Daily Archives

ଜାତୀୟ ଉଠା ଦୋକାନୀ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାନୁଆରୀ ୨୦ ତାରିଖରେ ନିଆରା ଭାବରେ ପାଳିତ ହୋଇଯାଇଛି 'ଜାତୀୟ ଉଠା ଦୋକାନୀ ଦିବସ' । ଏହା ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଦ୍ୱାରା ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

କମାଲ ଦେଖାଇଲେ ବଲାଙ୍ଗିରର ଝିଅ, ମିସ ଓଡିଶାରେ ପ୍ରଥମ ସ୍ଥାନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବିୟୁଟି ଏକ୍ସପୋ ସବ୍‌ଜୁନିଅର ମିସ ଓଡିଶା ଝାରସୁଗୁଡ଼ା ଜିଲ୍ଲା ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଥିବା ବେଳେ କମାଲ ଦେଖାଇଛନ୍ତି ବଲାଙ୍ଗିର ଜିଲ୍ଲାର ଝିଅ । ଗାନ୍ଧୀନଗରପଡାର ନିରଂଜନ ଶର୍ମା ଓ ସୀମା ଶର୍ମାଙ୍କ ଝିଅ ଐଶର୍ଯ୍ୟା ଶର୍ମା(୧୪) ବିୟୁଟି ଏକ୍ସପୋ
Read More...

ଜିଲ୍ଲାସ୍ତରୀୟ ୟୁଥ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟଠାରେ ଆଜିଠାରୁ ଜିଲ୍ଲାସ୍ତରୀୟ ୟୁଥ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାର ୩୦ଟି କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ତିନି ଦିବସୀୟ ଏହି ୟୁଥ ରେଡ଼କ୍ରସ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି
Read More...

ବାଥୁଡ଼ି ଓ ସାନ୍ତାଳମାନଙ୍କର କଳା ଏବଂ କଳାବସ୍ତୁ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ସାନ୍ତାଳ ଘର ପ୍ରାଙ୍ଗଣ ଓ ଜୁଆଙ୍ଗ ମଣ୍ଡପରେ ଓଡ଼ିଶାର ଦୁଇ ଗୋଟି ଜନଜାତି ଯଥା ବାଥୁଡ଼ି ଓ ସାନ୍ତାଳମାନଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନୀ
Read More...

ରାସ୍ତାରେ ଜଳିଗଲା ବୁଲେଟ୍‌

ଭୁବନେଶ୍ୱର : ଶିରିପୁର ଛକ ନିକଟରେ ବିଚ୍‌ ରାସ୍ତାରେ ଏକ ବୁଲେଟ୍‌ ଜଳିଯିବାର ଖବର ମିଳିଛି । ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବୁଲେଟ୍‌ରେ ନିଆଁ ଲାଗିଯିବାର ଦେଖି ଛକ ନିକଟରେ ଥିବା ଲୋକେ ଭିଡ଼ ଜମାଇଥିଲେ । ଦୁର୍ଘଟଣାର କାରଣ ଓ ଆହତ
Read More...

ଓଲଟିଲା ମିନିବସ୍‌ : ୨ ମୃତ, ୧୦ରୁ ଅଧିକ ଆହତ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ବଣିଆ ବସା ନିକଟସ୍ଥ ମାଙ୍କଡଡ଼ିଆଁ ନିକଟରେ ମିନିବସ୍ ଓଲଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛ । ଓଆର୍୦୨ବିବି୯୭୭୭ ନମ୍ବର ମିନି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା
Read More...

ହିନ୍ଦ ମଜଦୁର ସଭାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପ୍ରଭାତ ତ୍ରିପାଠୀ ହିନ୍ଦ ମଜଦୁର ସଭା ରାଜ୍ୟ ସାଧାରଣ ସଂପାଦକ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହିନ୍ଦ ମଜଦୁର ସଭା (ଏଚ୍‌ଏମଏସ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Read More...

୨୧ତମ ଲୋକଉତ୍ସବ ଅବସରରେ କବିତା ଓ ଗଳ୍ପ ପାଠୋତ୍ସବ : ସମ୍ବର୍ଦ୍ଧିତ ହେଲେ ଡ. ଶିବପ୍ରିୟା ମିଶ୍ର ଓ ଦେବହୂତି କର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳର ପୁରୁଣା ମଞ୍ଚରେ ୨୧ତମ ଲୋକଉତ୍ସବ ଅବସରରେ କବିତା ଓ ଗଳ୍ପ ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି ବିଶିଷ୍ଠ ସାହିତ୍ୟ ସାଧିକା ଡ. ଶିବପ୍ରିୟା ମିଶ୍ର ଓ ଶ୍ରୀମତୀ ଦେବହୂତି କର । ପାଖାପାଖି ୭୦ ଜଣ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ମାତୃଭୂମି ଓ ମାତୃଭାଷା ପ୍ରତି ସମର୍ପିତ ପ୍ରାଣ ତଥା ଜୀବନର କବି ମଧୁସୂଦନ : ଶ୍ରୀ ପାଟ୍ଟଶାଣୀ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି
Read More...

ପାର୍ବତୀ ଗିରି ସେବା ସମ୍ମାନରେ ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ସମାଜସେବୀ ପାର୍ବତୀ ଗିରି (୧୯ ଜାନୁଆରୀ ୧୯୨୬- ୧୯୯୫)ଙ୍କ ୯୭ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ଜନ୍ମମାଟି ସମଲେଇପଦର ଗ୍ରାମରେ ପାର୍ବତୀ ଗିରିଙ୍କ ନାମରେ ଗଢି ଉଠିଥିବା ପାର୍ବତୀଗିରି ବୃଦ୍ଧାଶ୍ରମରେ ଆଜି ସାମାଜିକ
Read More...