Monthly Archives

October 2024

ଡେଲାଙ୍ଗ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବ୍ଲକସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଡେଲାଙ୍ଗ ବ୍ଲକ ସିଡିପିଓ ଜାପାନୀ କୁମାରୀ ମିତ୍ରଙ୍କ ତତ୍ତ୍ୱାବଧାନ
Read More...

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତା ନ୍ୟାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମ ଏସିଆର୍‌ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ।ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :'ପ୍ରଧାନମନ୍ତ୍ରୀ
Read More...

ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅକ୍ଟୋବର ୨ରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ରେ ଅଂଶଗ୍ରହଣ…

ପ୍ରଧାନମନ୍ତ୍ରୀ ୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ପରିମଳ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବେଏଥିରେ ଅମୃତ ଓ ଅମୃତ ୨.୦, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ଗୋବର୍ଧନ ଯୋଜନା ଅଧୀନରେ ଥିବା ପ୍ରକଳ୍ପ ସାମିଲସ୍ୱଚ୍ଛତା ହିଁ ସେବା ୨୦୨୪ର ବିଷୟବସ୍ତୁ : ‘ସ୍ୱଭାବ
Read More...

ଗୋରାପୁର-ଦର୍ଲିପୁର ସେକ୍ସନ ଦୋହରୀକରଣ ପୂର୍ବତଟ ରେଳପଥ ପାଇଁ ମାଇଲଖୁଣ୍ଟ ଉପଲବ୍ଧି

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥର ୱାଲ୍ଟିୟର ଡିଭିଜନ ଆଜି ୧୨.୬୪୯ କିଲୋମିଟର ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ କାର୍ଯ୍ୟକ୍ଷମ ହେବା ସହ ରେଳ ସୁରକ୍ଷା କମିଶନର (ଦକ୍ଷିଣ ପୂର୍ବ ସର୍କଲ) ବ୍ରିଜେଶ କୁମାର ମିଶ୍ରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି । କଡ଼ା ସୁରକ୍ଷା
Read More...

ଡିପିଆଇଆଇଟି ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୪ ପାଳିତ

୫୧୯ଟି ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟକୁ ରୂପାନ୍ତରିତ କରିବା ସହ ୨୩୬ଟି ଜନଭାଗିଦାରୀ କାର୍ଯ୍ୟକ୍ରମର ଆୟୋଜନ ନୂଆଦିଲ୍ଲୀ, (ପିଆଇବି) : ସ୍ୱଚ୍ଛ ଭାରତ ମିଶନର ୧୦ମ ବାର୍ଷିକୀ ପାଳନ ଅବସରରେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ସ୍ୱଚ୍ଛତା ହିଁ ସେବା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା

ରାଉରକେଲା : ଗତକାଲି ରାତି ପ୍ରାୟ ୧୧ଟାରେ ଲାଠିକଟା ସୁଇଡ଼ିହି ନିକଟ ତୁମୁଳକାଣ୍ଡ ଠାରେ ଛିଡା ହୋଇଥିବା ଏକ ନାଇଟକୋଚ ବସକୁ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବସ୍‌ ଡ୍ରାଇଭର ଭବାନୀ କୁମାର ଡାକୁଆ (୪୭)ଙ୍କ ମୃତ୍ୟୁ ହୋଇଛି । ଲାଠିକଟା ପୁଲିସ ନାଇଟକୋଚ ବସକୁ ଜବତ କରି
Read More...

ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ପବ୍ଲିଶର୍ସର ୪୪ତମ ପୁରସ୍କାର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ପବ୍ଲିଶର୍ସର ୪୪ତମ ପୁରସ୍କାର ପ୍ରଦାନ ଉତ୍ସବରେ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଉକ୍ରର୍ଷତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓଙ୍କୁ ପ୍ରକାଶକ ବନ୍ଧୁ ଭାବରେ ପୁରସ୍କୃତ କରାଯାଇଛି । ଭାରତୀୟ
Read More...

ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ଏ.ଇ.ଏସ୍. ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବାବେଳେ ପରିଚାଳନା କମିଟି
Read More...

ସରକାରୀ ଅବକାରୀ ନୀତିକୁ ‘ଫୁ’ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଉରକେଲା…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବକାରୀ ଅଧୀକ୍ଷକ, ସେକ ଆସଫ ଅଲ୍ଲୀଙ୍କ ନିଜ କାର୍ଯ୍ୟାଳୟ ଠାରେ ରାଉରକେଲା ବିଜେଡିର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି, ଆଗକୁ ମାଙ୍କ ଦୁର୍ଗାପୂଜା ପାଇଁ ରାଉରକେଲାରେ ଅବକାରୀ ନିତି ନିୟମକୁ ବେଖାତିର କରି ଯେଉଁ ବ୍ୟବସାୟୀ ଓ ଲୋକ ମାନେ, ବିନା
Read More...

ମୁରିବାହାଲ ଡ଼ିଗ୍ରୀ କଲେଜର ଯୁବ ରେଡ଼କ୍ରସ ଓ ଏନ୍‌ଏସ୍‌ଏସ୍‌ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୨୬ୟୁନିଟ ରକ୍ତ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସୋମବାର ଯୁବ ରେଡ଼କ୍ରସ ଓ ଜାତୀୟ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...