Daily Archives

ବଲାଙ୍ଗିରରେ ଓଡିଶା ରାଜ୍ୟ ସିନିଅର ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା : ୧୩ରୁ ମିନି ଓ ସବ୍‌ଜୁନିଅର୍‌, ୧୫ରୁ ରାଜ୍ୟ…

ସାରା ରାଜ୍ୟରୁ ଭାଗ ନେବେ ୩୫୦ ପ୍ରତିଯୋଗୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଅକ୍ଟୋବର ମାସରେ ବାଲାଙ୍ଗିର ପିଆର୍‌ ହାଇସ୍କୁଲ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସବ୍‌ଜୁନିଅର ପ୍ରତିଯୋଗିତାର ବିଶେଷ ସଫଳତା ପରେ ପୁଣି ରାଜ୍ୟ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ବାଲାଙ୍ଗିରକୁ
Read More...

କୁଖ୍ୟାତ କଫ ସିରପ୍‌ ମାଫିଆ ସାନ ନେଗୀ ନାଁରେ ଏନ୍‌ଏସ୍‌ଏ ଲଗାଇ ଗିରଫ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଖ୍ୟାତ କଫ ସିରପ୍‌ ମାଫିଆ ସାନ ନେଗୀ ନାଁରେ ଏନ୍‌ଏସ୍‌ଏ ଲଗାଇ ଗିରଫ କରିଛି ବଲାଙ୍ଗିର ପୋଲିସ । ପୂର୍ବରୁ କଫ ସିରଫ କାରବାର କରି ବାରମ୍ବାର ଧରାପଡିଛି ସାନ ।
Read More...

ରେଲୱେ ଷ୍ଟେସନ ଛକ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ ମାମଲା ବଢିବାରେ ଲାଗିଥିବା ବେଳେ ଆଜି ପୁଣି ଏକ ଯୁବକ ରେଲୱେ ଷ୍ଟେସନ ଛକ ଠାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନେଇ ଖବର ମିଳିଛି । ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ମାଲଗୋଦାମପଡାର ନିରୋଜ ହରପାଲ
Read More...

ଅସ୍ତରଙ୍ଗ ଓ କୋଣାର୍କ ରେଞ୍ଜରେ ପକ୍ଷୀଗଣନା ଆରମ୍ଭ

କୋଣାର୍କ : ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଅସ୍ତରଙ୍ଗରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଅସ୍ତରଙ୍ଗ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ପାଞ୍ଚଟି ଜାଗାରେ ପକ୍ଷୀ ଗଣତି ହୋଇଥିବା ବେଳେ କୋଣାର୍କ ରେଞ୍ଜର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଗଣନା । ଅସ୍ତରଙ୍ଗ
Read More...

ହାଟପଦାରେ ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାଟପଦାରେ ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସେ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ହାଟପଦାର ସୁଶାନ୍ତ ପାତ୍ର । ସୂଚନା ଅନୁସାରେ,
Read More...

କୂଳଡିହାରେ ଆରମ୍ଭ ହେଲା ପକ୍ଷୀଗଣନା

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡ଼ିହା ଅଭୟାରଣ୍ୟରେ ଆଜି ବନବିଭାଗ ତରଫରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ କୂଳଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ଏନେଇ ପ୍ରାକ୍ ପ୍ରସ୍ତୁତି କରି ସାରିଛନ୍ତି । କୂଳଡ଼ିହା ଅଭୟାରଣ୍ୟ ସମେତ ଋଷିଆ ଡ୍ୟାମ, ସାତଘାଟି
Read More...

ବାଲିରେ ୧୦୫ ଫୁଟ୍‌ର ହକି ଷ୍ଟିକ୍‌ ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

କଟକ : ଆଜି ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ଉତ୍ସବ । ସାରା ବିଶ୍ୱ କଟକର ଚମକ ଦେଖିବ । ଏହିଭଳି ସ୍ଥିତିରେ ବାଲୁକା ଶିଳ୍ପ ମାଧ୍ୟମରେ ପୁଣି ଏକ ବିଶ୍ୱ ରେକର୍ଡ କରିବାକୁ ଚେଷ୍ଟା କରିଛି କଟକ ଜିଲ୍ଲା ପ୍ରଶାସନ । ଏ ନେଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା 'କଟକ ଇନ୍‌ କଟକ'ରେ ଏକ ୧୦୫
Read More...

ବିଜେପି ବୁଥ୍‌ ସଶକ୍ତିକରଣ କାର୍ଯ୍ୟକ୍ରମ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଚଗାଁ ମା’ ଦ୍ୱାରସେହ୍ନୀ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ବିଜେପି କୁରସୁଡ ମଣ୍ଡଳର ବୁଥ୍‌ ସଶକ୍ତିକରଣ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିର ପଞ୍ଚାୟତ ସମିତିଠାରେ ବ୍ଲକସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପଞ୍ଚାୟତ ସମିତିଠାରେ ବ୍ଲକସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ବିଡ଼ିଓ ପ୍ରିତମ କୁମାର ତନ୍ତୀ, ଏ ବିଡ଼ିଓ ରମଦତ୍ତ ଭୋଇ, ଜିପିଓ
Read More...

ହକି ବିଶ୍ୱକପ୍‌ ଉଦ୍‌ଘାଟନ ଉତ୍ସବରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

କଟକ : ଆଜି ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେବେ । ଅପରାହ୍ଣ ୪ଟାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେବା ସହ ଉତ୍ସବକୁ
Read More...