ମାସିକ ରଚନା ସନ୍ଧ୍ୟା : ମା ମାଟି ଓ ଜୀବନର କଥା କହେ ମୋର ଗଳ୍ପ
ବଲାଙ୍ଗିର, (କେପିଏନ୍ଏସ୍) : ପିଲାଦିନରୁ ଲେଖାଲେଖି ପ୍ରତି ମୋର ଆଗ୍ରହ ଥିଲା । ସାଧାରଣ ମଣିଷର ଦୁଃଖ ଓ ବେଦନା ମୋତେ ଆନ୍ଦୋଳିତ କରୁଥିଲା । ଯେଉଁ ମାଟିରେ ମୁଁ ବଢ଼ିଛି, ଯେଉଁ ମଣିଷମାନଙ୍କର ସଂସ୍ପର୍ଶରେ ମୁଁ ଆସିଛି ସେମାନଙ୍କ ନିଛକ ଜୀବନ କାହାଣୀକୁ ହିଁ ମୋର ଗଳ୍ପ ମାଧ୍ୟମରେ ପ୍ରକାଶ!-->…
Read More...
Read More...