ଦେଓଗାଁ ବ୍ଲକରେ ପୁଣି ୩୬ଜଣ କରୋନା ରୋଗୀ ଚିହ୍ନଟ
ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୬ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୩୬ଜଣଙ୍କ ମଧ୍ୟରୁ ସର୍ବାଧିକ କୁତୁର୍ଲା ପଞ୍ଚାୟତରେ ୭ଜଣ, ଗୁଡ଼ଖାପଲା ୬, ଗୌଡ଼ଗୋଠ ୫, ଧଣ୍ଡାମାଲ ୪, ଜରାସିଂହା ୩,!-->…
Read More...
Read More...