Daily Archives

ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ -୨୦୨୧ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।…
Read More...

ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ଅଗ୍ନିଶମ ବିଭାଗର ମକ୍‌ଡ୍ରିଲ୍‌

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ଶୁକ୍ରବାର ଦିନ ମଧ୍ୟାହ୍ନରେ ଅଗ୍ନିଶମ ବରିଷ୍ଠ ଅଧିକାରୀ ଓ ସିଆଇଏସ୍‌ଏଫ୍‌ ର ସମନ୍ୱୟରେ ଏକ ଫାୟାର ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି । ସିଆଇଏସ୍‌ଏଫ୍‌ ର କମାଣ୍ଟାଣ୍ଟ ଏମ୍‌.ବିଶ୍ୱାଳଙ୍କ ତତ୍ୱାବଧା ରେ ସମସ୍ତ…
Read More...

ମହିଳାଙ୍କ ସୁରକ୍ଷା ପାଇଁ ରେଡ୍ ସ୍କୁଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମହିଳାଙ୍କ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କ ନୂତନ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ରାଜ୍ୟ ପୋଲିସ ବିଭାଗକୁ ୫ ଶହ ରେଡ୍ ସ୍କୁଟି ଯୋଗାଇ ଦିଆଯାଇଛି । ନିର୍ଭୟା ଯୋଜନା ମାଧ୍ୟମରେ ଦିଆଯାଇଥିବା ଏହି ସ୍କୁଟି…
Read More...

ଗୁଡ଼ଖାପଲା ୪ର୍ଥ ଟାଇଗର କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ସମରାକୁ ୧୧ ରନ୍‌ରେ ହରାଇ ରେକଡୋଲ ଦଳ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୁଡ଼ଖାପଲାରେ ୧୧ତାରିଖରୁ ଆରମ୍ଭ ହୋଇଥିବା ୪ର୍ଥ ଟାଇଗର କ୍ରିକେଟ କ୍ଳବ୍ ପକ୍ଷରୁ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ରେକଡୋଲ ଓ ସମରା ଦଳ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର ଫାଇନାଲ ଖେଳରେ ରେକଡୋଲ୍…
Read More...

ସମସ୍ତ ଅଧିକାରୀଙ୍କୁ ଧରି ନରସିଂହଙ୍କ ରାଣୀପାଲି ଗସ୍ତ : ସ୍ପଟ୍‌ରେ ହେଲା ହିତାଧିକାରୀ ଚୟନ, ଘଣ୍ଟାଏ ଭିତରେ ଭତ୍ତା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ମାନଙ୍କରେ ଜଣେ ବି ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନା ଫାଇଦାରୁ ବଂଚିତ ନ ହେବା କଥା । ବାଦ୍ଧକ୍ୟ ଭତ୍ତା, ଗରିବଙ୍କ ପାଇଁ ବାସଗୃହ, ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ହେଉ କି ବିଧବା ଏବଂ ବିକଳାଙ୍ଗ ଭତ୍ତା, କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଏ…
Read More...

ନରସିଂହଙ୍କ ଡୁଡୁକା ଧାନକିଣା କେନ୍ଦ୍ର ପରିଦର୍ଶନ : ଧାନ ଅମଳ ବେଶୀ, କିନ୍ତୁ କିଣିବା ଟାର୍ଗେଟ କମ୍‌ : ସରକାରଙ୍କ ଅଜବ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ଧାନକିଣା କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏ ଅଂଚଳର ଚାଷୀଙ୍କ ଧାନ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଭାରତୀୟ ଖାଦ୍ୟ ନିଗମ ଦୀର୍ଘ ସମୟ ଧରି…
Read More...

ପୁଇଁନ୍ତଲା ବ୍ଲକ କ୍ରୀଡା ଶିକ୍ଷକମାନଙ୍କ ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୟୁଜିଏଚ୍‌ଏସ୍‌ ଗଇଁନ୍ତଲା ଠାରେ ପୁଇଁନ୍ତଲା ବ୍ଲକର କ୍ରୀଡା ଶିକ୍ଷକମାନଙ୍କର ଏକ ସାଧାରଣ ବୈଠକ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ଲକ ଲେଭେଲ ସ୍କୁଲ କ୍ରୀଡା ଏସୋସିଏସନ ସଭାପତି ନେପାଲ ଚନ୍ଦ୍ର ବାଗ ବିଇଓ…
Read More...

୧୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ଜଣେ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରିବାକୁ ଅଭିନବ ଉପାୟ ଖୋଜିଛନ୍ତି ଗଂଜେଇ ମାଫିଆ । ସିଧାସଳଖ ଗଂଜେଇ ନେବାବେଳେ ପୁଲିସ ଧରୁଥିବାରୁ ଗାଡିରେ ସିକ୍ରେଟ୍‌ ଚ୍ୟାମ୍ପର କରୁଛନ୍ତି ମାଫିଆ । ଆଉ ଏପରି ଏକ ଗଂଜେଇ ଚାଲାଣକୁ ପଣ୍ଡ କରିଛି କୋରାପୁଟ ଜିଲ୍ଲା ସେମିଳିଗୁଡା…
Read More...

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ…

ସମସ୍ତ ରାଜନୈତିକ ଦଳ ପ୍ରତିନିଧି ଙ୍କୁ ୦୧/୦୧/୨୦୨୧ସୁଦ୍ଧା ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକା ପ୍ରଦାନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ମୋନୀଷା ବାନାର୍ଜୀ, ୬୫-ସୋନପୁର ଓ…
Read More...

ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ତରଫରୁ ମକର ଉତ୍ସବ ପାଳିତ

ବଙ୍ଗୋମୁଣ୍ଡା, (କୈଳାଶ ସଗ୍ରିଆ‌) : ବଙ୍ଗୋମୁଣ୍ଡାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ସାହିତ୍ୟ କଳା ପରିଷଦ ତରଫରୁ ପଞ୍ଚମ ମକର ଉତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ଡ.ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଅଜିତ ଯୋଷୀ, ମୁଖ୍ୟ ବକ୍ତା ବିନୟ କୁମାର ଦାଶ ଓ…
Read More...