Monthly Archives

September 2022

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସମ୍ଭାବ୍ୟ ସହାୟତା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ତେବାସୀଙ୍କ ପ୍ରତି ଶୁଭେଚ୍ଛାର ସଙ୍କେତ ଭାବରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ରବିବାର ଦିନ ବଲାଙ୍ଗିରରେ ଅବସ୍ଥିତ ପାର୍ବତୀଗିରି ପଥରଚେପା ବାଲ ନିକେତନର ପିଲାମାନଙ୍କ ପାଇଁ ଯାନବାହନ ସହିତ ସିଆର୍‌ପିଏଫ୍‌ ପକ୍ଷରୁ ସମସ୍ତ
Read More...

କାଳିଆ ସହାୟତା ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୟ ଜଗନ୍ନାଥ, ଜୟ ମା' ସମଲେଶ୍ୱରୀ । ଆଏଜ୍‌ ନୂଆଁଖାଇ । ଇ ଅବସର ଥି ଆପଣମାନକେ ସମସ୍ତକେ ମୋର ଜୁହାର । ନୂଆଁଖାଇ ମାଟି ମା’ର ପର୍ବ । ଆମର ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁଁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ । ତେଣୁ ଚାଷୀ ଆମର ଗର୍ବ ଓ ଗୌରବ । ଏହି
Read More...

ବଡଖାନା କରି ଛତ୍ରପୁର ଏନ୍‌ଏସି ଖୁସି ମନାଇଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସର ପୂର୍ବଦିନ ଛତ୍ରପୁର ଏନ୍‌ଏସି କଲ୍ୟାଣ ମଣ୍ଡପ ପରିସରରେ ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଏନ୍‌ଏସିର
Read More...

ନୂଆଁଖାଇ ପରମ୍ପରାରେ ସାମିଲ ହେଲେ ବିଜେପୁର ଥାନା ଅଧିକାରୀ

ବିଜେପୁର, (ନିରୋଜ କୁମାର ପାଣୀ) : ଜଣାଶୁଣା ସ୍ତମ୍ଭକାର ତଥା ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ଘରେ ନୂଆଁ ଖାଇଲେ ବିଜେପୁର ଥାନା ଅଧିକାରୀ ସନୟ ନାୟକ ଓ ତାଙ୍କ ପରିବାର । ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମସ୍ଥିତ ଶ୍ରୀମାନ ମିଶ୍ରଙ୍କ ବାସ ଭବନରେ ଅନୁଷ୍ଠିତ ନୂଆଁଖାଇ
Read More...

ଭାଇଚାରାର ପର୍ବ ନୂଆଁଖାଇରେ ଏକାଠି ନବାନ୍ନ ଭକ୍ଷଣ କଲେ ୪୦ ପରିବାର

ନୂଆପଡା, (ନିରାକାର ମେହରେ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲିର ସାନ ମାହାନପୁରିଆ ଗଙ୍ଗାମିନି ବଂଶୀୟ ପରିବାରର ୪୦ ପରିବାର ୨୦୦ରୁ ଅଧିକ ଲୋକ ଏକତ୍ର ନବାନ୍ନ ଗ୍ରହଣ କରିଥିଲେ ।ପ୍ରଥମେ ପରିବାରର ମୁଖ୍ୟ ପୂଜକ ନୂଆଁ ଧାନକୁ ନେଇ ନବାନ୍ନ ପ୍ରସ୍ତୁତ କରିଥିଲେ । ବଂଶୀୟ
Read More...

ବିଜେଡି ପକ୍ଷରୁ ରମ୍ଭା ସହରରେ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁ ଜନତା ଦଳର ପ୍ରତିଷ୍ଠା ହେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ରମ୍ଭା ସହରର ବିଭିନ୍ନ ଖାଲିସ୍ଥାନରେ ଯୁବ ଏବଂ ଛାତ୍ର ବିଜେଡି ଦଳ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜନ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗରସ୍ଥ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ପୌରାହିତ୍ୟରେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ସଂସ୍କୃତ ଆଚାର୍ଯ୍ୟ ପଣ୍ଡିତ
Read More...

ଗୀତା ମିଶ୍ରଙ୍କ ସହଯୋଗରେ ଧୁମ୍‌ଧାମ୍‌ରେ ନୂଆଁଖାଇ ପାଳନ କଲେ ବୃଦ୍ଧାଶ୍ରମ ଅନ୍ତେବାସୀ

ବରଗଡ, (ନିରୋଜ କୁମାର ପାଣୀ) : ନୂଆଁଖାଇ କେବଳ ଏକ ପର୍ବ ନୁହେଁ ଏହା ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହିତ ଜଡ଼ିତ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବା ବେଳେ ନିଜ ପରିବାର ଠାରୁ ଦୂରରେ ରହି ପାଠପଢା ହେଉ ଅବା ଚାକିରି କରୁଥାନ୍ତି, ଏହିଦିନ ପ୍ରାୟତଃ ସମସ୍ତେ ନିଜନିଜ ଘରକୁ
Read More...

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମା କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ଗ୍ରହଣ କରିଥିବା ସୁନାମ ଧନ୍ୟ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ଆୟୋଜିତ
Read More...

ଡେଲାଙ୍ଗରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ । ଶ୍ରୀ ଗଣେଶ ଭାଦ୍ରବ ଶୁକ୍ଳ ଚତୁର୍ଥୀ, ମଧ୍ୟାହ୍ନ, ସୋମବାର, ସ୍ୱାତୀ ନକ୍ଷତ୍ର ଯୋଗ ଓ ତୁଳା ରାଶିରେ ଶଙ୍କର ଭବାନୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ । ତାଙ୍କର ଏହି ଜନ୍ମଦିବସକୁ
Read More...