ବଲାଙ୍ଗିର ରକ୍ତ ଭଣ୍ଡାର ଠାରେ ରକ୍ତଦାନ କରି ରୋଗୀଙ୍କ ଅମୂଲ୍ୟ ଜୀବନ ବଞ୍ଚାଇଲେ ରକ୍ତଦାତା ବିକାଶ
ବଲାଙ୍ଗିର, (କେପିଏନ୍ଏସ୍) : ବର୍ତ୍ତମାନ ସାରା ବିଶ୍ୱକୁ ଘାରିଛି କରୋନା ମହାମାରୀର ତୃତୀୟ ଲହରର ଭୟ । ଏଭଳି ପରିସ୍ଥିତିରେ ଲୋକେ ଘରୁ ବାହାରିବା ତ ଦୂରର କଥା ରକ୍ତଦାନ କରିବା ପାଇଁ କେହି ଇଚ୍ଛା ପ୍ରକାଶ କରୁନାହାନ୍ତି । ତେବେ ଏଭଳି ସମୟରେ ବଲାଙ୍ଗିରର ଭୀମ ଭୋଇ ମେଡ଼ିକାଲ କଲେଜ!-->…
Read More...
Read More...