଗକୁ ପ୍ରାକୃତିକ ଓ
Read More...

ଟଙ୍କା ସୁନା ଗହଣା ଲୁଟ୍‌ ଘଟଣାରେ ସିକ୍ୟୁରିଟିମାନଙ୍କୁ ପଚାରା ଉଚରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ୧୦ନମ୍ବର ୱାର୍ଡ ଅଧିନସ୍ଥ ଗ୍ରାସୀମ କମ୍ପାନୀର ଷ୍ଟାଫ କଲୋନୀରେ ଦୀର୍ଘ ଦିନ ହେବ ରହି ଆସୁଥିବା ସନଟେକ କମ୍ପାନୀ ପରିଚାଳକ ହିମାଂଶୁ ମିଶ୍ରଙ୍କ କ୍ୱାଟରରୁ ଲକ୍ଷାଧିକ ଟଙ୍କା ସମେତ ସୁନା ଗହଣା ଲୁଟ୍‌ ହୋଇଥିବା ନେଇ ଗତ ବୁଧବାର
Read More...

ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ଗ୍ରାମରେ ଥିବା ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଆଇୱାଇଡିପି ଯୋଜନା ତରଫରୁ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଲେବଡା
Read More...

ଝରବାହାଲି ବିଦ୍ୟାଳୟରୁ ଏମ୍‌ଡିଏମ୍‌ ଟଙ୍କା ଆତ୍ମସାତ ଓ କାର୍ଯ୍ୟରେ ଅବହେଳା ଅଭିଯୋଗ ଘଟଣାରେ : ପ୍ରଧାନ ଶିକ୍ଷକ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ପ୍ରକଳ୍ପ ଉଚ୍ଚ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ବାବଦରେ ୧ ଲକ୍ଷ ଟଙ୍କା ଉଠାଣ କରି ଆତ୍ମସାତ କରିବା ଓ କାର୍ଯ୍ୟରେ ଅବହେଳା କରି ଆସୁଥିବା ନେଇ
Read More...

ଘରେ ପଶିଲା ଜଙ୍ଗଲି ଭାଲୁ

କଳାହାଣ୍ଡି : ଧର୍ମଗଡ ବ୍ଲକ ବଡଘୁମର ଗାଁ ଚାଉଲିଆ ପଡ଼ାରେ ଭାଲୁ ଆତଙ୍କ । ଗତକାଲି ଗାଁର ମେହେରପଡ଼ାରେ ଜଣଙ୍କ ଘରେ ଭାଲୁ ପଶି ଯାଇଥିବା ବେଳେ ଆଜି ପୁଣି ଗାଁ ମୁହାଁ ହେଲା ଭାଲୁ । ସ୍ଥାନୀୟ କୁମୁଡି ଡଙ୍ଗରରୁ ଭାଲୁ ଆସିଥିବା ସୂଚନା ମିଳିଛି । ସେହି ଡଙ୍ଗରରେ ୧୦ ଟିକିଆ ଭାଲୁ ପଲ ଥିବା
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା : ସରନା ଯୁବକ ସଂଘ ତରଫରୁ ମେଳି ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଦ୍ବିତୀୟ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ସରନା ଯୁବକ ସଂଘ ତରଫରୁ କମ୍ପାନୀ ପକ୍ଷରୁ କିପରି ଜମି ହଡପ୍‌ ଓ ଏହା ବିରୁଦ୍ଧରେ ଜନମତ ଉପରେ ଆଧାରିତ ନାଟକ ମେଳି ମଞ୍ଚସ୍ଥ ହୋଇଥିବା ବେଳେ
Read More...

ୟଙ୍ଗ୍‌ଷ୍ଟାର୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ କୁର୍‌ସୁଡ୍‌ ଚାମ୍ପିଆନ୍

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ତଥା ସିନ୍ଧେକେଲା ଥାନା ଅନ୍ତର୍ଗତ କୁର୍‌ସୁଡ୍‌ ଗ୍ରାମର ନୀଳଚକ୍ର ଖେଳପଡିଆଠାରେ ଚାଲିଥିବା ୟଙ୍ଗ୍‌ଷ୍ଟାର୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଗୋଟି ଦଳ
Read More...

ତୁରେକେଲା ଆର୍‌ଜିପିଏସ୍‌ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାରେ ସ୍ଥିତ ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସପ୍ତାହ ବ୍ୟାପି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମର ଚତୁର୍ଥ ଦିବସ ଶନିବାର ଦିନ ପ୍ରାତଃ
Read More...

ଜୟ ରାକାମବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନୀ ମ୍ୟାଚ୍‌ରେ ସୁଲେକେଲା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁର ପୋଡ଼ଖାଇ ଖେଳପଡିଆଠାରେ ରାକାମବୁଢା ଫୁଟବଲ କ୍ଲବ ପକ୍ଷରୁ ୪ତମ ଜୟ ରାକାମ ବୁଢାଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି
Read More...

ଶଳାବୁଢା ଅଟଲ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ସମାରୋହ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ବ୍ଲକ ଅନ୍ତର୍ଗତ ସମଲେଶ୍ୱରୀ ବିହାରଠାରେ ଫାର୍ମାସିଷ୍ଟ କଲେଜର ସଭା ଗୃହରେ ସ୍ୱର୍ଗତ ଅଟଲ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ସମାରୋହ ଅଧ୍ୟକ୍ଷ ଅନ୍ନବାଦିତ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶଳା ବୁଢା, ଆଦିମ୍‌ ବିଚାର୍‌ ଓ ଶଳା
Read More...