Daily Archives

ବଲାଙ୍ଗିର ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସଂସ୍କୃତିର ବିଶ୍ଵ ସମୁଦାୟକୁ ସର୍ବଶ୍ରେଷ୍ଠ ଅବଦାନ ହେଉଛି ଯୋଗ । ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆତ୍ମିକ ଉନ୍ନତି ପାଇଁ ଯୋଗ ଏକାନ୍ତ ଆବଶ୍ୟକ । ଯୋଗ ଋଷି ସ୍ୱାମୀ ରାମଦେବ ଜି ମହାରାଜାଙ୍କ ଅଦମ୍ୟ ଉଦ୍ୟମ ତଥା ଭାରତର ଯଶସ୍ୱୀ ପ୍ରଧାନ
Read More...

ମୁରିବାହାଲ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣା : ଅଭିଯୁକ୍ତ ଯୁବକ ଗିରଫ

ପୋକସୋ କୋର୍ଟ ଚାଲାଣ, ୧୪ମାସ ପରେ ନାବାଳିକା ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀ (୧୬ବର୍ଷ)ଙ୍କୁ ଅପହରଣ ଘଟଣାରେ ପୁଲିସ ମୁରିବାହାଲ ପଞ୍ଚାୟତ ସାଲେପଡା ଗ୍ରାମର ଶିବ ଦୀପଙ୍କ ପୁଅ
Read More...

ରାମାୟଣାମ୍ମାଙ୍କ ଯାତ୍ରା କମିଟି ପକ୍ଷରୁ ମା’ ବ୍ୟାଘ୍ର ଦେବୀଙ୍କୁ ଆସିଲା ଭେଟି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍‌ରେ ଅନୁଷ୍ଠିତ ହେଉଥିବା ବର୍ଣ୍ଣାଢ଼୍ୟ ଉତ୍ସବ ମୁଖର ମା'କୁଲାଡ଼-ବ୍ୟାଘ୍ର ଦେବୀଙ୍କ ଯାତ୍ରା ମଙ୍ଗଳବାର ମଧ୍ୟରାତ୍ରୀରେ ଉଦଯାପିତ ହେବାକୁ ଯାଉଛି । ଗତ ୩ ତାରିଖରେ ଆରମ୍ଭ
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ-୨୦୨୪ ଘୋଷଣା

ଏୱାଇଡିଏମ୍‌ଏସ୍‌ର ତୃତୀୟ ସଂସ୍କରଣରେ ଟିଭି, ରେଡିଓ ଏବଂ ଛାପା ଗଣମାଧ୍ୟମ କ୍ଷେତ୍ରରେ ବିଭିନ୍ନ ଭାଷାରେ ୩୩ଟି ସମ୍ମାନ ପ୍ରଦାନ କରାଯିବଯୋଗର ବାର୍ତ୍ତା ପ୍ରଚାର ପ୍ରସାର କରିବାରେ ଗଣମାଧ୍ୟମର ଯୋଗଦାନକୁ ମାନ୍ୟତା ଦେବା ଲାଗି ଦିଆଯିବ ପୁରସ୍କାର ଭୁବନେଶ୍ୱର, (ପିଆଇବି) : ସୂଚନା ଓ
Read More...

ମେଧା ସମ୍ବର୍ଦ୍ଧନା ସମାରୋହ ୨୦୨୪ ଅନୁଷ୍ଠିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖିଥିବା ମେଧା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ଓଡିଶାର କୋଣ ଅନୁକୋଣରେ ସମ୍ମାନିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହର ସ୍ଥିତ ଅଗ୍ରଣୀ ସାମାଜିକ ଓ
Read More...

ମାଁ ମାହେଶ୍ୱରୀ ସେନା ବଲାଙ୍ଗିର ତରଫରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମ ପଂଚାୟତରେ ମୋତିଝରିଆ ଗ୍ରାମରେ ତୃତୀୟତମ ପବିତ୍ର ଶିତଳଷଷ୍ଠି ଉପଲକ୍ଷେ ମାଁ ମାହେଶ୍ୱରୀ ସେନା ବଲାଙ୍ଗିର ତରଫରୁ ଏକ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସକ୍ରିୟ
Read More...

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ଲୋକଙ୍କ ସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ଗରିବଙ୍କ ପାଇଁ ସମର୍ପିତ ଥିଲା ପ୍ରଥମ କ୍ୟାବିନେଟ୍ ନିଷ୍ପତ୍ତି : ଶ୍ରୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : ଅଶ୍ୱିନୀ ବୈଷ୍ଣବ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ବୈଷ୍ଣବ
Read More...

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ

ଭୁବନେଶ୍ୱର : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ନାଁରେ ମୋହର ବାଜିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ
Read More...

ଦାଦନ ଶ୍ରମିକ ଦୁଃଖ ଶୁଣିବ କିଏ : ଦଇବକୁ ବିଧାତା ସାହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିଗାଁ ଠାରେ ଏକ ଦାଦନ ଶ୍ରମିକର କରୁଣ କାହାଣୀ ଦେଖିବାକୁ ମିଳିଛି । ଦହିଗାଁ କଲୋନିପଡାର ଦୁଆରୁ ବରିହା(୩୮) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବରିହା ବହୁ ଦୁଃଖରେ ଦିନ କାଟୁଛନ୍ତି । ଦୁଆରୁ ବରିହା ଅନ୍ୟ ଲୋକଙ୍କ କାମ କରି
Read More...

ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

ଭୁବନେଶ୍ୱର : ଆସନ୍ତା ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା । ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି ହୋଇଛି । ନୂଆ ସରକାର ଗଠନ ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ,
Read More...