Daily Archives

ପାଟଣାଗଡ଼ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ପାଢେଲ ଗ୍ରାମ ନିକଟରେ ଆଜି ପାଖାପାଖି ଅପରାହ୍ନ ୪ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଶୋଚନୀୟ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ପାଟଣାଗଡ଼
Read More...

ନିଖିଳ ବଙ୍ଗ ସାହିତ୍ୟ ସମ୍ମିଳନୀ ଉଦ୍‌ଯାପିତ

ରାଉରକେଲା,(ସସ୍ମିତା ପ୍ରଧାନ) : ନିଖିଳ ବଙ୍ଗ ସାହିତ୍ୟ ସମ୍ମିଳନୀର ଦୁଇ ଦିନିଆ ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଦାଣ୍ଡିଆପାଲିର ପଞ୍ଚମ ରେଷ୍ଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୃଷ୍ଟପୋଷକ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଆବାହକତ୍ଵ
Read More...

ଶିଶୁ କ୍ୟାନ୍ସର ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନତା ଦ୍ଵାରା ହିଁ କ୍ୟାନ୍ସରକୁ ପ୍ରତିହତ କରାଯାଇ ପାରିବ ବୋଲି ଆୟୋଜିତ ଶିବିରରେ ବହୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବରପାଲି ସାମ୍ବାଦିକ ସଂଘର ମିଳିତ ଆନୁକୁଲ୍ୟରେ ଶିଶୁ
Read More...

ବାରବଖରାରେ ପରିବେଶ ସୁରକ୍ଷା ଆଲୋଚନାଚକ୍ର

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ର ପରିବେଶ ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅମ୍ବାଭୋନା ବ୍ଲକ କର୍ଲା ଗ୍ରାମ ନିକଟସ୍ଥ ବାରବଖରାଠାରେ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ମଞ୍ଚ ସଭାପତି ପ୍ରାଧ୍ୟାପକ ପ୍ରମୋଦ କୁମାର ହୋତାଙ୍କ ସଭାପତିତ୍ୱରେ
Read More...

ଗନ୍ଧମାର୍ଦ୍ଦନ ପାହାଡରେ ବନପାଳ ତାଲିମାର୍ଥୀ ବୁଲିଲେ ପାହାଡ : ଚିହ୍ନିଲେ ଗଛ

ଖପ୍ରାଖୋଲ, (ଅଶୋକ କୁମାର ବାଗ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ହରିଶଙ୍କର ବାନାଞ୍ଚଳ ଗନ୍ଧମାର୍ଦ୍ଦନ ପାହାଡ଼ରେ ଭୁବନେଶ୍ୱର ବନପାଳ ତାଲିମ କେନ୍ଦ୍ରରୁ ୩୬ ଜଣ ତାଳିମାର୍ଥୀ ମଙ୍ଗଳବାର ପହଞ୍ଚିଥିଲେ । ଗନ୍ଧମାର୍ଦ୍ଦନ ପାହାଡ଼ ବୁଳି ଦେଖିବା ସହ, ପାହାଡ ପାଦଦେଶରେ ୮ କିମି ଚାଲିଥିଲେ ।
Read More...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ଠକ ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ଠକ ପ୍ରେମିକ । ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ମଶିଣା ଗାଁର ଜଣେ ଯୁବତୀ ଏଭଳି ଏକ ଅଭିଯୋଗ ନେଇ ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କର କହିବା ଅନୁସାରେ ଖପ୍ରାଖୋଲ ଥାନା ଅନ୍ତର୍ଗତ
Read More...

ଝାଙ୍କ୍ରିପାଲି ଧନୁଯାତ୍ରା ମହୋତ୍ସବ : ବଡ ସାନଙ୍କ ଘୁଡୁକା ନାଚରେ ଦୁଲୁକିଲା ମଞ୍ଚ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ଘୁନସର ପଞ୍ଚାୟତ ଝାକ୍ରିପାଲି ଗ୍ରାମରେ ଦ୍ଵିତୀୟ ବର୍ଷ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହୋଇଥିବା ଚତୁର୍ଥ ରଜନୀରେ କଂସଙ୍କ ଦିଗ୍‌ବିଜୟ, ଶ୍ରୀକୃଷ୍ଣ ଜନ୍ମ ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଅତିଥି
Read More...

ରବି ୨୦୨୩-୨୪ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

ଜିଲ୍ଲାର କୃଷି ଓ କୃଷକଙ୍କୁ ସଶକ୍ତିକରଣ ଆମର ଲକ୍ଷ୍ୟବ୍ୟାପକ ସଚେତନତା ଓ ଚାଷୀ ପରାମର୍ଶ ନିମନ୍ତେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାର ରବି ୨୦୨୩-୨୪ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷିନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳଙ୍କ
Read More...

ଖପ୍ରାଖୋଲ କେଜିବିଭି ବୁଲି ଦେଖିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲଠାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟକୁ ବୁଲି ଦେଖିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର । ବିଦ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କ ସହ ଭେଟି ବିଭିନ୍ନ
Read More...

କୁରୁଲ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଶୀତକାଳୀନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିକଳ୍ପ ପରିବାରରେ ପାଳିତ ୫୦ରୁ ଅଧିକଙ୍କୁ ନେଇ କୁରୁଲ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଶିତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ପିଲାମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବା, ଆବେଗ ନିୟନ୍ତ୍ରଣ, ସେମାନଙ୍କ ମଧ୍ୟରେ ଦେଖାଯାଉଥିବା
Read More...