Monthly Archives

January 2021

ପାଟଣାଗଡ଼ ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟରେ ତାଲା ଦେଇ ଜନ ପ୍ରତିନିଧିଙ୍କ ଧାରଣା

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ବର୍ଷ ବର୍ଷ ଧରି ପାଟଣାଗଡ଼ ବ୍ଲକରେ ହୋଇ ପାରୁନି ଉନ୍ନୟନ କାମ । ରାଜନୈତିକ ଚାପରେ ଏଠି ଚେପା ହୋଇଯାଇଛନ୍ତି ବ୍ଲକ ମୁଖିଆଠୁ ଅନ୍ୟ କର୍ମଚାରୀ । ପଂଚାୟତ ସମିତି ବୈଠକରେ ନିଷ୍ପତ୍ତି ହେଉଛି ଜନସାଧାରଣଙ୍କ ବ୍ୟକ୍ତିଗତ ଏବଂ ସାମୁହିକ ସମସ୍ୟାର ସମାଧାନ
Read More...

ଦୁଷ୍ଟିହୀନ କଣ୍ଠଶିଳ୍ପୀ ମନିଶ ତାଣ୍ଡି‌ଙ୍କ କଣ୍ଠରେ ପ୍ରେରଣାଧର୍ମୀ ଗୀତ

ବରଗଡ଼ : ଅନ୍ଧ, ମୁକ, ବଧିର ଏବଂ ଶାରିରୀକ ବିକଲାଂଗ ପିଲାଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ପ୍ରେରଣାଧର୍ମୀ ଗୀତ ଇତି ମଧ୍ୟରେ ଆର୍ ଆର୍ ଷ୍ଟୁଡିଓ ବରଗଡରେ ରେକଡିଂ ହୋଇଯାଇଛି । ଏହି ଗୀତକୁ ଲେଖିଛନ୍ତି ଗୀତିକାର ଜନକ ସେଠ୍ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶୈଲେଶ ସାମଲ୍ । ଏହି ଗୀତକୁ
Read More...

ରାଉରକେଲା ଇସ୍ପାତ କାରଖାନା : ଗ୍ୟାସ ଲିକରେ ୪ କର୍ମୀଙ୍କ ମୃତ୍ୟୁକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ…

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ହୋଇ ୪ ଜଣ ଠିକା କର୍ମଚାରୀ ମୃତ୍ୟୁବରଣ କରିବା ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ପକ୍ଷରୁ ନୋଟିସ ଜାରି କରାଯାଇଛି ।ଗ୍ୟାସ ଲିକ ଘଟଣାରେ ପରିବେଶରେ କ'ଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ ରାଉରକେଲା ଇସ୍ପାତ
Read More...

ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ରାସ୍ତା ଅବରୋଧ କଲେ ଅଂଚଳବାସୀ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ମୁଖ୍ୟ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଶେଷରେ ଅଂଚଳବାସୀ ରାସ୍ତା ଅବରୋଧ କରିଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି । ସୂଚନା ଅନୁସାରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡାର-ବାଦିମୁଣ୍ଡା ରାସ୍ତାରେ ଶତାଧିକ ଅଂଚଳବାସୀ ଆଜି ରାସ୍ତାରୋକ କରିଛନ୍ତି ।
Read More...

ପୃଥିବୀକୁ ଜଳ ଆସିଲା କେଉଁଠୁ : ଉନ୍ମୋଚିତ ହେଲା ରହସ୍ୟ

ନୂଆଦିଲ୍ଲୀ : ପୃଥିବୀର ପ୍ରାୟ ୭୧ ପ୍ରତିଶତ ପାଣିରେ ପରିପୂର୍ଣ୍ଣ ଏବଂ ଏହାର ୯୬.୫ ଜଳ ସମୁଦ୍ରରେ ଅଛି । ପୃଥିବୀକୁ ଏତେ ଜଳ କେଉଁଠୁ ଆସିଲା, ହଜାର ହଜାର ବର୍ଷ ଧରି ଏହା ମଣିଷ ପାଇଁ ରହସ୍ୟ ହୋଇ ରହିଆସିଛି । ଏହି ବିଷୟରେ ବୈଜ୍ଞାନିକମାନଙ୍କ ମଧ୍ୟରେ ବହୁ ବିତର୍କ ଚାଲିଛି । ଏହି ପରଦା ହଟିଛି
Read More...

ଉଡ଼ିବ ବିମାନ, ଝାରସୁଗୁଡାରୁ ମୁମ୍ବାଇ-ବେଙ୍ଗାଲୁରୁକୁ

ଝାରସୁଗୁଡା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜିଠାରୁ ମୁମ୍ବାଇ-ବେଙ୍ଗାଲୁରୁକୁ ଉଡ଼ିବ ବିମା । ଏହାର ସମୟ ନିର୍ଦ୍ଧାରିତ ହୋଇସାରିଛି । ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯାଉଛି ସପ୍ତାହରେ ୪ ଦିନ ଉଡାଣ ଭରିବ ବିମାନ । ଏଥିପାଇଁ ବେସାମରିକ ବିମାନ
Read More...

ବରିଷ୍ଠ ଆଇଏଏସ ସୁବ୍ରତ ସାହୁ, ଛତିଶଗଡର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ତୁଲାଇବେ । ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ ଶ୍ରୀ ସାହୁଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ
Read More...

ମହିଳାଙ୍କ ଗଳା କାଟି ହତ୍ୟା, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ଭଦ୍ରକ : ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନୂଆପୋଖରୀ ଗାଁରେ ରାଧାରାଣୀ ମହାନ୍ତି ନାମକ ଏକ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବାର ଖବର ମିଳିଛି । ଗାଁର ବାଉଁଶବୁଦା ମୂଳରେ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଉକ୍ତ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି
Read More...

ଖୋଲିଲା କଅଗାଁ ଧବଳେ‌ଶ୍ୱର ବାବାଙ୍କ ମନ୍ଦିର : ଭକ୍ତ କଲେ ଦର୍ଶନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କରୋନା କଟକଣା ହଟିବା ପରେ ସରକାର ସମସ୍ତ ମନ୍ଦିର ଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମିର୍ଦ୍ଧାପାଲି ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ପ୍ରସିଦ୍ଧ ଶୈବପୀଠ ଧବଳେ‌ଶ୍ୱର ବାବାଙ୍କ ମନ୍ଦିର ମଧ୍ୟ ଖୋଲିଯାଇଛି । ମନ୍ଦିର ଭିତରେ ପୂଜକ ଏବଂ ଭକ୍ତ
Read More...

ରାସ୍ତା ପାଲଟିଛି ମରଣ ଯନ୍ତା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମର ତଲିପଡା ରାସ୍ତା ପାଲଟିଛି ମରଣ ଯନ୍ତା । ରାସ୍ତା ମଝିରେ ବଡ ଖାଲଟିଏ ରହିଛି, ଖାଲରେ ଭର୍ତ୍ତି ହୋଇ ରହିଛି କାଦୁଅ । ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟତ କରିଥାନ୍ତି । ଲୋକମାନଙ୍କୁ ଯିବା ଆସିବା ପାଇଁ
Read More...