Monthly Archives

January 2021

ଶା‌ଶ୍ୱତଙ୍କ ପାଇଁ ଶୁଭେଚ୍ଛାର ସୁଅ

ସୁବ‌ର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ): ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂତନ ସଦସ୍ୟ ଭାବେ ସୁବର୍ଣ୍ଣପୁର ଜିଲ୍ଲାର ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶ ଶା‌ଶ୍ୱତ କୁମାତ ତ୍ରିପାଠୀ ମନୋନୀତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ସାଧାରଣ
Read More...

ଯୋଖିପାଲିର ଦୁଇ ଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁ ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁଙ୍କୁ ସୋମବାର ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ
Read More...

ଜବତ ହେଲା ବିପୁଳ ପରିମାଣର କପସିରଫ ଓ ନିଶା ଟାବଲେଟ : ୪ଜଣଙ୍କୁ ଗିରଫ କଲା ସମ୍ବଲପୁର ଟାଉନଥାନା ପୋଲିସ

ସମ୍ବଲପୁର, (କେପିଏନ୍‌ଏସ୍‌) : ବିପୁଳ ପରିମାଣରେ କଫସିରଫ ଓ ନିଶା ଟାବଲେଟ ଜବତ ହେବା ସହ ୪ ଜଣ‌ଙ୍କୁ ଗିରଫ କରିଛି ସମ୍ବଲପୁର ଟାଉନଥାନା ପୋଲିସ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବିପୁଳ ପରିମାଣର କପସିରଫ ଓ ନିଶା ଟେବଲେଟ ଜବତ କରିଥିବା ବେଳେ ଘଟଣାର ସଂପୃ‌କ୍ତ ମୁଖ୍ୟ ଅଭିଯୁକ୍ତ ସହ
Read More...

ଆଜି ମାର୍କେଟ୍‌ରେ ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୫ ଟଙ୍କା, ଭେଣ୍ଡି – ୫୦ ଟଙ୍କା, ବିମ୍‌ – ୪୦ ଟଙ୍କା, ସିମ୍ବ – ୬୦ ଟଙ୍କା, ଆଳୁ – ୩୦ ଟଙ୍କା, ପିଆଜ – ୪୫ ଟଙ୍କା,
Read More...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଜେଲ ପଠାଗଲା

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୨ ଡିସେମ୍ବର ୨୦୨୦ରେ ଟିଟିଲାଗଡ ସ୍ଥିତ ସର୍ଗିଗୁଡ଼ା ଠାରେ ପୋଲିସ କୂଅରୁ ଉଦ୍ଧାର କରିଥିଲା ଜଣେ ମହିଳାଙ୍କ ମୃତ ଦେହ । ଟିଟିଲାଗଡ ସହର ମଧ୍ୟରେ ଥିବା ଆକାଶ ଫେନ୍‌ସିର ମାଲିକ ଆନନ୍ଦ ଅଗ୍ରୱାଲଙ୍କ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲଙ୍କୁ ହତ୍ୟା କରି କୂଅରେ
Read More...

କୋଭିଡ ଟୀକାଦାନ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ : ପ୍ରଧାନମନ୍ତ୍ରୀକୋ-ୱିନ ଡିଜିଟାଲ ପ୍ଲାଟଫର୍ମ ଟୀକାଦାନ କାର୍ଯ୍ୟକ୍ରମ ଓ ଟୀକା ନେବାର ଡିଜିଟାଲ ପ୍ରମାଣପତ୍ର ପ୍ରଦାନରେ ସହାୟତା
Read More...

ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜ଼ିଲ୍ଲା ଅନ୍ତର୍ଗତ ସତଲମା ଗ୍ରାମରେ ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ସମଲେଶ୍ୱରୀ ଭଲିବଲ ସଂଘ ଆନୁକୂଲ୍ୟରେ ସତଲମା ବାଳକ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ବରପାଲି ଦଳ ଅଡ଼ଗାଁ ଦଳ କୁ ୨-୧
Read More...

କବି ପ୍ରେମାନନ୍ଦ ବେହେରା ମାନସିଂହ ସ୍ମୃତି ସମ୍ମାନରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗ୍ରାମରେ ଡ଼ଃ.ମାୟାଧର ମାନସିଂହଙ୍କ ପବିତ୍ର ଜନ୍ମମାଟିରେ ମାନସିଂହ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ବିଷ୍ଣୁପ୍ରସାଦ ଦଳେଇଙ୍କ ପୌରହିତ୍ୟିରେ ଅନୁଷ୍ଠିତ ଏହି ସଭାରେ
Read More...

ଜରାସିଂହା ଆର୍‌ଆଇ ଅଫିସ୍‌ରେ ୨୦ଦିନ ହେଲା ପଡ଼ିଛି ତାଲା : କର୍ମକର୍ତ୍ତାଙ୍କ ଦେଖା ମିଳୁନି, ନିରାଶ ହୋଇ ଫେରୁଛନ୍ତି…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅର୍ନ୍ତଗତ ଜରାସିଂହା ଆର୍‌ଆଇ ଅଫିସରେ ୨୦ଦିନରୁ ଅଧିକ ହେଲା ତାଲା ପଡ଼ିଛି । ବିଭିନ୍ନ କାମରେ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଗତ ବୁଧବାର ଦିନରୁ ଆଜି ପର୍ୟ୍ୟନ୍ତ ଲାଗାତାର ଭାବେ ୪ ଦିନ ହେଲା ଜରାସିଂହା
Read More...

ମହାରାଷ୍ଟ୍ର ହସ୍ପିଟାଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଭଣ୍ଡାରାସ୍ଥିତ ହସ୍ପିଟାଲରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ
Read More...